Home Left

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା…

ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୯।୩ (ଡି.ଏନ.ଏ.): ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର କରିଛନ୍ତି।…

ନିର୍ମାଣାଧୀନ ହଷ୍ଟେଲ ନିକଟରେ ରହିଛି ଦେଶୀ ମଦଭାଟି

ଉମରକୋଟ, ୨୯।୩(ସ୍ବ.ପ୍ର.): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂତନ ଭାବେ ତିଆରି କରାଯାଉଥିବା ହଷ୍ଟେଲ ନିକଟରେ ଦେଶୀ ମଦ ଭାଟିକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଉମରକୋଟ ପୌରାଞ୍ଚଳ ଅଧୀନ ଝରିଗାଁ ରୋଡ଼ସ୍ଥିତ ଭସ୍କେଲ ନଦୀ କଡ଼ରେ ରାଜ୍ୟ…

ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ବାମୀ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର…

ଶ୍ରେଣୀଗୃହ ଭଙ୍ଗାକୁ ନେଇ ଉତ୍ତେଜନା

ବଇଣ୍ଡା, ୨୯।୩ (ଡି.ଏନ.ଏ.): କିଶୋରନଗର ବ୍ଲକ ଲୁହାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ଅତିରିକ୍ତ ଶ୍ରେଣୀଗୃହକୁ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥା ଜରିଆରେ ଭଙ୍ଗା ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଘଟଣାସ୍ଥଳରୁ…

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର

ବୌଦ୍ଧ/ବଘିଅପଡା, ୨୯।୩: ବୌଦ୍ଧ ଜିଲା ବଘିଅପଡା ଫାଣ୍ଡି ନିକଟ ଖାଲିଆପଲି ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ବୌଦ୍ଧ ବନର କର୍ମଚାରୀ ରାତ୍ରୀ ପାଟ୍ରୋଲିଙ୍ଗରେ ଖାଲିଆପଲି ରାସ୍ତାରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ…

ସନ୍ତୋଷ କଶ୍ୟପ ଓଏଫ୍‌ସିର ସହକାରୀକୋଚ୍‌ ନିଯୁକ୍ତ

ଭୁବନେଶ୍ୱର,୨୯ା୩(ସ୍ପୋଟର୍‌ସ ବ୍ୟୁରୋ): ପୂର୍ବତନ ଭାରତୀୟ ଖେଳାଳି ସନ୍ତୋଷ କଶ୍ୟପଙ୍କୁ ମଙ୍ଗଳବାର ଓଡ଼ିଶା ଏଫ୍‌ସି(ଓଏଫ୍‌ସି)ର ସହକାରୀ କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି। ଚଳିତ ସିଜନ ପାଇଁ ମିରାଣ୍ଡା କ୍ଲିଫର୍ଡଙ୍କୁ ମୁଖ୍ୟ କୋଚ୍‌ ଭାବରେ ପୂର୍ବରୁ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ଏହି ପୂର୍ବତନ…

ଜାତୀୟ ସିନିୟର ଥ୍ରୋ ବଲ୍‌: ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ବିହାରର ଗୋପାଳଗଞ୍ଜଠାରେ ଅନୁଷ୍ଠିତ ୪୪ତମ ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ନିଜ ପୁଲ୍‌ରେ ସମସ୍ତ ମ୍ୟାଚ ଜିତି ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିରେ…

ଧଳାଜହର ବେପାର ବେଳେ ୪ ଗିରଫ

ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲାରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ହେଲା ଏ ନେଇ ପୋଲିସ ସତର୍କ ନଜର ରଖିଥିଲେ ବି ଚୋରା ବେପାରୀମାନେ ଏହି ନିଶା ସାମଗ୍ରୀର କିଣାବିକା ଚଳାଇଛନ୍ତି। ସୋମବାର ଅପରାହ୍ନରେ ଅନୁଗୋଳ…

ତ୍ରିରାଷ୍ଟ୍ରୀୟ ଫୁଟବଲ୍‌: ଭାରତ ଚାମ୍ପିୟନ୍‌

ଇମ୍ଫାଲ,୨୯ା୩: ଅନ୍ତିମ ମ୍ୟାଚରେ କିର୍ଗିଜସ୍ତାନକୁ ୨-୦ରେ ପରାସ୍ତ କରିବା ସହିତ ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟବଲ ସିରିଜ୍‌ ଜିତି ନେଇଛି ଭାରତ। ପ୍ରଥମ ମ୍ୟାଚରେ ମ୍ୟାନମାରକୁ ୧-୦ଗୋଲରେ ହରାଇଥିବା ଭାରତକୁ ଚାମ୍ପିୟନ ହେବା ପାଇଁ ଏକ ଡ୍ରର ଆବଶ୍ୟକତା ଥିଲା। ଅଧିନାୟକ…

ବ୍ରୋଞ୍ଜ ଜିତିଲେ ଚନ୍ଦନ କୁମାର

ଭୁବନେଶ୍ୱର, ୨୯ା୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଚନ୍ଦନ କୁମାର ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ମଙ୍ଗଳବାର ଶେଷ ଦିବସରେ ସେ ୯୭ କେଜି ବର୍ଗରେ ୧୫୫ କେଜି ଶକ୍ତି…

ଟ୍ରେନଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୩: ଭଦ୍ରକ ଜିଲା ବଉଦପୁର ରେଳ ଷ୍ଟେଶନ ନିକଟ ଟ୍ରେନଲାଇନରୁ ଜଣେ ଯୁବକଙ୍କ ମୃତଦେହ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ଆଲିପୁର ଜିଲା ଚି଼ଙ୍ଗାମିଛି ଅଞ୍ଚଳର ବାବୁଲୁ ଆଲାମ ବୋଲି ଜଣାପଡିଛି l ମଙ୍ଗଳବାର ଉକ୍ତ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri