ଟିଟି ଖେଳାଳିଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ
କଟକ ଅଫିସ, ୬ା୪: ଓଡ଼ିଶାରେ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ପ୍ରସାର ହେବ। ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରୋତ୍ସାହିତ କରାଯିବ। ସ୍ଥାନୀୟ ବାଣିଜ୍ୟକର ଭବନଠାରେ ବୁଧବାର ଆୟୋଜିତ ଏକ ବୈଠକରେ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ ସଭାପତି ମାଡାମ…
ପୂର୍ବତନ ଓପନର ସୁଧୀର ନାୟକଙ୍କ ପରଲୋକ
ନୂଆଦିଲ୍ଲୀ, ୬ା୪ (ପି.ଟି.): ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଓପନର ସୁଧୀର ନାୟକଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ୧୯୭୪ରେ ସେ ୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। କିଛିଦିନ ଅସୁସ୍ଥ ରହିବା ପରେ ମୁମ୍ବାଇର ଏକ ହସ୍ପିଟାଲରେ…
କୋଟିଆର ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ
କୋରାପୁଟ,୬ା୪(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଏବେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଉଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ…
ଏଚ୍ସିଆଇଏଲ୍ର ବାର୍ଷିକ ବିକ୍ରି ଫଳାଫଳ
ନୂଆଦିଲ୍ଲୀ,୬।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବାର୍ଷିକ ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୯୧,୪୧୮ ଯାନ ଘରୋଇ ବଜାରରେ ବିକ୍ରି କରିଥିବା ବେଳେ ୨୦୨୧-୨୨…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶା ଦିବସ
ଭୁବନେଶ୍ୱର,୬।୪: ଦେଶର ସର୍ବବୃହତ୍ ଆଲୁମିନିୟମ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ା ଏବଂ ଲାଞ୍ଜିଗଡ଼ କାର୍ଯ୍ୟ କ୍ଷେତ୍ରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରାଯାଇଛି।…
ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି
ନୂଆଦିଲ୍ଲୀ,୬।୪: ବର୍ତ୍ତମାନ ସମୟରେ ଦେଶର ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଏକ ପ୍ରକାର ଆନ୍ଦୋଳନ ସୃଷ୍ଟି କରିଛି। ବିଶେଷକରି ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ଏହାର ଅଭିବୃଦ୍ଧି…
ବିଏମ୍ସି ପକ୍ଷରୁ କର୍କଟ ପରୀକ୍ଷା ଶିବିର
ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ କର୍କଟ ଚିକିତ୍ସା କେନ୍ଦ୍ର ବାଲ୍କୋ ମେଡିକାଲ ସେଣ୍ଟର(ବିଏମ୍ସି) ନ୍ୟୁ ରାୟପୁର ଛତିଶଗଡ଼ ପକ୍ଷରୁ ଏକ ମେଗା କର୍କଟ ରୋଗ ପରୀକ୍ଷା ଶିବିରର ଆୟୋଜିତ ହୋଇଯାଇଛି। ବିଶେଷକରି ବରଗଡ଼ ଜିଲାର ସାଇ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଓ…
ଡିଜିଟାଲ ଦୁକାନ୍
ନୂଆଦିଲ୍ଲୀ,୬।୪: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏକ ଅଭିନବ ସୁବିଧା ଡିଜିଟାଲ ଦୁକାନ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭିସା ସହଭାଗିତାରେ ବ୍ୟାଙ୍କ ବ୍ୟାପକ ଡିଜିଟାଲ ସମାଧାନ ଯୋଗାଇବ। ଏହା ବ୍ୟବସାୟୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରିବାରେ ସହାୟକ…
ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଓଆର୍ଏସ୍ ବୋହିନେଲେ
ବଅଁରପାଳ, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ମହୀଧରପୁର ଫାଣ୍ଡି ଭଗାମଣ୍ଡା ପୋଲ ନିକଟରେ ବୁଧବାର ଏକ ଓଆର୍ଏସ୍ ବୋଝେଇ ମିନିଟ୍ରକ୍ ଓଲଟି ପଡ଼ିଥିବା ବେଳେ ଲୋକେ ସେଥିରୁ ଓଆର୍ଏସ୍ ବୋହି ନେବା ଚର୍ଚ୍ଚାର ବିଷୟ ହୋଇଛି। ଖବରପାଇ ମହୀଧରପୁର ଫାଣ୍ଡି ପୋଲିସ…
ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ
ବଇଣ୍ଡା, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ କିଛି ମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ ଠିକ୍ ଭାବେ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ବେଳେ ଅନେକ…
ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
ଅନୁଗୋଳ ଅଫିସ, ୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ବଅଁରପାଳ ବ୍ଲକ ତଳମୂଳ ଅଞ୍ଚଳର ସୁବାଶିଷ ଦାସଙ୍କ ସ୍ତ୍ରୀ ଶିକ୍ଷା ପଟ୍ଟନାୟକ(୧୯)ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ…
ପୁନରୁଦ୍ଧାର ହୋଇପାରୁନି ପରିତ୍ୟକ୍ତ ଦୁଇ ପୋଖରୀ
ପାରଳାଖେମୁଣ୍ଡି,୬।୪(ଡି.ଏନ୍.ଏ.): ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରନ୍ତି କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି। ପାରଳାଖେମୁଣ୍ଡି ସହରର ମଝିରେ ରହିଥିବା…
Archives


