ଅଷ୍ଟ୍ରେଲିଆ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ନିଖୋଜ
ବ୍ରିସବେନ,୨୯।୭: ଅଷ୍ଟ୍ରେଲିଆରେ ସେନା ଅଭିଯାନ ସମୟରେ ଏକ ବଡ ଦୁର୍ଘଟଣା ହୋଇଛି। ଦେଶର ଉତ୍ତର-ପୂର୍ବ ଉପକୂଳ ନିକଟରେ ସମୁଦ୍ରରେ ହେଲିକପ୍ଟର ଖସି ପଡିବାରୁ ୪ ଅଷ୍ଟ୍ରେଲିଆ ସେନା ବିମାନର ପାଇଲଟ ନିଖୋଜ ହୋଇଯାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାଲର୍ସ ଏହି ସୂଚନା ଦେଇ…
ଲୁକ୍କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ…
ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର
ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ…
ଫିକା ପଡିଲା ମାଓବାଦୀଙ୍କ ଶହୀଦ ସପ୍ତାହ
ଚିତ୍ରକୋଣ୍ଡା,୨୯।୭(କ୍ଷୀରୋଦ ବେହେରା): ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ଶହୀଦର ଆଖ୍ୟାଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତିସ୍ତମ୍ଭ ନିର୍ମାଣକରି ସ୍ମୃତି ସଭାର ଆୟୋଜନ କରାଯାଏ। ମାଓବାଦୀମାନେ…
୪୮ଘଣ୍ଟାରେ ଜାଗା ନ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ
ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ଛାଡ଼ିବାକୁ ଜିଲାପାଳ ମୋନିଷା ବାନାର୍ଜୀ ଆଦେଶ କରିଛନ୍ତି। ସରକାରୀ…
ସ୍ବାମୀ ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ କାଜୋଲ, ହେଲେ କହି ପାରି ନ ଥିଲେ…
ବମ୍ବେ: ବଲିଉଡ୍ର କିଛି ଯୋଡ଼ି ପରଦା ସହ ବ୍ୟକ୍ତିଗତ ଜୀବନରେ ବି ହିଟ୍। ସେଥି ମଧ୍ୟରୁ ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ବେଶ ଲୋକପ୍ରିୟ। ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ କାଜୋଲଙ୍କ ପ୍ରଥମ ପ୍ରେମ ଅଜୟ…
ତୁର୍କୀର ଏୟାର ଷ୍ଟ୍ରାଇକ୍ରେ ଇରାକ, ସିରିଆର ୮ ପିକେକେ ଯବାନ ନିହତ
ଡାମାସକସ,୨୯।୭: ଇରାକ ଏବଂ ସିରିଆରେ କୁର୍ଦ୍ଦ ନେତୃତ୍ୱାଧୀନ ସଶସ୍ତ୍ର ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ୨୮ ଜୁଲାଇରେ ତୁର୍କୀର ଏୟାର ଷ୍ଟ୍ରାଇକ୍ରେ ସେମାନଙ୍କ ମଧ୍ୟରୁ ମୋଟ ୮ ଜଣ ପିକେକେ ଯବାନ ନିହତ ହୋଇଛନ୍ତି। ଉତ୍ତର ଇରାକର ଅର୍ଦ୍ଧ-ସ୍ବୟଂଶାସିତ କୁର୍ଦ୍ଦ ଅଞ୍ଚଳରେ…
ଅନ୍ତରାଷ୍ଟ୍ରୀୟ ଆଦିବାସୀ ଦିବସରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ,୨୯।୭: ରାଜସ୍ଥାନରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପ୍ରତି ଅଞ୍ଚଳରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୨୦୨୩ ଅକ୍ଟୋବର ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଅନାହାରରେ ହେବେ ଶିକାର: ୟୁନିସେଫ୍
କାବୁଲ,୨୯।୭: ଆଫଗାନିସ୍ତାନ ଉପରେ ହୋଇଥିବା ଏକ ରିପୋର୍ଟରେ ୟୁନିସେଫ ଦାବି କରିଛି ଯେ, ଅକ୍ଟୋବର ୨୦୨୩ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଖାଦ୍ୟ ଏବଂ ପାନୀୟ ଉପରେ ନିର୍ଭରଶୀଳ ହେବେ। ରିପୋର୍ଟ ଅନୁଯାୟୀ, ୨୯.୨ ନିୟୁତ ଲୋକ ମାନବିକ ସହାୟତା ଆବଶ୍ୟକ…
ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା
ଟେନ୍ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା…
ଭ୍ୟାନ୍-କାର୍ ଧକ୍କା: ଶିଶୁ ସମେତ ୮ ମୃତ
ଇସଲାମାବାଦ,୨୯।୭: ଗିଲଗିଟ-ବାଲ୍ଟିସ୍ତାନର ଡାଇମର୍ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଏକ କାର୍ ସହ ଧକ୍କା ହେବାରୁ ଏକ ଶିଶୁ ସମେତ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ…
ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍
ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ ଚାଇନାର ଏକ ପ୍ରତିନିଧୀମଣ୍ଡଳ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ…

