ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଗଲା
ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ଜଣକ ହେଲେ ଉକ୍ତ ଥାନା ପାଡ଼ନକେତା ଗ୍ରାମର…
ଦୀପାବଳିକୁ ଅପେକ୍ଷା
ସଲମାନ୍ ଖାଁ ଚଳିତ ବର୍ଷ ଦୀପାବଳିକୁ ଅପେକ୍ଷା କରିଛନ୍ତି। କାହିଁକି ଜାଣନ୍ତି ? ଏବର୍ଷ ଦୀପାବଳିରେ ତାଙ୍କ ଅଭିନୀତ ତଥା ଚର୍ଚ୍ଚିତ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି। ଆକ୍ସନଭିତ୍ତିକ ଏହି ସିନେମାର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା। ଖାସ୍ କଥା…
ଆଶା ରଖିଛନ୍ତି ଦୀପିକା
ଦୀପିକା ପାଦୁକୋନ୍ଙ୍କ ଇଛା ପୁଣିଥରେ ସେ କେମିତି ବଲିଉଡ୍ର ବାଦ୍ଶାହ ଶାହରୁଖଙ୍କ ସହ ଅଭିନୟ କରିବେ। ଏହାପୂର୍ବରୁ ସେ ତାଙ୍କ ସହ କେତୋଟି ସିନେମାରେ ପରଦା ଉପରକୁ ଆସିସାରିଛନ୍ତି। ଏବେ ପୁଣି ଆଉ ଥରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ…
ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି
ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯…
ଜିଲା ଚିକିତ୍ସାଳୟ ମୁଖ୍ୟ ଫାଟକ ବନ୍ଦ
ଅନୁଗୋଳ ଅଫିସ, ୧୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଶନିବାର ବନ୍ଦ କରାଯାଇଛି। ଡ୍ରେନ୍ କାର୍ଯ୍ୟ ପାଇଁ କିଛିଦିନ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ମେଡିକାଲକୁ ଆସୁଥିବା ରୋଗୀ…
ସେବା ଓ ସର୍ଜନାର ଦୀପ୍ତି : କମଳା ଶତପଥୀ
ଜୀବନ ସଂଘର୍ଷ ଓ ଗତିଶୀଳତାର ଅନ୍ୟ ନାମ । ଆସ୍ପର୍ଦ୍ଧା ଓ ସ୍ବାଭିମାନ ଜୀବନକୁ ଗରିମା ମଣ୍ଡିତ କରେ । ମଣିଷ ଅସରନ୍ତି ସାମର୍ଥ୍ୟର ଉତ୍ସ । ଖାଲି ତାହା ଆବିଷ୍କାର କରି ଜାଣିଲେ ହେଲା । ଏ କଥା ନିଜ…
ସୁଖ ସମୃଦ୍ଧି ପାଇଁ ବାସ୍ତୁ
ପରିବାରରେ ଶାନ୍ତି, ସୁଖ ସମୃଦ୍ଧି ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ଆମେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥାଉ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ସରଳ ଟିପ୍ସ ସମ୍ପର୍କରେ କୁହାଯାଇଛି; ଯାହାକୁ ଆପଣେଇ ଘରର ସୁଖଶାନ୍ତିକୁ ବୃଦ୍ଧି କରିହେବ… *…
କଡା ସୁରକ୍ଷା ମଧ୍ୟରେ ହେବ ଡନ ବ୍ରଦର୍ସଙ୍କ ପୋଷ୍ଟ ମର୍ଟମ
ଲକ୍ଷ୍ନୌ,୧୬।୪: ଉମେଶ ପାଲ ହତ୍ୟା କାଣ୍ଡରେ ପୋଲିସ କଷ୍ଟଡି ରିମାଣ୍ଡରେ ଥିବା ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ କାଲଓ୍ବିନ ହସ୍ପିଟାଲ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ…
ଆଖୁ ରସ କେତେ ଉପକାରୀ
ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ତଣ୍ଟି ଶୁଖିଗଲେ, ସେଥିରୁ ରକ୍ଷା ପାଇବା ପାଇଁ ଅନେକେ ବଜାରରେ ମିଳୁଥିବା କୋଲ୍ଡ ଡ୍ରିଙ୍କ୍ସ ପିଇଥାନ୍ତି। କିନ୍ତୁ ଏହା ପାଟିକୁ ସ୍ବାଦ ଲାଗୁଥିଲେ ହେଁ ଶରୀର ପାଇଁ ଆଦୌ ଉପକାରୀ ହୋଇ ନଥାଏ। ତେଣୁ ଏଭଳି…
ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା
ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ ଉଲ୍ଲଘଂନ କରି ନାବାଳକଙ୍କୁ ଡମ୍ପର ଡ୍ରାଇଭର ଓ ହେଲପର ଭାବେ ନିୟୋଜିତ କରିଥିବା ଓ…
ଲେଡ଼ି ବାଇକର୍ସ
ରୟାଲ ଏନ୍ଫିଲ୍ଡ, କେଟିଏମ୍, କାଓ୍ବାସାକି ପରି ବାଇକ୍କୁ ଭ୍ରୁମ୍.. ଭ୍ରୁମ୍.. କରି ଯେବେ ଏମାନେ ରାସ୍ତାରେ ଚାଲିଯାଆନ୍ତି ଲୋକେ ଘଡ଼ିଏ ବୁଲି ବୁଲି ଚାହାନ୍ତି। କାରଣ ଏସବୁ ବାଇକ୍ ଉପରେ ଦିନେ ଥିଲା ପୁରୁଷଙ୍କର ଏକଚାଟିଆ ରାଜତ୍ୱ। ହେଲେ ଏବେ ଲେଡି…
ଝାମୁଯାତ୍ରା ମେଳାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି
ମହାକାଳପଡ଼ା,୧୬।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠରେ ଝାମୁ ଯାତ୍ରା ମେଳା ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି। ଏହି ମେଳା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଦୋକାନ ଖୋଲିଛି ା ଯାତ୍ର ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼…
Archives


