ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ମୁମ୍ବାଇ…
କଂଗ୍ରେସକୁ ଟାର୍ଗେଟ କଲେ ଶାହା, କହିଲେ ଏମିତି ରହିଲେ ସାରା ଦେଶରୁ ଲୋପ ହୋଇଯିବ ଦଳ
ଦିବ୍ରୁଗଡ଼,୧୧।୪: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଆସାମର ଦିବ୍ରୁଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଛନ୍ତି। ଏହି ସମୟରେ ଯେ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି…
ନଡ୍ଡାଙ୍କୁ ଚିଠି ଲେଖି ନିର୍ବାଚନ ଲଢିବାକୁ ମନା କଲେ ଭାଜପା ନେତା ଈଶ୍ୱରପ୍ପା
ବେଙ୍ଗାଲୁରୁ,୧୧।୪: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେନି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କେ.ଏସ୍ ଇଶ୍ୱରପ୍ପା। ଏନେଇ ମଙ୍ଗଳବାର ଈଶ୍ୱରପ୍ପା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି। ଈଶ୍ୱରପ୍ପା ଚିଠିରେ ଲେଖିଛନ୍ତି ଯେ, ମୁଁ କର୍ନାଟକ…
୩ ଦିନ ଗ୍ରୀଷ୍ମ ପ୍ରବାହ ପାଇଁ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଦିନ ବେଳା ବାହାରକୁ ଆସିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ୩ ଦିନ ପାଇଁ ହିଟ ୱେଭ ଓ୍ବାର୍ନିଂ ଜାରି କରିଛି। ପାଣିପାଗ ବିଭାଗ…
ଗୁଜରାଟର ସାବରମତି ଜେଲରୁ ଉତ୍ତର ପ୍ରଦେଶ ବାହାରିଲେ ଅତିକ, କହିଲେ ଏମାନଙ୍କ ନିୟମ ଠିକ ନୁହେଁ
ଗାନ୍ଧିନଗର,୧୧।୪: ଉମେଶ ପାଲ ହତ୍ୟାକାଣ୍ଡ ପରେ ମାଫିଆ ଅତିକ ଅହମଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାରେ ଲାଗିଛି। ଏବେ ତାଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ନିଆଯାଉଛି। ପୋଲିସ ଅତିକଙ୍କୁ ନେଇ ଉତ୍ତର ପ୍ରଦେଶ ବାହାରି ଯାଇଛି। ଅତିକ ଅହମଦଙ୍କୁ ଆଣିବାକୁ…
୧୪ ଦିନ ହେଲା ବନ୍ଦ ରହିଛି ଜମି ରେଜିଷ୍ଟ୍ରେଶନ
ରାୟଗଡ଼ା,୧୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ୧୪ ଦିନ ହେଲା ଜମି ରେଜିଷ୍ଟ୍ରେଶନ ବନ୍ଦ ରହିଛି ।ରାୟଗଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ଲାଗି ଜମି ଅଧିଗ୍ରହଣ ଚାଲିଛି। ଏଭଳି ସ୍ଥିତିରେ ବଜାର ଦର ବଢ଼ାଇବା ପାଇଁ ଜମି କିଣାବିକା କରାଯାଉ…
୧୩ରେ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରାୟ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ…
ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ
ବୋରିଗୁମ୍ମା, ୧୧।୪ (ଡି.ଏନ୍.ଏ.): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିନେବା ଅଭିଯୋଗରେ କୋରାପୁଟ ଜିଲା ବିସିଂହପୁର ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ରତ୍ନଗିରି ଗ୍ରାମର ସୁବ୍ରତ ତୁଷାର…
ବଜ୍ରପାତରେ ୫ ବର୍ଷରେ ୫୬ ମୃତ
ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବଜ୍ରପାତରୁ…
ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅବହେଳିତ
ସମ୍ବଲପୁର,୧୧ା୪(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ହେଲେ ସମ୍ବଲପୁର ଗଙ୍ଗାଧର ମେହେର ଛକରେ ଥିବା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇପଡିଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଯେଉଁ କେତେଜଣ…
ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ
ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ନାମରେ ରହିଛି। ବିଭିନ୍ନ ମନ୍ଦିରର ସେବାୟତଙ୍କ ନାମରେ ମଧ୍ୟ ଶତାଧିକ ଏକର…
ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ ୪ ନିୟୁତ ଟନ୍ ଅତିକ୍ରମ କଲା
ରାଉରକେଲା ଅଫିସ,୧୧।୪: ଆର୍ଏସ୍ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ରେଖା…
Archives


