Home Left

ଆସାମ ଜେଲକୁ ଗଲେ ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ

ଚଣ୍ଡିଗଡ,୧୧।୪: ଫେରାର ଖାଲିସ୍ତାନୀ ନେତା ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତଙ୍କୁ ମଙ୍ଗଳବାର ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି। ଅମ୍ରିତପାଲଙ୍କ ଅନ୍ୟ ସହଯୋଗୀମାନେ ମଧ୍ୟ ଆସାମର ଏହି ଜେଲରେ ରହିଛନ୍ତି। ପପଲପ୍ରୀତ ସିଂଙ୍କୁ ସୋମବାର ପଞ୍ଜାବ ଅମୃତସର କାଠୁନାଙ୍ଗାଲ ଅଞ୍ଚଳରୁ ଗିରଫ କରାଯାଇଛି।…

ଏମ୍‌ସିଏଲ୍‌ କୋଇଲା ଖଣିରେ ଦୁର୍ଘଟଣା: ୨ମୃତ, ୪ଗୁରୁତର

ସୁନ୍ଦରଗଡ଼/ହେମଗିରି,୧୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ମହାନଦୀ କୋଇଲା ଖଣି ଲିମିଟେଡ଼(ଏମସିଏଲ)ର ଗର୍ଜନବାହାଲ କୋଇଲା ଖଣିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଖଣି ଭିତରେ…

ସଚିନ ପାଇଲଟଙ୍କ ଅନଶନ ମଧ୍ୟରେ ରାଜ୍ୟକୁ ୧ ନମ୍ବର କରିବାକୁ ସ୍ବପ୍ନ ଦେଖୁଛନ୍ତି ଗେହଲୋଟ

ଜୟପୁର,୧୧।୪: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ତେବେ ସଚିନ ପାଇଲଟଙ୍କ ଏହି ପଦକ୍ଷେପ ରାଜସ୍ଥାନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି। କାରଣ ପ୍ରାୟ ୮ମାସ ପରେ ରାଜ୍ୟରେ…

ଝିଅ ସବୁକିଛି କରି ପାରିବ: ରାଜ୍ୟପାଳ

ପାଇକମାଳ,୧୧।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ।…

ଭାଜପା ନେତାଙ୍କୁ ଭୁଜାଲିରେ ଆକ୍ରମଣ

ବାଲେଶ୍ବର ଅଫିସ ୧୧।୪: ବାଲେଶ୍ବର ଜିଲା ସୋର ଭାଜପାର ନଗରଉପସଭାପତିଙ୍କୁ ମଙ୍ଗଳବାର ଭୁଜାଲିରେ ଆକ୍ରମଣ କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାଜପା ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ବାମୀ…

ଆମେରିକା ରାଷ୍ଟ୍ରପତିଙ୍କ ଆୟାରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଉପୁଜିଲା ହିଂସା

ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ ବୋମା ଓ ଅନ୍ୟ ଜିନିଷ ସହ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି।…

ହାଇୱା ଧକ୍କାରେ ମହିଳା ମୃତ, ଗ୍ରାମରେ ଉତ୍ତେଜନା

ବାଣପୁର,୧୧।୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏକ ମର୍ମନ୍ତୁଦ ଦୁଘଟଣା ଘଟିଛି। ହାଇୱା ଧକ୍କାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାର ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ…

ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ

ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଓ ପଶ୍ଚିମବଙ୍ଗର ୩ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ ମଧ୍ୟରେ…

ଅସ୍ତବ୍ୟସ୍ତ ହେଲା ଅନୁଗୋଳ

ଅନୁଗୋଳ ଅଫିସ, ୧୧ା୪: ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବ ହ୍ରାସ ପାଇଥିବାରୁ ତାତି ହଠାତ୍‌ ବଢ଼ିଯାଇଛି। ସୋମବାର ଅନୁଗୋଳର ତାପମାତ୍ରା ୩୯.୭ ଡିଗ୍ରୀ ଛୁଇଁଛି। ଏହା ଜିଲାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ କରାଯାଇଛି। ଫଳରେ କିଛିଦିନ ହେଲା…

ହାତରେ ସିଗାରେଟ୍‌ ଧରି ଗାଇଲେ ଜାତୀୟ ସଙ୍ଗୀତ: ଭାଜପା ନେତା କହିଲେ, ତୁରନ୍ତ ଗିରଫ କରାଯାଉ…

ନୂଆଦିଲ୍ଲୀ,୧୧।୪: ସୋସିଆଲ ମିଡିଆରେ ନୂଆ ନୂଆ ଭିଡ଼ିଓ କରି ଶେୟାର କରିବା ପାଇଁ କିଶୋରଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଲାଇକ୍‌, କମେଣ୍ଟ ଦୌଡରେ ଲୋକମାନେ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଭୁଲିଯାଉଛନ୍ତି। ଦେଶର ନୀତି…

ଖାତାଦେଖାକୁ ବିଦ୍ୟୁତ୍‌ ବିଭ୍ରାଟ ଅଡୁଆ

ଢେଙ୍କାନାଳ ଅଫିସ, ୧୧।୪: ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଏଭଳି ଲାଗି ରହିଲେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ସରିବ ନାହିଁ ବୋଲି ଆଶଙ୍କା…

ହାଇକମାଣ୍ଡଙ୍କ ଚେତାବନି ପରେ ବି ଉଡାଣ ଭରିଲେ ’ପାଇଲଟ’, ନିଜ ସରକାରଙ୍କ ବିରୋଧରେ ବସିଲେ ଅନଶନରେ

ଜୟପୁର,୧୧।୪: ରାଜସ୍ଥାନ କଂଗ୍ରେସର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri