ଭଞ୍ଜନଗରରୁ ପୁରୀ ଗଲା ଢଉରା କାଠ
ଭଞ୍ଜନଗର,୧୧ା୪(ଡି.ଏନ.ଏ.): ପ୍ରଥମ ଥର ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଜଙ୍ଗଲରୁ ୪୦ ଫୁଟ ଲମ୍ବର ୨୦ ଖଣ୍ଡ ଢଉରା କାଠ ପୁରୀ ରଥଯାତ୍ରା ପାଇଁ ପଠାଯାଇଛି। ଆଉ କିଛି ଦିନ ପରେ କେନ୍ଦ୍ରୀୟ ବନାଞ୍ଚଳ ପୁରୁଣାପାଣିରୁ…
ବଡମାଧପୁରରେ ପଞ୍ଚୁଦଣ୍ଡ ମହାମିଳନ
ଛତ୍ରପୁର,୧୧ା୪(ଡି.ଏନ୍.ଏ.): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇ ଆସୁଅଛି। ଏଥିରେ ବେଲଗୁଣ୍ଠା, କବିସୂର୍ଯ୍ୟନଗର(ପରିଡା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି) ଆଦି…
ଏମ୍ପି ପଦ ଯିବା ପରେ ୱାୟନାଡ ଯିବେ ରାହୁଲ ଗାନ୍ଧୀ, ଜନସଭାକୁ କରିବେ ସମ୍ବୋଧିତ
ନୂଆଦିଲ୍ଲୀ,୧୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କେରଳର ୱାୟନାଡ ଗସ୍ତ କରିବେ। ଯେଉଁଠାରୁ ସେ ୨୦୧୯ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ…
ଆରମ୍ଭ ହେଲା ମା’ ଅଳେଁଇଙ୍କ ଦଣ୍ଡଯାତ୍ରା
ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡ଼ା ପଞ୍ଚାୟତ ଉଇଲ୍କିଶନ ନଗରର ଆରାଧ୍ୟା ଦେବୀ ମା’ ଅଳେଁଇଙ୍କ ପ୍ରସିଦ୍ଧ ଦଣ୍ଡଯାତ୍ରା ତଥା ଝାମୁଯାତ୍ରା ସୋମବାର ଠାରୁ ପାରମ୍ପରିକ ବିଧିବିଧାନପୂର୍ବକ ଆରମ୍ଭ ହୋଇଛି। କାହିଁ ଅନାଦି କାଳରୁ ଅଳେଁଇ ଠାକୁରାଣୀ ଏଠାରେ ବିଜେ କରିଛନ୍ତି।…
ପୂର୍ବ ଶତ୍ରୁତାରୁ କାଠଫାଳିଆରେ ପିଟି ମାରିଦେଲେ
ନିରାକାରପୁର,୧୦ା୪(ଡି.ଏନ୍.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନୂଆଗଡ଼ ପଞ୍ଚାୟତ ହରିପୁର ମାଝିସାହିର କୃଷ୍ଣଚନ୍ଦ୍ର ମାଝି ଓରଫ କୁଶିଆ(୪୫)। ଏନେଇ ମୃତକଙ୍କ…
ଏଏସ୍ଆଇଙ୍କୁ ୩ ବର୍ଷ ଜେଲଦଣ୍ଡ, ବହିଷ୍କୃତ ହେବେ
ଭୁବନେଶ୍ୱର,୧୧।୪ (ବ୍ୟୁରୋ): ଏକ ଲାଞ୍ଚ କାରବାର ମାମଲାର ରାୟ ଦୀର୍ଘ ୯ ବର୍ଷ ପରେ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ଖୋର୍ଦ୍ଧା ଜିଲା ଟାଉନ ଥାନାର ପୂର୍ବତନ ଏଏସ୍ଆଇ ଲକ୍ଷ୍ମୀଧର ପଣ୍ଡାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି।…
ଜାତୀୟ ଦଳର ମାନ୍ୟତା ପାଇବା ପରେ ଆଜି ଉତ୍ସବ ମନାଇବ ଏଏପି
ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଯୋଗ ଦେବା ସହ ମଧ୍ୟାହ୍ନ ୧୨ଟା ସମୟରେ ଦଳୀୟ…
ଆଜି ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ
ପୁରୀ ଅଫିସ, ୧୧ା୪: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ତଥା ସୁରୁଖୁରୁରେ ସମ୍ପନ୍ନ କରିବା…
ଶୂନ୍ୟ ମୃତ୍ୟୁ ସପ୍ତାହରେ ୪ ଜୀବନ ଗଲା
ବାରିପଦା ଅଫିସ,୧୧।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପରିବହନ ଓ ପୋଲିସ ପ୍ରଶାସନ ଫେଲ ମାରିଛି। ସପ୍ତାହକ ମଧ୍ୟରେ ଜିଲାର ୧୪ଟି ବ୍ଳକ ଅଞ୍ଚଳରେ ୪ଜଣଙ୍କ ସଡ଼କ ଦୁର୍ଘଟଣାରେ…
ଥଇଥାନ ଦାବି କଲେ ବାସହରା ଲୋଧା ସମ୍ପ୍ରଦାୟ ଲୋକେ
ଉଦଳା,୧୧।୪(ଡି.ଏନ.ଏ.): ବନ ବିଭାଗ ପକ୍ଷରୁ ଗତ ୩ତାରିଖରେ ଉଦଳା ଥାନା ଅନ୍ତର୍ଗତ ପାଟଶାଣୀପୁର ପଞ୍ଚାୟତର ଅମ୍ବିକାଦେଇପୁର ଗ୍ରାମ ଜାମପାଣିରେ ଥିବା ଲୋଧା ସମ୍ପ୍ରଦାୟର ୨୮ ଘର ଉଚ୍ଛେଦ କରାଯାଇଥିଲା। ଏହାର ପ୍ରତିବାଦରେ ସୋମବାର ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ, ଯୁବତୀ…
ଶ୍ରେଣୀଗୃହରେ ମଦ ବୋତଲ, ଗଛମୂଳେ ପଢ଼ିଲେ ପିଲା
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ଅସୁରକ୍ଷିତ ହୋଇପଡୁଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଓ ସ୍ଥିତିକୁ ଦେଖିଲେ ଶିକ୍ଷାନଗରୀର ଶିକ୍ଷାନୁଷ୍ଠାନ କେତେ ସୁରକ୍ଷିତ ତାହା…
ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା
ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ରାମ ନବମୀ ହିଂସାକାଣ୍ଡ ପରେ ଏହା ଅମିତ ଶାହା ପ୍ରଥମ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ…
Archives


