Home Left

ପୁଣି ଭିଜିଲାନ୍ସର ଖୋଳତାଡ଼

ଧର୍ମଶାଳା,୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ତରଞ୍ଜିଆ ପଞ୍ଚାୟତର ନୂଆ ପୋଖରୀ ନିର୍ମାଣ ଓ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗ୍ରାମରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ପୁଣି ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶୀଲ ଏକ୍କା…

୭ କୋଟିର ନକଲି ଔଷଧ ଜବତ

ଭୁବନେଶ୍ୱର,୩ା୩(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଜବତ ହେଉଛି। ଏହା କେଉଁଠୁ ଆସୁଛି ତାହା ଜାଣିବା ପାଇଁ ଓଡ଼ିଶା ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହାୟତା ଲୋଡ଼ିଥିଲେ। ଓଡ଼ିଶା ସରକାରଙ୍କ ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ ଟାକ୍ସ ଫୋର୍ସ…

ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୩ା୩: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ…

ଶସ୍ତା ଆଉ କମ୍‌ ବିଜୁଳିରେ ଚାଲିବ ଏହି ଏସି, ଦାମ୍‌ ରହିଛି…

ଆଗକୁ ଆସୁଛି ଗରମ ଦିନ। ଏଥିରୁ ମୁକ୍ତି ପାଇବା ପାଇଁ ଗୁଜୁରାଟରେ ଅବସ୍ଥିତ ଭାରତୀୟ କମ୍ପାନୀ ଟୁପିକ୍‌ ଏକ ଏୟାର କଣ୍ଡିଶନର (ଏସି) ତିଆରି କରିଛି, ଯାହା ନାମମାତ୍ର ବିଦ୍ୟୁତ୍‌ରେ ଚାଲିପାରିବ। ଅନ୍ୟ କୌଣସି ଏସି ତୁଳନାରେ ଏହା ବହୁତ କମ୍‌…

ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ

ରାମନାଗୁଡ଼ା/ପଦ୍ମପୁର/ବିଷମକଟକ,୩ା୩(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ଗୁମୁଡ଼ା ମୁଖ୍ୟ ବଜାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଛୁରିରେ ଜଣେ କଲେଜ ଛାତ୍ରୀଙ୍କ ଗଳା କାଟି ଦେଇଛନ୍ତି। ଛାତ୍ରୀ ଜଣକ ଯୁକ୍ତ ୨ ପରୀକ୍ଷା ଦେଇ…

ଫେବୃୟାରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ବୃଦ୍ଧି

ଭୁବନେଶ୍ୱର,୩ା୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷର ଫେବୃୟାରୀରେ ରାଜ୍ୟ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଓ ସମନ୍ବିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍‌ଟି ରାଜସ୍ବରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଫେବୃୟାରୀରେ ୧୨୨୩.୨୨ କୋଟି ଟଙ୍କା ଜିଏସ୍‌ଟି…

ରୁବୀ ହେଲେ ରୁବୀ

ପାଟନା, ୩ା୩:ପ୍ରେମ ଅନ୍ଧ। ପ୍ରେମ କରିବା ପୂର୍ବରୁ ବର୍ଣ୍ଣ, ଜାତି କିମ୍ବା ଗୁଣକୁ ଦେଖାଯାଏ ନାହିଁ। ଅଜବ ପ୍ରେମ ଘଟଣାକୁ ନେଇ ଅନେକ ସମୟରେ ଘଟଣାମାନ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ତେବେ ସେମିତି ଏକ ଅଜବ ପ୍ରେମ…

ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ କରନ୍ତି। ଶାହରୁଖ ୨ ପ୍ରଶଂସକମାନେ ଗୁରୁବାର ରାତିରେ ସୀମା ଅତିକ୍ରମ କରି ବାନ୍ଦ୍ରାସ୍ଥିତ ଅଭିନେତା…

କୋଇଲାର ବହୁଳ ବ୍ୟବହାର ପଡୁଛି ମହଙ୍ଗା, ସାରା ବିଶ୍ୱରେ ସରି ଆସୁଛି କୋଇଲା

ନ୍ୟୁୟର୍କ,୩ ।୩: ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି । ଏହା କେବଳ ଏବେକାର ନୁହେଁ ଭବିଷ୍ୟତ ପିଢିଙ୍କ ପାଇଁ ମଧ୍ୟ ପ୍ରଭାବ ପକାଉଛି…

ମମତାଙ୍କ ବଡ ବୟାନ, ଟିଏମସି ଏକେଲା ଲଢିବ ଲୋକ ସଭା ନିର୍ବାଚନ

କୋଲକାତା,୩ ।୩: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବିରୋଧି ଏକାଠି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ଏହାକୁ ଏକ ବଡ ଝଟକା ଦେଇଛନ୍ତି । ଗୁରୁବାର ସେ କହିଛନ୍ତି ତ୍ରୁଣମୂଳ କଂଗ୍ରେସ(ଟିଏମସି) ୨୦୨୪ର ଲୋକ…

୩ ଆସନରେ କଂଗ୍ରେସ, ଗୋଟିଏରେ ଭାଜପା

ନୂଆଦିଲ୍ଲୀ, ୨ା୩: ମହାରାଷ୍ଟ୍ରର ୨ ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ତାମିଲନାଡୁର ଗୋଟିଏ ଲେଖାଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। କଂଗ୍ରେସକୁ ୩ଟି ଆସନ ମିଳିଥିବା ବେଳେ ଗୋଟିଏରେ ଭାଜପା ଏବଂ ଅନ୍ୟ ଆସନରେ…

ପୂର୍ବତନ ସିଜେଆଇ ଏ.ଏମ୍‌. ଅହମଦୀଙ୍କ ପରଲୋକ

ନୂଆଦିଲ୍ଲୀ, ୨ା୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଅଜିଜ୍‌ ମୁଶାବର ଅହମଦୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri