ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ବିଜୟୀ
ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍ଭର-ଏ ଗ୍ରୁପ୍ର ୬ଟି ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ,…
ଆଜି ଧୋନୀ, ରୋହିତ ଲଢ଼େଇ
ମୁମ୍ବାଇ,୮ା୪(ପି.ଟି.): ଆଇପିଏଲ ଇତିହାସର ଦୁଇ ସଫଳତମ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରେ ଶନିବାର ହେବ ମ୍ୟାଚ୍। ରୋହିତଙ୍କ ଶାନ୍ତ ସ୍ବଭାବ ଓ ଧୋନୀଙ୍କ ବୁଦ୍ଧି ମଧ୍ୟରେ ଏକ ସନ୍ତୁଳିତ ଲଢେଇ ଫ୍ୟାନମାନଙ୍କୁ ଦେଖିବାକୁ ମିଳିବ। ଆର୍ସିବି…
ଫାରୀ, ହକେଟ ଆନାଲିଟିକାଲ କୋଚ୍
ନୂଆଦିଲ୍ଲୀ, ୮ା୪(ପି.ଟି.): ଭାରତୀୟ ମହିଳା ଓ ପୁରୁଷ ହକି ଦଳ ପାଇଁ ନୂଆ ସପୋର୍ଟ ଷ୍ଟାଫ୍ ନିଯୁକ୍ତ କରାଯାଇଛି। ଜଣାଶୁଣା ଅଷ୍ଟ୍ରେଲୀୟ କୋଚ୍ ଆନ୍ଥୋନୀ ଫାରୀ ଓ ଦକ୍ଷିଣ ଆଫ୍ରିକାର ରେହେଟ ହକେଟ ଯଥାକ୍ରମେ ମହିଳା ଓ ପୁରୁଷ ଦଳର ଆନାଲିଟିକାଲ…
ଓଡ଼ିଶା ସ୍ପୋଟର୍ସ ହଷ୍ଟେଲ ବିଜୟୀ
ଭୁବନେଶ୍ୱର,୮ା୪(କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ୨୧ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ (ଅନ୍ତିମ ପର୍ଯ୍ୟାୟ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ସ୍ପୋଟର୍ସ ହଷ୍ଟେଲ ୬-୦ ଗୋଲରେ ଏଚ୍ଆଇଏମ୍ ହକି ଏକାଡେମୀକୁ ପରାସ୍ତ କରିଛି। ସ୍ପୋଟର୍ସ ହଷ୍ଟେଲ ପକ୍ଷରୁ…
ବ୍ରିଟେନ୍ ରୟାଲ ଟ୍ରେଜେରିରେ ଭାରତୀୟ ରତ୍ନ ଅଳଙ୍କାର
ଲଣ୍ଡନ: ବ୍ରିଟିଶ୍ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ୍ ରତ୍ନ ପଥର, ଗହଣା ଇଂରେଜମାନେ ଜୋର ଜବରଦସ୍ତି ଓ ରାଜନୈତିକ ଜାଲ ବିଛାଇ ହାତେଇ ନେଇଥିଲେ। ତେବେ ଭାରତର କେଉଁ କେଉଁ ମୂଲ୍ୟବାନ୍ ରତ୍ନପଥର ଏବେ ବ୍ରିଟିଶ୍ ରାଜପରିବାର ସିନ୍ଦୁକରେ ଶୋଭା…
‘ଦେଶର ପ୍ରଥମ ଆତଙ୍କବାଦୀ ନାଥୁରାମ ଗଡସେ…’: ରାମନବମୀ ଶୋଭାଯାତ୍ରାରେ ଗଡସେଙ୍କ ଫଟୋକୁ ନେଇ କହିଲେ ଓଓ୍ବାଇସି
ନୂଆଦିଲ୍ଲୀ,୮।୪: ରାମ ନବମୀରେ ଗୋଟିଏ ପଟେ ବିହାର ଓ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ବେଳେ ହାଇଦ୍ରାବାଦରେ ରାମନବମୀ ଶୋଭାଯାତ୍ରାରେ ଲୋକେ ନାଥୁରାମ ଗଡସେଙ୍କ ଫଟୋ ଧରି ନାଚୁଥିବା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ଏବେ ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ…
ବିଭିନ୍ନ ସାହିରେ ଠାକୁରାଣୀଙ୍କ ଘଟ ପରିକ୍ରମା
ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ୪ର୍ଥ ଦିନ ଶୁକ୍ରବାର ମା’ ଠାକୁରାଣୀଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ଏଥିରେ ପାର୍ଶ୍ୱ ଘଟ ମଧ୍ୟ ରହିଥିଲେ। ରାତ୍ରି ପ୍ରାୟ ୯ଟା ପରେ ମା’ଙ୍କ ଘଟ ଅସ୍ଥାୟୀ…
ଭାରତ ଗସ୍ତରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୮।୪: ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ପାର୍କ ଜିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶନିବାର ଜିନ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ପାର୍କ ଜିନ ଗଣତନ୍ତ୍ରର ମଜବୁତ ପାଇଁ ମହାତ୍ମା ଗାନ୍ଧୀଙ୍କ…
ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା
ଆସିକା, ୮।୪ (ଡି.ଏନ୍.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର ପରିଚାଳନା ପରିଷଦର ୭ଜଣ ସଦସ୍ୟ ଭୁବନେଶ୍ୱରଠାରେ ସମବାୟ ବିଭାଗର ରେଜିଷ୍ଟ୍ରାର ଡ. ଉଦୟ ମାଝୀଙ୍କୁ…
ହାଇଓ୍ବା ଧକ୍କାରେ ଯୁବକ ମୃତ: ରାସ୍ତାରୋକୋ
ପାରାଦୀପ,୮।୪(ସ୍ବ.ପ୍ର.): ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ସବ୍ଷ୍ଟେଶନ ଛକର ଓଭରବ୍ରିଜ୍ ଗଡ଼ାଣିରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବିକରି ସ୍ଥାନୀୟ ଲୋକେ ସାରେ ପାରାଦୀପର ଅଠରବାଙ୍କୀ…
କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କଲେ ସୁଦାମ
ଆରଡ଼ି, ୮।୪ (ଡି.ଏନ୍.ଏ.): ସମାଜସେବା ହେଉଛି ଜୀବନର ବ୍ରତ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି। କେତେବେଳେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି।…
କମଲ ନାଥଙ୍କୁ ଆପତ୍ତିଜନକ ମନ୍ତବ୍ୟ: ଶିବରାଜ ସିଂଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭୋପାଳ,୮।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କଂଗ୍ରେସ କର୍ମୀମାନେ ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏପରିକି ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ…
Archives


