୩୬ ଡିଗ୍ରୀ ଟପିଲା କେନ୍ଦୁଝର ତାପମାତ୍ରା
କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ତାପମାତ୍ର ୩୬ ଡିଗ୍ରୀ ଟପିଛି। ସକାଳେ ୧୧ ଟାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୨.୩୦ ରେ ଏହା ବୃଦ୍ଧି ପାଇ ୩୬.୮ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚତ୍ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା…
ଟ୍ରକ୍ ଟର୍ମିନାଲ ଘୋଷଣାରେ ସୀମିତ
ପାରାଦୀପ,୧୧। ୪(ସ୍ବ.ପ୍ର.): ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳର ରାଜପଥରେ ଭାରିଯାନ ପାର୍କିଂ କରିବା ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟା ଏଡ଼ାଇବା ପାଇଁ ୨୦୧୫ରୁ ରାଜ୍ୟ ପ୍ରଶାସନ, ପାରାଦୀପ ବନ୍ଦର ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ସମୟରେ ଟ୍ରକ୍…
ତ୍ୱଚାର ଘରୋଇ ଯତ୍ନ
ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ଚାହୁଁଥିଲେ ଆପଣଙ୍କ ଘରେ ଦୈନନ୍ଦିନ ବ୍ୟବହୃତ କେତେକ ସାମଗ୍ରୀରେ ହିଁ ଲୁଚି ରହିଛି ଏହାର ରହସ୍ୟ। ଜାଣିରଖନ୍ତୁ ଘରୋଇ ଉପାୟରେ କିପରି ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ … ସନ୍ ଟ୍ୟାନ୍ ହେବା ଏବଂ କଳା…
ମେକ୍ସିକାନ୍ ଫ୍ରାଏଡ୍ ରାଇସ୍
ଆବଶ୍ୟକ ସାମଗ୍ରୀ: ୨କପ୍ ଭାତ, ୧/୪ କପ୍ ଛୋଟ ଛୋଟ କଟାହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟାଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍, କଟା ଟମାଟୋ ୧/୨ କପ୍, ସିଝା ମକା ,…
କର୍ମଜୀବୀଙ୍କ ପାଇଁ…
ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ପରିବାରର ସହ ଜବ୍ ଉଭୟ ଦାୟୀତ୍ୱ ଠିକ୍ ଭାବେ ତୁଲାଇ ସମସ୍ତଙ୍କ ମନ ଜିଣିବାକୁ ହେଲେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ… ମ୍ୟାନେଜମେଣ୍ଟ ଠିକ୍ ଭାବେ କରିବା କର୍ମଜୀବୀ ମହିଳାଙ୍କ ପାଇଁ ସବୁଠୁ ବଡ…
ବିପର୍ଯ୍ୟସ୍ତ କଲଭର୍ଟ କାର୍ଯ୍ୟ କରିବାକୁ ଦାବି
ନାଉଗାଁ,୧୧ା୪(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢ଼ିହ-ତେଲସରା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାଟି ୧୨ କି.ମି. ଦୈର୍ଘ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହାର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ଦେଇ ଚାଷ ଜମିରୁ…
କେମିତି ହେବେ ମୋଟା
ସୁନ୍ଦର ଏବଂ ସ୍ଲିମ୍ ଫିଗର କାହାକୁ ବା ଭଲ ନ ଲାଗେ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ବି ସୁନ୍ଦରତା କମାଇଦିଏ। ଏ କ୍ଷେତ୍ରରେ ଅନେକେ ଓଜନ ବୃଦ୍ଧି କରି ସାଉଣ୍ଡ ଫିଗର ପାଇବା ଲାଗି ବିଭିନ୍ନ ଖାଦ୍ୟଠାରୁ…
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି ଭାଇ…
ପିଲାଙ୍କ ସମର କ୍ୟାମ୍ପ
ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା…
ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି
ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍ ପାଖ ବନ୍ଦର କ୍ୱାର୍ଟର୍ସରେ ଏହି ଥାନା ଏବେ ଚାଲିଛି। କିନ୍ତୁ ଏହି ଥାନା ପାଇଁ ସ୍ବତନ୍ତ୍ର ଗୃହ ତିଆରି…
ପ୍ରୀତିଶା, ଆୟୁଷ୍ମାନ୍ ଚାମ୍ପିୟନ
ଭୁବନେଶ୍ୱର,୧୧।୪(କ୍ରୀଡ଼ା ପ୍ରତିନିଧି): କୋରାପୁଟର ସର୍ବୋଦୟ କମ୍ପ୍ଲେକ୍ସରେ ୧୭ ବର୍ଷରୁ କମ୍ (ବାଳିକା ଓ ବାଳକ)ରାଜ୍ୟସ୍ତରୀୟ ଚେସ୍ ଚାମ୍ପିୟନ୍ଶିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୩୩ ବାଳିକା ଓ ୫୨ ବାଳକ ଅଂଶଗ୍ରହଣ କରିଥିଲେ। ବାଳିକା ବର୍ଗରେ ପ୍ରୀତିଶା…
ପ୍ରବଳ ଗ୍ରୀଷ୍ମ, ଏଯାଏ ଜଳଛତ୍ର ଖୋଲିଲାନି
ଜଗତ୍ସିଂହପୁର ଅଫିସ, ୧୧ା୩: ଏବେଠୁ ଅସହ୍ୟ ଗ୍ରୀଷ୍ମ। ଏ ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ବୁଲା ପ୍ରାଣୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଅସ୍ତବ୍ୟସ୍ତ ହେବାକୁ ଲାଗିଲେଣି। ବିଶେଷକରି ଜଗତ୍ସିଂହପୁର ସହରରେ ଏକାଧିକ ଜଳାଶୟ ଶୁଖିବା ସାଙ୍ଗକୁ ସହରରେ ପାନୀୟ ଜଳ ସୁବିଧା କରାଯାଇ ନ…
Archives


