Home Left

ବକ୍ସର ଅମିର ଖାଁ ଦୁଇ ବର୍ଷ ବାସନ୍ଦ

ଲଣ୍ଡନ,୫ା୪(ଏପି): ଅବସରପ୍ରାପ୍ତ ବ୍ରିଟିଶ ବକ୍ସର ଅମିର ଖାଁଙ୍କୁ ସମସ୍ତ ପ୍ରକାର ଖେଳରୁ ଦୁଇବର୍ଷ ବାସନ୍ଦ କରାଯାଇଛି। ତାଙ୍କ କ୍ୟାରିୟରର ଶେଷ ଫାଇଟ୍‌ ସମୟରେ ତାଙ୍କର ହୋଇଥିବା ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। ୨୦୨୨ ଫେବୃୟାରୀରେ ମାଞ୍ଚେଷ୍ଟରଠାରେ କେଲ୍‌ ବ୍ରୁମ୍‌ଙ୍କଠାରୁ ପରାଜୟ…

ଭାରୋତ୍ତୋଳିକା ସଞ୍ଜିତା ଚାନୁ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୫ା୪(ପି.ଟି.): ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଶୃଙ୍ଖଳା କମିଟି ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ୨୯…

କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍‌ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ-ଏ’ ୧୦ ଉଇକେଟରେ ବିଜୟୀ ହୋଇଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ରାଉରକେଲା…

କଳିଙ୍ଗରେ ଆଇଟିଏଫ୍‌ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୫।୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ସ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ…

ଆର୍ଥିକ ବିକାଶରେ ନୌବାଣିଜ୍ୟ

ଦେଶର ଆର୍ଥିକ ବିକାଶରେ ନୌବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୫ରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ଭାରତରେ ୬୦ତମ ଜାତୀୟ ନୌବାଣିଜ୍ୟ ଦିବସ(ଏନଏମଡି) ପାଳନ କରାଯାଉଛି। ଅନ୍ତର୍ଜାତୀୟ…

ପାଓ୍ବାର ଗ୍ରୀଡ୍‌କୁ ଆଉ ୩ ଏସ୍‌ପିଭି

ନୂଆଦିଲ୍ଲୀ,୫।୪: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନ ସିପିଏସ୍‌ୟୁ ପାଓ୍ବାର ଗ୍ରୀଡ୍‌ (ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ)କୁ ନିକଟରେ ଆଉ ୩ଟି ସ୍ପେଶାଲ ପରପଜ ଭେହିକିଲ (ଏସ୍‌ପିଭି) ମିଳିଛି। ବିଶେଷ କରି ବହୁ ପ୍ରତିଯୋଗିତା ଓ ନିୟମକାନୁନ…

ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳ ପକ୍ଷରୁ ଓଡ଼ିଶା ଦିବସ

ଭୁବନେଶ୍ୱର,୫।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ଓଡ଼ିଶା ଦିବସ ପାଳନ କରାଯାଇଥିଲା। ଏପରିକି ଏସବିଆଇ ଓଡ଼ିଶା କ୍ଷେତ୍ରର ସମସ୍ତ ଶାଖା ଓ କାର୍ଯ୍ୟାଳୟରେ ମଧ୍ୟ ୮୮ତମ ଓଡ଼ିଶା ଦିବସ ଏକ ସମୟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…

‘ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ବାନ’

ଭୁବନେଶ୍ୱର,୫।୪ ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା)ର ବିଭିନ୍ନ ପ୍ରକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ମତପ୍ରକାଶ କରିଛନ୍ତି। ଏପରିକି ଭାରତୀୟ…

୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/କଟକ ଅଫିସ୍‌, ୫।୪: କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମଙ୍ଗଳବାର ତଦନ୍ତର ଚତୁର୍ଥ ଦିନରେ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ…

ରେମୁଣା,ସୋର ବଜାରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର

ଭୁବନେଶ୍ୱର,୫।୪: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ୨ଟି ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ବାଲେଶ୍ୱର ଜିଲାର ରେମୁଣା ଏବଂ ସୋର ବଜାରରେ ଉକ୍ତ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଗ୍ରାହକମାନଙ୍କ ଲାଗି…

ଗୃହ ଋଣକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୫।୪: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଏସ୍‌ଏଚ୍‌ଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ୟୁବି କୋ ଡଟ୍‌ ଲେଣ୍ଡ୍‌ ପ୍ଲାଟ୍‌ଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲକୁ ନେଇ ଉକ୍ତ ସହଭାଗିତା ହୋଇଥିବା ଜଣାପଡ଼ିଛି।…

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri