Home Left

ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ

ବରଗଡ଼,୧୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ…

ତେଲ ନଦୀ ପୋଲ ଉପରେ ୫ ଫୁଟର ବନ୍ୟାଜଳ, କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ରବିବାର ସକାଳୁ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ…

ଜାତୀୟ ଦଳରେ ଚୟନ ପରେ ଧୋନୀଙ୍କୁ ମନେ ପକାଇଲେ ରିଙ୍କୁ ସିଂ, କହିଲେ…

ନୂଆଦିଲ୍ଲୀ, ୧୬। ୭: ଆଇପିଏଲ୍ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ଜବରଦସ୍ତ ବ୍ୟାଟିଂ କରିଥିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ। ଏବେ ତାଙ୍କୁ ତାର ଫଳସ୍ବରୂପ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଏସିଆନ୍ ଗେମ୍ସ ୨୦୨୩ ଲାଗି ଘୋଷଣା ହୋଇଥିବା…

ନେପାଳକୁ ୪୩ ଆମ୍ବୁଲାନ୍ସ, ୫୦ ସ୍କୁଲ ବସ ଉପହାର ଦେଲା ଭାରତ

କାଠମାଣ୍ଡୁ,୧୬।୭: ନେପାଳ-ଇଣ୍ଡିଆ ଡେଭଲପମେଣ୍ଟ ପାର୍ଟନରଶିପ ପ୍ରୋଗ୍ରାମ ଅଧିନରେ ଭାରତ ରବିବାର ନେପାଳକୁ ୪୩ ଟି ଆମ୍ବୁଲାନ୍ସ ଓ ୫୦ ସ୍କୁଲ ବସ ଉପହାର ଆକାରରେ ପ୍ରଦାନ କରିଛି। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ନେପାଳର ବିଜ୍ଞାନ ଓ ପ୍ରଯୁକ୍ତି…

୨୦୨୪ ଆଇପିଏଲ ପାଇଁ ଧୋନୀ-ରୋହିତଙ୍କ ପ୍ରସ୍ତୁତି ଆରମ୍ଭ…

କୋଲକାତା,୧୬।୭ : ଆଇପିଏଲ ୨୦୨୩ ନିକଟରେ ସମାପ୍ତ ହୋଇଛି । ତେବେ ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇପିଏଲ ୨୦୨୪ ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯଦିଓ ସେଥିପାଇଁ ୧ ବର୍ଷର ସମୟ ଅଛି, କିନ୍ତୁ…

ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ଫଟୋ ଶେୟାର କଲେ ମାଧବନ

ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ପ୍ୟାରିସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକରଁ ଦ୍ୱାରା ଆୟୋଜିତ ନୈଶ…

କୋଲକାତା ଆସିବେ ଅମିତ ଶାହା

କୋଲକାତା,୧୬ା୭: ପଶ୍ଚିମବଙ୍ଗରେ ଚାଲିଥିବା ପରିସ୍ଥିତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚିନ୍ତିତ ଅଛନ୍ତି। ଅଗଷ୍ଟରେ ସେ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ଜନତା ପାର୍ଟି (ଭାଜପା) ବଙ୍ଗଳା ମୁଖ୍ୟ ସୁକାନ୍ତ ମଜୁମଦାର ପ୍ରକାଶ କରିଛନ୍ତି।…

ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଏକାଠି ହେଲେ କଂଗ୍ରେସ-ଏଏପି

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀ ଅଧ୍ୟାଦେଶ ସମ୍ପର୍କରେ କଂଗ୍ରେସ (କଂଗ୍ରେସ) ଏବଂ ଆମ ଆଦମୀ ପାର୍ଟି (ଏଏପି) ଏକାଠି ହୋଇଛନ୍ତି। କେନ୍ଦ୍ରର ନିୟମ ବିରୋଧରେ କଂଗ୍ରେସ ଏଏପିକୁ ସମର୍ଥନ କରିବ। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପା, କେନ୍ଦ୍ର ସରକାରଙ୍କ…

ମହାରାଷ୍ଟ୍ର ରାଜନୀତିରେ ଆସିପାରେ ପୁଣି ନୂଆମୋଡ: ଶରଦଙ୍କୁ ଭେଟିଲେ ଅଜିତଙ୍କ ସମେତ ୯ ନେତା

ପୁନେ,୧୬।୭: ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ରବିବାର ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ଅନେକ ନେତା ଶରଦ ପାୱାରଙ୍କୁ ଭେଟିବାକୁ ଆସିଛନ୍ତି। ଓ୍ବାଇବି ଚହ୍ବାନ୍‌ ସେଣ୍ଟରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶରଦଙ୍କୁ ଭେଟିବାକୁ ଆସିଥିବା ନେତାଙ୍କ ମଧ୍ୟରେ ପ୍ରଫୁଲ୍ଲ…

ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…

ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍‌ ସେମିତି ଭାବେ ଚଳାଇଥାନ୍ତି। କିନ୍ତୁ ଆଜିକାଲି ଏକ ଘୋଡ଼ାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଘୋଡ଼ାଟି…

ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍‌

ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ କରିଥିଲା।…

ମାଦଳବାଦ୍ୟର ଗାଁ କିରିଙ୍ଗିସେରା

ଓଡ଼ିଶାର ପ୍ରତ୍ୟେକ ଗଁାର ରହିଛି ନିଜସ୍ବ ଏକ ପରିଚୟ। କେଉଁ ଗାଁ ସ୍ବଚ୍ଛତା ପାଇଁ ପ୍ରସିଦ୍ଧ ତ କେଉଁ ଗାଁ ତା’ର କଳା କାରୀଗରି ପାଇଁ। ସେମିତି ଏକ ଗାଁ ହେଉଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା; ଯିଏ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?