ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ
ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ବାୟଜୁ ରବିନ୍ଦ୍ରନ ନେତୃତ୍ବାଧୀନ ଏହି କମ୍ପାନୀର ସବୁଠାରୁ…
ଚିତ୍ରକୋଣ୍ଡା ବନଞ୍ଚାଳ ଦାରା ବଜ୍ରକାପ୍ତା ଉଦ୍ଧାର
ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା) ମାଲକାନଗିରି ଜିଲା ବନଖଣ୍ଡ ଅଧିନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବଜ୍ରକାପ୍ତା ଉଦ୍ଧାର କରାଯାଇଛି l ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଏବଂ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ସୋମବାର ବିଳମ୍ବିତ…
ଅଭିନେତାଙ୍କୁ ‘ଅଭିଶପ୍ତ’ କହୁଥିଲେ ଲୋକେ, କାରଣ ଥିଲା କିଛି ଏଭଳି
ବମ୍ବେ: ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କ ହାତରେ ଥିଲା ବଲିଉଡର ନାମୀଦାମୀ ନିର୍ଦ୍ଦେଶକଙ୍କ ଫିଲ୍ମ। ହେଲେ ସେ ହଁ କହିବା ମାତ୍ରେ ବନ୍ଦ ହୋଇଯାଉଥିଲା। ଏଥିପାଇଁ ତାଙ୍କୁ ‘ଅଭିଶପ୍ତ’ ନାମ ମଧ୍ୟ ଦିଆଯାଇଥିଲା। ଆମେ କହୁଛୁ ଅଭିନେତା ଯୁଗଳ ହଂସରାଜଙ୍କ…
ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ
ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ…
ପାଞ୍ଚ ବର୍ଷ ପରେ ନଜର ଆସିଲେ ‘ଦୟାବେନ୍’, ପ୍ରଶଂସକ କହୁଛନ୍ତି ଚିହ୍ନି ହେଉନି
ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଟେଲି ପରଦାରୁ ଗାଏବ ହୋଇଯାଇଛନ୍ତି ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଫେମ୍ ଦୟା ବେନ୍ ଓରଫ ଦିଶା ବକାନୀ। ୨୦୧୭ ସେପ୍ଟେମ୍ବରରେ ସେ ପିଲା ହେବା ଲାଗି ଛୁଟିରେ ରହିଥିଲେ। ସେବେଠାରୁ ସେ…
ସାପ କାମୁଡାରେ ୨ ଭାଇ ମୃତ
ଦେବଗଡ଼,୨୫।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡରେ ସାପ କାମୁଡାରେ ୨ ଭାଇଙ୍କର ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମଙ୍ଗଳବାର ସକାଳେ ଦେବଗଡ ପୌରାଞ୍ଚଳର ୱାର୍ଡ ନମ୍ବର-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…
ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ କଲେ ବିବାହ, ବଦଳାଇଲେ ନାଁ
ନୂଆଦିଲ୍ଲୀ,୨୫।୭: ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ରାଜସ୍ଥାନ ଅଲଓ୍ବରର ମହିଳା ଅଞ୍ଜୁ ଦିରବାଲାର ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନୂତନ ଇସଲାମ ନାମ ଫତିମା ରଖିଛନ୍ତି। ଅଞ୍ଜୁ ଏବଂ ନସରୁଲ୍ଲା ବିବାହ ଜିଲା ଡିୟର ଉପର କୋର୍ଟରେ…
ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ
କେନ୍ଦ୍ରପଡା,୨୫।୭(ଜଗନ୍ନାଥ ଧଳ): ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହଁାନ୍ତି । ଗୁଣିଗାରେଡି ସଂନ୍ଦେହରେ…
ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଟିପ୍ସ ଦେଲେ କୋହଲି, ଜାଡେଜା
ଡୋମିନିକା,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ତେବେ ଭାରତୀୟ ଦଳ ସିରିଜ ୧-୦ରେ ଜିତିବାରେ ସଫଳ ହୋଇଛି। ବାସ୍ତବରେ, ପୋର୍ଟ ଅଫ ସ୍ପେନ ଟେଷ୍ଟର ପଞ୍ଚମ ଦିନ ମ୍ୟାଚ ବର୍ଷା ଯୋଗୁ ଧୋଇଗଲା।…
ଟ୍ରକ୍ ପଛରେ ପିଟିହେଲା ସ୍କୁଟି: ଚାଲିଗଲା ଚାଳକଙ୍କ ଜୀବନ
ନାଚୁଣୀ, ୨୫।୭(ଦିଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଛନ୍ତି।…
ବିଦ୍ୟୁତ୍ କରେଣ୍ଟ ଲାଗି ଚାଲିଗଲା ଯୁବକଙ୍କ ଜୀବନ
ରାଇରଙ୍ଗପୁର,୨୫।୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା ସୁଲେଇପାଟ ଫାଣ୍ଡି ଅଧୀନ ବଣକାଟି ଗ୍ରାମରେ ଏକ ଅଘଟଣ ଘଟିଛି। ପାଣି ପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜହରଲାଲ ମହାନ୍ତଙ୍କ ପୁତ୍ର…
ଏସିଆ କପ୍ରେ ଏହି ୧୫ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିପାରେ ସ୍ଥାନ
ନୂଆଦିଲ୍ଲୀ,୨୫।୭: ଏସୀୟ କ୍ରିକେଟର ମହାକୁମ୍ଭ ଅର୍ଥାତ୍ ୨୦୨୩ ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ୨୦୨୩ଏସିଆ କପ୍ର…

