Home Left

ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍‌: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ

ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଗତ…

ଆର୍‌ଡି ରାସ୍ତାରେ ପାଣି, ଲୋକେ ହୀନସ୍ତା

ସିଂହପୁର,୧୮ା୭(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଡିହକୁଳା ଆର୍‌ଡି ରାସ୍ତାର ନାଉବାଙ୍କଠାରେ ପାଣି ଜମୁଛି। ଫଳରେ ଲୋକେ ଯାତାୟାତରେ ହୀନସ୍ତା ଭୋଗୁଛନ୍ତି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣିର ଲହଡି ମାରୁଛି। ଏହି ରାସ୍ତା ଅଞ୍ଚଳର ମୁଖ୍ୟ ରାସ୍ତା।…

ସରୁନି ବିଜୁ ସେତୁ ନିର୍ମାଣ କାର୍ଯ୍ୟ

ବ୍ରହ୍ମବରଦା,୧୮ା୭: (ଯଯାତି କେଶରୀ ବେହେରା): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ଓ ରୁଦ୍ରପୁର ପଞ୍ଚାୟତବାସୀଙ୍କ ଗମନାଗମନର ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଝାଲପଡ଼ାରୁ ବ୍ରହ୍ମବରଦାକୁ ସଂଯୋଗ ପାଇଁ ୨୪ା୧୨ା୨୦୧୬ରୁ ବ୍ରହ୍ମବରଦାଠାରେ ବ୍ରାହ୍ମଣୀ ନଦୀରେ ୧୦ କୋଟି ୪୨ ଲକ୍ଷ…

ଇଣ୍ଡିଆ ନାଁକୁ ବିରୋଧ କରୁଥିବା ଲୋକଙ୍କ ଭିତରେ ଦେଶଭକ୍ତି ନାହିଁ: ସଞ୍ଜୟ

ମୁମ୍ବାଇ,୧୯।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକରେ ୨୦୨୪ ପାଇଁ ଏକ ନୂତନ ମେଣ୍ଟ ଗଠନ କରାଯାଇଛି। ଏହାର ନାମ ହେଉଛି ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ ଅର୍ଥାତ୍‌ ଇଣ୍ଡିଆ। ମେଣ୍ଟ ର ନାମ ଘୋଷଣା ହେବା ପରଠାରୁ ଭାଜପା କ୍ରମାଗତ…

ଦ୍ୱିତୀୟ ଟେଷ୍ଟରେ କ’ଣ ହେବ ପରିବର୍ତ୍ତନ: ରୋହିତ ଶର୍ମା ଦେଲେ ଜବାବ

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର ଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍‌ ଗୋଟିଏ ଇନିଂସ ଏବଂ ୧୪୧ ରନ୍‌ରେ ଭାରତ ଜିତିଥିଲା। ଦ୍ୱିତୀୟ ମ୍ୟାଚର ଖେଳୁଥିବା ଏକାଦଶରେ କ୍ୟାପଟେନ…

ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ ବିଶେଷ…

ଶ୍ରାବଣ ମାସରେ ଅଦ୍ଭୁତ ଦୃଶ୍ୟ: ପାଣି ଭିତରେ ଶିବଲିଙ୍ଗ ଦେହରେ ଗୁଡେଇ ହୋଇଛି ନାଗ, ଭିଡିଓ ଦେଖିଲେ… 

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ। ସବୁ ସ୍ଥାନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଛି। କାଉଡିଆମାନେ ପ୍ରତି ସୋମବାର ଜଳଲାଗି କରୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭକ୍ତିରେ ହାତ ଯୋଡ଼ୁଛନ୍ତି।…

ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ପୋଲିସରେ ଅଭିଯୋଗ କଲେ ନିର୍ଦ୍ଦେଶକ

ମୁମ୍ବାଇ: ‘ହାସିଲ’ ଏବଂ ‘ପାନ ସିଂ ତୋମାର’ ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଏହି ବିରୋଧରେ…

ହତ୍ୟା କରି ଫିଙ୍ଗିଦେଇଥିଲେ ସ୍ବାମୀ

ଭୁବନ, ୧୯।୭(ବିପିନ ବିହାରୀ ସେଠୀ): ସ୍ବାମୀ ଘରକୁ ଆଣିଲେ ଦ୍ୱିତୀୟ ସ୍ତ୍ରୀ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଦାମ୍ପତ୍ୟ ଜୀବନରେ ଝଡ଼। କଜିଆ ଉଗ୍ରରୂପ ନେବା ପରେ ପ୍ରଥମ ସ୍ତ୍ରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ ସ୍ବାମୀ। ପ୍ରମାଣ ନଷ୍ଟ…

କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି : ଭାଜପା

ବାଙ୍ଗାଲୁରୁ,୧୯।୭: ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ବାଙ୍ଗାଲୁରୁରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାଜପା ବିଧାୟକ ଆର୍‌. ଅଶୋକ। କର୍ନାଟକ ଆତଙ୍କବାଦୀଙ୍କ…

ଲଗାଣ ବର୍ଷାରେ ଅଧାପନ୍ତରିଆ ରାସ୍ତା କର୍ଦ୍ଦମାକ୍ତ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ଜନ ଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡି,୧୯।୭ (ଅରୁଣ ସାହୁ)- ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଦୁର୍ଗମ: ଅଞ୍ଚଳଗୁଡିକରେ ରହିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏକାଧିକ ରାସ୍ତା ଦୀର୍ଘଦିନ ଧରି ସମ୍ପ୍ରସାରଣରେ ବିଳମ୍ବ ଯୋଗୁଁ ରାସ୍ତାର…

ଡାଳିମ୍ବପୁର-କେରାଣ୍ଡି ଅସ୍ଥାୟୀ ରାସ୍ତା ଧୋଇଗଲା

ପାରଳାଖେମୁଣ୍ଡି,୧୮ା୭ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ଼ ନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। କାମ ଆରମ୍ଭରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?