Home Left

୧ ଲକ୍ଷ ଲୋକଙ୍କ ସ୍ବପ୍ନକୁ ଚୂରମାର କରିଦେଲେ ଟ୍ରମ୍ପ: ଦେଲେ ବଡ଼ ଝଟକା, ଭାରତୀୟଙ୍କ ଉପରେ କି ପ୍ରଭାବ ପଡିବ, ଜାଣନ୍ତୁ…

ଓ୍ବାଶିଂଟନ୍‌,୧୩।୧: ଆମେରିକାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮,୦୦୦ ଛାତ୍ର ଭିଜା ସମେତ ୧୦୦,୦୦୦ରୁ ଅଧିକ ଭିଜା ରଦ୍ଦ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ ସୋମବାର ଏକ ସୋସିଆଲ ମିଡିଆ ପୋଷ୍ଟରେ…

ସକାଳୁ ସକାଳୁ ରେଲୱେ ଷ୍ଟେଶନରେ ଲାଗିଲା ନିଆଁ: ଚାରିଆଡେ ବ୍ୟାପିଲା… 

ଝାରସୁଗୁଡା,୧୩।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଏହି  ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାନୁସାରେ, ମଙ୍ଗଳବାର ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି…

ଠିକାଦାରଙ୍କ ଗୋଦାମରେ ଲଗାଇଦେଲେ ନିଆଁ: ୪୮ ଘଣ୍ଟାରେ ଜୀବନରୁ ମାରିଦେବାକୁ ଧମକ, ଏସ୍‌ପି କଲେ ପର୍ଦ୍ଦାଫାଶ

ଭବାନୀପାଟଣା,୧୩।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଛତାମହୁଲରେ ଥିବା ଏକ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏହି ଗୋଦାମଟି ରୁପ୍ରରୋଡର ଏକ ଜୈନିକ ଠିକାଦାର ଦିନେଶ ଅଗ୍ରୱାଲଙ୍କର ବୋଲି ଜଣାପଡିଛି । ସକାଳୁ ଲୋକେ…

ବିକ୍ରି ବେଳେ ମାଡିବସିଲେ ଅବକାରୀ ବିଭାଗ, ୧୫ଲକ୍ଷର ଗଞ୍ଜେଇ ଜବତ

ବଣାଇଁ, ୧୩ା୧(ପ୍ରଦୀପ ତ୍ରିପାଠୀ): ଜଙ୍ଗଲରେ ଗଞ୍ଜେଇ ଚାଷ କରି ବିକ୍ରି ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ମାଡିବସିଲେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଓ ରାଉରକେଲା ଅବକାରୀଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ…

ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ବାଗପତ ଜିଲାରୁ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଶିକ୍ଷୟିତ୍ରୀ ରକ୍ତରେ ଲିଖିତ ଏକ ଚିଠି ଜିଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରିଛନ୍ତି। ଏଁଥିରେ କଲେଜ ପରିଚାଳନା ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ମାନସିକ ଏବଂ ଶାରୀରିକ…

ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲଗାତାର ନବମ ଥର ପାଇଁ ରେକର୍ଡ ବଜେଟ ଉପସ୍ଥାପନ କରିବେ। ମଧ୍ୟବିତ୍ତ ପରିବାର ବଜେଟ ଠାରୁ ଉଚ୍ଚ ଆଶା ରଖିଛନ୍ତି,…

କେମିତି ବୃଦ୍ଧି କରିବେ ସ୍ମରଣ ଶକ୍ତି: ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ ଶୁଣନ୍ତି ତେବେ ଏହା ତାହାର ସ୍ମରଣ ଶକ୍ତି ବୃଦ୍ଧି କରିବାରେ କେତେକାଂଶରେ ସହାୟକ ହୋଇପାରିବ…

ପ୍ରେମରେ ପଡ଼ିଛନ୍ତି ଦିଶା, ଏହି ବ୍ୟକ୍ତିଙ୍କୁ କରୁଛନ୍ତି ଡେଟ୍‌

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ଦିଶା ପଟାନି। ଟାଇଗର ଶ୍ରଫ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଦିଶାଙ୍କୁ ମିଳିଯାଇଛି ନୂଆ ଜୀବନ ସାଥୀ। ଉଦୟପୁରରେ କ୍ରିତି ସାନନଙ୍କ ଭଉଣୀ ନୁପୁର ସେନ ଏବଂ ଷ୍ଟେବିନ ବେନଙ୍କ ବିବାହରେ ଦିଶା ଏବଂ ପଞ୍ଜାବୀ ଗାୟକ…

ଭାରସାମ୍ଯ ହରାଇ ଓଲଟିଲା ଅଟୋ; ୫ ମହିଳା ଶ୍ରମିକ ଗୁରୁତର, ମୂଲ ଲାଗିବା…

ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ ଭାରସାମ୍ଯ ହରାଇ ଓଲଟି ପଡିଲା । ଦୁର୍ଘଟଣା ଫଳରେ ଅଟୋରେ ବସିଥିବା ପାଞ୍ଚଜଣ ମହିଳା…

‘ମୁଁ ଯାହା ଚାହିଁବି ତାହା କରିବି!’ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଚାଇନା, ଏମିତି AI ଭିଡିଓ ଜାରିକଲା ସମସ୍ତେ ଆଶ୍ଚର୍ଯ୍ୟ

ବେଜିଂ,୧୩।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ, ତାଙ୍କ ନୀତିଗୁଡ଼ିକ ନିରନ୍ତର ଶିରୋନାମା ପାଲଟିଛି। ଟ୍ରମ୍ପ ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରିଛନ୍ତି ଏବଂ କଠୋର ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି, ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ ଏକ ନୂତନ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ନୂତନ ଘରଟି ପ୍ରଭାଦେବୀର ଆହୁଜା ଟାୱାର୍ସରେ…

ସତସଙ୍ଗ ପ୍ରତିଯୋଗିତା: ଜିଲାସ୍ତରରେ କୃତକାର୍ଯ୍ୟ ହେବା ଦଳ ଯିବେ ଅଯୋଧ୍ୟା

ଜି.ଉଦୟଗିରି,୧୩।୧( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଫୁଲବାଣୀ ଅଞ୍ଚଳ ଏକଲ ଅଭିଯାନ ସଂସ୍କାର ଶିକ୍ଷା ତରଫରୁ ସୋମବାର ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପରିସରରେ ସତସଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ୧୪ଟି ସତସଙ୍ଗମଣ୍ଡଳୀ ଯୋଗ ଦେଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri