ମୋଦିଙ୍କ ଏହି ଯୋଜନାକୁ ପ୍ରଶଂସା କଲେ ରାହୁଲ ଗାନ୍ଧୀ
ଲଣ୍ଡନ,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ବିଜ୍ନେସ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଥିଲେ। ନିଜ ସମ୍ବୋଧନରେ ରାହୁଲ ଗାନ୍ଧୀ ଦେଶର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି…
ବିବାହ ସରିଥିଲା, ଭୋଜି ପୂର୍ବରୁ ଚାଲିଗଲା ବରଙ୍କ ଜୀବନ
ବାଲେଶ୍ୱର ଅଫିସ,୩ା୩: ବିବାହ ସରିଥିଲା। ଭୋଜି ପାଇଁ ଘରେ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ମାତ୍ର ତା’ ପୂର୍ବରୁ ଘଟିଛି ଅଘଟଣ। ବିବାହ ଭୋଜି ଦିନ ହିଁ ପୋଖରୀରେ ବୁଡ଼ି ବରଙ୍କ ଜୀବନ ଯାଇଛି। ଖନ୍ତାପଡ଼ା ଥାନା ଖଡୁପାହି ଗାଁର ଯୁବକ ଅଜୟ…
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ
ନୂଆଦିଲ୍ଲୀ,୩।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ ଘଟିଛି। ଶୁକ୍ରବାର ୯୧ ବର୍ଷ ବୟସରେ ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ସତ୍ୟବ୍ରତ ମୁଖାର୍ଜୀ…
କ୍ରେଗ ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ
ଭାରତ,୩।୩: ହକି ଇଣ୍ଡିଆ ଭାରତୀୟ ପୁରୁଷ ହକି ଦଳର ନୂତନ କୋଚଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ୪୮ ବର୍ଷୀୟ କ୍ରେଗ ଫୁଲଟନ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ହକି ଇଣ୍ଡିଆ ସୂଚନା ଦେଇଛି।…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭବାନୀପାଟଣା,୩ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କେବିକେ-୧ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭବାନୀପାଟଣାସ୍ଥିତ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଚଢ଼ାଉ…
କସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳି
ପଟାଙ୍ଗି,୩ା୩(ଡି.ଏନ୍.ଏ.): ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ପାଇଥିବା ବିଜ୍ଞାପନ ତଥା ଚିଠି ଅନୁସାରେ ରାଜ୍ୟର ଓଏଏସ୍ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକରୁ ବିଡିଓଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ପଞ୍ଚାୟତ ବିଭାଗର ଚିଠି ଅନୁଯାୟୀ, ରାଜ୍ୟର ବିଭିନ୍ନ ବ୍ଲକର ୨୨ଜଣ ବିଡିଓଙ୍କ କ୍ଷେତ୍ରରେ…
ମେଘାଳୟରେ ସରକାର ଗଠନ ପାଇଁ ଦାବି କଲେ ସାଙ୍ଗମା
ଶିଲଂ,୩।୩: ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନିର୍ବାାଚନରେ ଜିତିବାର ଗୋଟିଏ ଦିନ ପରେ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ସାଙ୍ଗମା କହିଛନ୍ତି, ଭାଜପା ଆମକୁ ଏହାର ଆନୁଷ୍ଠାନିକ…
ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ର ଫାଇନାଲରେ ଅଷ୍ଟ୍ରେଲିଆ: ଜାଣନ୍ତୁ ଭାରତ ପାଇଁ କ’ଣ ରହିଛି ସମୀକରଣ
ଇନ୍ଦୋର, ୩।୩: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ଇନ୍ଦୋର ଟେଷ୍ଟରେ ବିଜୟ ପରେ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମ୍ୟାଚରେ ପହଞ୍ଚିବାରେ ଏହା ପ୍ରଥମ…
ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା
ଭୁବନେଶ୍ୱର,୩।୩(ବ୍ୟୁରୋ): ରନ୍ଧନ ଗ୍ୟାସ୍ ଦରବୃଦ୍ଧିକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେଡି ମହିଳା କର୍ମୀ ରାଜଭବନ ସମ୍ମୁଖରେ ସିଲିଣ୍ଡର ରଖି, ଚୁଲି ଜାଳି ପ୍ରଦିବାଦ କରିଥିବା ଜଣାପଡିଛି। କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି…
ପଲିଥିନ ବ୍ୟବହାରରେ ଅଙ୍କୁଶ ନାହିଁ
ଅମରପାଲି,୩ା୩(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ପଲିଥିନ ନିଷିଦ୍ଧ ପ୍ରହସନ ପାଲଟିଛି। ୨୦୧୯ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର…
ଦେଶରେ ଆଜି ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୩।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…
ପ୍ରଥମଥର ପାଇଁ ୧୦୦ ଛାତ୍ରୀଛାତ୍ର ନାମ ଲେଖାଇବେ
ଭବାନୀପାଟଣା,୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହା ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଗତ ଫେବୃୟାରୀ ୧୪ରେ ଏନଏମସିଟିର ୩ ଜଣିଆ ଟିମ ମେଡିକାଲ…
Archives


