ବିନା କପଡ଼ାରେ ଦମ୍ପତିଙ୍କ ଦେଶ ଭ୍ରମଣ
ଲଣ୍ଡନ: ନିଜ ଲଜ୍ଜା ଲୁଚାଇବା ପାଇଁ ଆମେ ଶରୀରରେ ପୋଷାକ ପରିଧାନ କରିଥାଉ। ନିକଟରେ ଏକ ଦମ୍ପତି ଶରୀରରୁ ସମ୍ପୂର୍ଣ୍ଣ ପୋଷାକ କାଢି ଭ୍ରମଣ କରୁଥିବା ସେମାନେ କହିଛନ୍ତି। ବ୍ରିଟେନର ଏହି ଦମ୍ପତି ମାଇକେଲ ଏବଂ ଫିଓନାଙ୍କୁ ଏବେ ପାଖାପାଖି ୫୦…
ଆଜି ବ୍ୟାସନଗର ବନ୍ଦ
ଯାଜପୁର ରୋଡ,୧୯।୪(ଡି.ଏନ.ଏ.): ମାଟି ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବ୍ୟାସନଗର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଥିବା ମିଳିତ କ୍ରିୟାନୁଷ୍ଠାନ କମିଟିକୁ ସହରବାସୀଙ୍କ ସ୍ବତଃପ୍ରବୃତ ସମର୍ଥନ ରହିଥିବାବେଳେ କୌଣସି ଜନପ୍ରତିନିଧି ମୁହଁ ଖୋଲୁ ନାହାନ୍ତି। ଇତିମଧ୍ୟରେ ୫ ଦଫା…
ପ୍ରଶ୍ରୟ ଦେଉଛି ପ୍ରଶାସନ
ବଇଣ୍ଡା,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି। ବ୍ଲକ ପ୍ରଶାସନ ସବୁବେଳେ ସମିତିସଭ୍ୟମାନଙ୍କୁ ଅଣଦେଖା କରି କୁଜି ନେତାଙ୍କ ଜରିଆରେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ କେତେଜଣ…
ଇଡ୍କୋର ଜମି ଅଧିଗ୍ରହଣକୁ ଚାଷୀଙ୍କ ବିରୋଧ
କୁଜଙ୍ଗ,୧୯।୪(ଡି.ଏନ.ଏ.): ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ, ଇଡ୍କୋ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନେବାରୁ ଚାଷୀମାନେ ବିରୋଧ କରିଛନ୍ତି। ଏଥିଯୋଗୁ ଜମି ଅଧିଗ୍ରହଣ କରି ନ ପାରି ଅଧିକାରୀମାନେ ଫେରି ଯାଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଏକତ୍ରିତ ହୋଇ ପ୍ରତିବାଦ…
୬୦ ଗାଡ଼ି ଯାଞ୍ଚ, ୩ ଲକ୍ଷ ଜରିମାନା
ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରରେ ସ୍କୁଲ ବସ୍ ଧକ୍କାରେ ସୋମବାର ପୌରପାଳିକାର ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଏପରି ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରିଛି ପ୍ରଶାସନ। ମଙ୍ଗଳବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଟାଉନ ଥାନା…
ଢେଙ୍କାନାଳରେ ପାରଦ ୪୧ ଟପିଲା
ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ସକାଳୁ ଟାଣ ଖରା ସାଙ୍ଗକୁ ମଧ୍ୟାହ୍ନରେ ତତଲା ପବନ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିସହ ଘନ ଘନ ବିଦ୍ୟୁତ୍ କାଟ୍ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…
ଜବରଦଖଲକାରୀଙ୍କୁ ପୌର ପ୍ରଶାସନର ନୋଟିସ
କେନ୍ଦୁଝର,୧୯।୪(ସ୍ବ.ପ୍ର.) କେନ୍ଦୁଝର ପୌରାଞ୍ଚଳରେ ଗତ କିଛି ଦିନ ଧରି ପୌରପ୍ରଶାସନ ପକ୍ଷରୁ ସରକାରୀ ଜମି ଜବରଦଖଲ ଚିହ୍ନଟ ନେଇ ନିଆଯାଇଥିବା ପଦକ୍ଷେପ ପରେ ମଙ୍ଗଳବାର ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଛି। ସମୁଦାୟ ୯୦ ଜଣଙ୍କୁ ଏଭଳି ନୋଟିସ ଦିଆଯାଇଛି। ବିଶେଷ କରି ସରକାରୀ…
ଦଣ୍ଡରେ ଅଶ୍ଳୀଳ ଗୀତ, ନାଚ ବନ୍ଦ ନିଷ୍ପତ୍ତି
ଫୁଲବାଣୀ ଅଫିସ,୧୯।୪: କନ୍ଧମାଳ ଜିଲାରେ ଦଣ୍ଡ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି ା ଚଳିତ ବର୍ଷ ଦଣ୍ଡ ପାଳନ ବେଳେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ, ନାଚ ଦେଖିବାକୁ ମିଳିଛି ା ଏହାକୁ କନ୍ଧମାଳ ଜାଗରଣ ମଞ୍ଚ ବିରୋଧ କରିଛି…
ଫେରାର ୨ ଭାଇଙ୍କ କୋର୍ଟରେ ଆତ୍ମସମର୍ପଣ
ଭୁବନେଶ୍ୱର,୧୯।୪(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ଜେଲଫେରନ୍ତା ସରୋଜ ତ୍ରିପାଠୀଙ୍କୁ ଗୋଡ଼ାଇ ହାଣିବା ଘଟଣାରେ ଫେରାର ମୁଖ୍ୟ ଅଭିଯୁକ୍ତ ତଥା ଦୁଇଭାଇ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବିରଞ୍ଚି ନାରାୟଣ ବେହେରା ଓରଫ ବାଙ୍ଗୁ ଓ ଲିଙ୍ଗରାଜ ବେହେରା…
ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ
ଛତ୍ରପୁର,୧୯।୪(ଡି.ଏନ.ଏ) ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ। ଏଣୁ ଋଷିକୁଲ୍ୟା ବଞ୍ଚତ୍ଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚତ୍ବ। ଭଲ ଚାଷ ହୋଇ ଅମଳ ହେଲେ…
ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା
ଭୁବନେଶ୍ୱର,୧୯।୪ (ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଜଣକ ହଠାତ୍ ଖଣ୍ଡଗିରି ଥାନାରେ ପହଞ୍ଚତ୍ ଆତ୍ମହତ୍ୟା ଧମକ ଦେଇଥିଲେ। ୧୦ଟି ନିଦ ବଟିକା ଖାଇଦେଇଥିବା ନେଇ ପୋଲିସଙ୍କୁ କହିଥିଲେ। ଯୁବତୀଙ୍କ ଏଭଳି ଅବସ୍ଥା ଦେଖି ପୋଲିସ ତାଜୁବ…
ସୁଦାନରେ ସେନା-ବିଦ୍ରୋହୀ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତ
ଖାରତୁମ,୧୯।୪: ସୁଦାନର ସେନା ମଙ୍ଗଳବାର ସନ୍ଧ୍ୟାରୁ ୨୪ ଘଣ୍ଟାର ସଂଘର୍ଷ ବିରାମକୁ ନେଇ ସହମତି ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ କହିଛି କି ସେ ବି ଚୁକ୍ତିର ପାଳନ କରିବ। ଉପଗ୍ରହ ଚ୍ୟାନେଲ ଅଲ-ଅରବିୟା ଓ…
Archives


