ବେଆଇନ ଗାଡ଼ି ଚାଳନା : ପ୍ରଥମ ଦିନରେ ଧରାପଡ଼ିଲେ ୧୪ ନାବାଳକ
ଛତ୍ରପୁର/ଭଞ୍ଜନଗର/ପାରଳାଖେମୁଣ୍ଡି,୨୯।୩(ଡି.ଏନ୍.ଏ): ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪ ନାବାଳକଙ୍କୁ ଧରାଯାଇଛି। ଗଞ୍ଜାମ ଆରଟିଓ ପକ୍ଷରୁ…
ୟୁଏସ୍ଟି ଜରିଆରେ ଶତପ୍ରତିଶତ ଛାତ୍ରବୃତ୍ତି
ନୂଆଦିଲ୍ଲୀ,୨୯ା୩: ଦେଶର ସର୍ବବୃହତ୍ ଶିକ୍ଷଣ ପ୍ଲାଟ୍ଫର୍ମ ଅନାକାଡେମି ପକ୍ଷରୁ ନିକଟରେ ଏକ ଅଭିନବ ବୃତ୍ତି ପରୀକ୍ଷା ‘ଅନାକାଡେମ ସ୍କଲାରଶିପ୍ ଟେଷ୍ଟ’ (ୟୁଏସ୍ଟି) ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ବୃତ୍ତି ପରୀକ୍ଷା ୨୦୨୩ ଏପ୍ରିଲ ୧୬ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ସକାଳ…
‘କର୍ମଚାରୀ କଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱାରୋପ’
ଭୁବନେଶ୍ୱର,୨୯ା୩: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ)ର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ୧୧ତମ ତ୍ରୈବାର୍ଷିକ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପରିଷଦର ସଭାପତି ସୌରଭରଞ୍ଜନ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସେହିଭଳି ସଂଘର ମୁଖ୍ୟ…
ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ହେବ ଘୋଷଣା
ନୂଆଦିଲ୍ଲୀ,୨୯।୩: ଆଜି କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ। ପୂର୍ବାହ୍ନ ୧୧.୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଏଥିସହ ନିର୍ବାଚନ ଫଳାଫଳ କେବେ ଆସିବ ସେନେଇ ମଧ୍ୟ ସୂଚନା ଦେବେ।
ଜିଓର ବ୍ରଡ୍ବ୍ୟାଣ୍ଡ୍ ବ୍ୟାକ୍ଅପ୍ ପ୍ଲାନ୍
ନୂଆଦିଲ୍ଲୀ,୨୯ା୩: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ‘ବ୍ରଡ୍ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ମାତ୍ର ୧୯୮ ଟଙ୍କାରେ ସେକେଣ୍ଡ ପିଛା ୧୦ମେଗାବିଟ୍ର ଇଣ୍ଟରନେଟ୍ ସ୍ପିଡ୍ ମିଳିବ। ବିଶେଷକରି ଗ୍ରାହକମାନଙ୍କ…
ଡ୍ରିମ୍ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା
କଟକ,୨୯ା୩: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ପ୍ରଫେସର ରଥଙ୍କୁ ନିକଟରେ…
ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି
ବ୍ରହ୍ମପୁର ଅଫିସ,୨୯।୩: ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍ମେଣ୍ଟ୍ ଫୋରମ୍ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଓ ସିପିଟିଏମ୍(ଚିଫ୍ ପାସେଞ୍ଜର ଟ୍ରାନ୍ସପ୍ରୋଟେକ୍ଶନ ମ୍ୟାନେଜର) ଜେ.ପି. ମିଶ୍ରଙ୍କ ସହ ଭୁବନେଶ୍ୱର ରେଲୱେ କାର୍ଯ୍ୟାଳୟଠାରେ…
ଭାଙ୍ଗିଲା ଗଛ, ଉଡ଼ିଲା ଛପର
ବାଲିଆପାଳ, ୨୯।୩(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ସୋମବାର ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ତୋଫାନ ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବାସନ୍ତୀ ପୂଜା ପାଇଁ ବନ୍ଧାଯାଇଥିବା ଟେଣ୍ଟ ସହିତ ବାଲିଆପାଳ ନେତାଜୀ ଷ୍ଟାଡ଼ିୟମରେ ଚାଲିଥିବା…
ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍ ଉଦ୍ୟୋଗ
ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍ ଉଦ୍ୟୋଗକୁ ୩୨ ବିଲିୟନ ଡଲାରର ଅଧିକ ପରିମାଣର ଇକ୍ୱିଟି କ୍ୟାପିଟାଲ ମିଳିଥିବା ଜଣାପଡ଼ିଛି।…
ଆଜି ପୁଣି କୋର୍ଟରେ ହାଜର ହେବେ ଲାଲୁଙ୍କ ପରିବାର, ମାର୍ଚ୍ଚ ୧୫ରେ ମିଳିଥିଲା ଜାମିନ
ନୂଆଦିଲ୍ଲୀ,୨୯।୩: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରି ଦେବୀ, ଆରଜେଡି ଏମ୍ପି ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଜମି ବଦଳରେ ଚାକିରି ଦେବା ମାମଲାରେ ବୁଧବାର ପୁଣି ଦିଲ୍ଲୀର ରୌଜ୍ ଏଭିନ୍ୟୁ କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ…
ଶିକାରୀଙ୍କ ଟେର୍ ପାଉନି ବନବିଭାଗ
ନୀଳଗିରି, ୨୯।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ୧୦୦ରୁ ଊଦ୍ଧର୍ବ ହାତୀ ରହୁଥିବା କୁଲଡ଼ିହା ଅଭୟାରଣ୍ୟ ଦିନେ ହାତୀ ପାଇଁ ସ୍ବତନ୍ତ୍ର ପରିଚୟ ପାଇଥିବା ବେଳେ ଏବେ ହାତୀ ପାଇଁ ବିପଦ ସାଜିଛି। ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ୭ଟି…
ଆଫଗାନିସ୍ତାନରେ ଭୂକମ୍ପ ଝଟକା
କାବୁଲ,୨୯।୩: ଆଫଗାନିସ୍ତାନରେ ବୁଧବାର ସକାଳ ୫.୪୯ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଦେଶର କାବୁଲଠାରୁ ୮୫ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ଜୀବନ…
Archives


