Home Left

ଏଣିକି ବିପଦପୂର୍ଣ୍ଣ ସ୍ଥାନରେ ଶହୀଦ ହେବେ ନାହିଁ ସୈନିକ, ଜଗିବେ ରୋବୋ ଡଗ୍‌

ଯେକୌଣସି ଦେଶର ସୁରକ୍ଷା ଏହାର ସୈନ୍ୟମାନଙ୍କ ଉପରେ ନିର୍ଭର କରିଥାଏ। ଦେଶସେବାରେ ନିୟୋଜିତ ସୈନିକମାନେ ନିଜ ଜୀବନକୁ ଖାତିର ନ କରି ପ୍ରତ୍ୟେକ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥାନ୍ତି। ସେମାନଙ୍କ ପାଇଁ ଦେଶର ସୁରକ୍ଷା ନିଜ ଜୀବନ ଅପେକ୍ଷା ଅଧିକ…

ଓମ୍‌ ଶ୍ରୀ ପ୍ରଜାପତୟେ ନମଃ

ନୂଆ ଓଡ଼ିଆ ସିନେମା ‘ଓମ୍‌ ଶ୍ରୀ ପ୍ରଜାପତୟେ ନମଃ’ରେ ନିଜ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତା ସମ୍ବିତ। କାରଣ ଏଥିରେ ତାଙ୍କୁ ଏକ ଭିନ୍ନଧରଣର ଭୂମିକା ମିଳିଛି। କେବଳ ସେତିକି ନୁହେଁ, ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା…

ସାନ୍ୟାଙ୍କ ଡିନର ପାର୍ଟି

‘ଦଙ୍ଗଲ’ ଫେମ୍‌ ସାନ୍ୟା ମାଲହୋତ୍ରା ଯାହା କହିଥିଲେ ତାହା ପୂରଣ କରିଛନ୍ତି। କଥା କ’ଣ କି ତାଙ୍କ ଅଭିନୀତ ଏକ ଅନଟାଇଟଲ୍‌ଡ ଫିଲ୍ମର ଶୁଟିଂ ପାଖାପାଖି ଦେଢ଼ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଥିଲା। ନିକଟରେ ତାହାର ଶୁଟିଂ ସିନା ଶେଷ ହୋଇଗଲା,…

କୁଲ୍‌ କୁଲ୍‌ ବାଣୀ

କେତେବେଳେ କେଉଁ ପ୍ରକାର କଥା କହିଲେ ତାହା ଆଲୋଚନା ପାଇଁ ଶତ ପ୍ରତିଶତ ଖୋରାକ ଯୋଗାଇଥାଏ ତାହାର କାଇଦା ବାଣୀ କପୁରଙ୍କୁ ମାଲୁମ। ଦେଖୁନାହାନ୍ତି, ଯେତେ ପ୍ରକାର ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଲେ ମଧ୍ୟ ସେ କେମିତି ସେଗୁଡ଼ିକର ଉତ୍ତର ବେଶ୍‌…

ନାମକରଣ ଅନ୍ତରାଳେ…

କିଆରା ଆଡଭାନୀଙ୍କ ନାମକରଣ ଅନ୍ତରାଳେ ଏକ ରୋଚକ କଥା ଲୁଚିରହିଛି। ଏଥିଲାଗି ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ସେ ହେଲେ ପ୍ରିୟଙ୍କା ଚୋପ୍ରା। ତେବେ କିଆରାଙ୍କ ନାମକରଣ ପଛରେ ପ୍ରିୟଙ୍କାଙ୍କ ଭୂମିକା କ’ଣ ରହିଛି ବୋଲି ଅନେକଙ୍କ ମନରେ…

ପୋଲିସର ସଟ୍ଟା ଚଢାଉ, ୪୭ ଗିରଫ

ବରଗଡ ଅଫିସ,୬।୪: ବରଗଡ ଜିଲା ପୋଲିସ ସଟ୍ଟା ଧରପଗଡକୁ ଜୋରଦାର୍‌ କରିଛି। ଜିଲାର ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ପୋଲିସ ୪୭ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ନଗଦ ୯୩ ହଜାର ୯୬୫ ଟଙ୍କା ସହିତ ୪୦ଟି ସଟ୍ଟା…

ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଲାଲୁଙ୍କ ଝିଅ

ପାଟନା,୬।୪: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ବୁଧବାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୁଷଣରେ ସମ୍ମାନୀତ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ…

ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ

ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକ ସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଥି…

କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଦ୍ୱିତୀୟ ପ୍ରାର୍ଥି ତାଲିକା

ବେଙ୍ଗାଲୁରୁ,୬।୪: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏବେ ଯୋର ସୋରରେ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ କର୍ନାଟକ କଂଗ୍ରେସ ଗୁରୁବାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରି ଦେଇଛି। କେନ୍ଦ୍ରୀୟ ନିର୍ବାଚନ ସମିତି(ସିଇସି)ର ବୈଠକ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।…

ସତ୍ୟେନ୍ଦ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ସତ୍ୟେନ୍ଦ୍ରଙ୍କ ଜାମିନକୁ…

୩ କୋଟିର କଂକ୍ରିଟ ରାସ୍ତା ୬ ମାସରେ ଫାଟି ଆଁ

ପାଟଣା,୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ମଝି ସାହିରେ କେନ୍ଦୁଝର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ୬.୮୪୦ କିମି କଂକ୍ରିଟ ରାସ୍ତା ଫାଟି ଫାଳ ଫାଳ ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ, ଉକ୍ତ କଂକ୍ରିଟ…

ଗାଁ ଭିତରକୁ ପଣି ଆସିଥିବା ହରିଣକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଲା ବନବିଭାଗ

ପାଟଣା,୬।୪(ସ୍ବ.ପ୍ର.): ଜଙ୍ଗଲ ନିଆଁ ଲାଗିବା ସହ ତାପମାତ୍ରା ବୃଦ୍ଧି ଯୋଗୁ ଏବେ ଗାଁ ମୁଁହା ହେଉଛନ୍ତି ବନ୍ୟପ୍ରାଣୀ। କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଆହାରପଡା ଜଙ୍ଗଲରୁ ଆହାରପଡା ଗାଁ ଭିତରକୁ ଗୁରୁବାର ଏକ ହରିଣ ଚାଲି ଆସିଥିଲା। ଗାଁକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri