ସୀମାନ୍ତ ଜିଲାରେ ସଂକ୍ରମଣ ବଢୁଛି
ଭୁବନେଶ୍ୱର, ୨୧।୪ (ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ରାଜ୍ୟର ଅନ୍ୟ ଜିଲା ତୁଳନାରେ ସୀମାବର୍ତ୍ତୀ ଜିଲାଗୁଡିକରେ ସଂକ୍ରମଣ ବଢୁଛି। ବିଶେଷକରି ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…
ହାତ ଛାଡ଼ି ଶଙ୍ଖ ଧରିଲେ ବିଧାୟକ ପ୍ରାର୍ଥୀ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଝାରସୁଗୁଡ଼ା ଜିଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ଶୁକ୍ରବାର ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ରାଜ୍ୟ…
ନେଇଗଲେଣି ଜିନିଷ: ବଙ୍ଗଳା ହସ୍ତାନ୍ତର କରିବେ ରାହୁଲ
ନୂଆଦିଲ୍ଲୀ,୨୧ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କର ସରକାରୀ ବଙ୍ଗଳା ଖାଲି କରିବେ। ସେ ଶୁକ୍ରବାର ସମସ୍ତ ଜିନିଷ ୧୨, ତୋଗଲକ ଲେନ୍ସ୍ଥିତ ବଙ୍ଗଳାରୁ ନେଇଯାଇଛନ୍ତି। ଶନିବାର ସେ ଲୋକ ସଭା ସଚିବାଳୟକୁ ଉକ୍ତ…
ଝାରସୁଗୁଡା ଉପ ନିର୍ବାଚନ ପାଇଁ ଛୁଟି ଘୋଷଣା
ଭୁବନେଶ୍ୱର,୨୧ା୪(ବ୍ୟୁରୋ)-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ’ ୧୦ ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଛୁଟି ସଂକ୍ରାନ୍ତରେ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
ଡାକ୍ତରଙ୍କ ପାଇଁ ଲାଗୁ ହେଲା ନୂଆ ଡିଏସିପି ନିୟମ: ପ୍ରତି ୬ ବର୍ଷରେ ୪ଥର ହେବ ପ୍ରମୋସନ
ଭୁବନେଶ୍ୱର, ୨୧।୪ (ବ୍ୟୁରୋ): ଓଡ଼ିଶା ମେଡିକାଲ ଓ ହେଲ୍ଥ ସର୍ଭିସ (ଓଏଚ୍ଏମ୍ଏସ୍)ରେ କାର୍ଯ୍ୟରତ ଡାକ୍ତରଙ୍କୁ ଏଣିକି କ୍ୟାରିୟର ମଧ୍ୟରେ ୪ଥର ପ୍ରମୋସନ ମିଳିବ। ପୂର୍ବରୁ ସେମାନଙ୍କୁ ଡାଇନାମିକ୍ ଆସ୍ୟୁରଡ୍ କ୍ୟାରିଅର ପୋଗ୍ରେସନ (ଡିଏସିପି) ଯୋଜନାରେ ୩ଥର ପ୍ରମୋସନ ମିଳୁଥିଲା। ମାତ୍ର ଏଣିକି…
ସତ୍ୟପାଲଙ୍କୁ ସିବିଆଇ ନୋଟିସ
ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ ବିରୋଧରେ ଆଗତ ଏକ…
ନିଜ ସହରକୁ ଉଡ଼ାଇଲା ରୁଷିଆ: ପଡ଼ିଲା ୫୦୦ କେ.ଜି. ଓଜନର ବୋମା
ମସ୍କୋ,୨୧ା୪: ଦୀର୍ଘ ୧୪ ମାସ ଧରି ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଭୁଲ୍ବଶତଃ ନିଜ ସହର ବେଲଗୋରୋଡ୍କୁ ଟାର୍ଗେଟ କରିଛି। ରୁଷିଆର ଏକ ଏସ୍ୟୁ-୩୪ ଯୁଦ୍ଧବିମାନ ଶୁକ୍ରବାର ଆକସ୍ମିକ ଭାବେ ଏହି ସୀମାନ୍ତ ସହରରେ ବୋମା ନିକ୍ଷେପ କରିଛି।…
୫୧ ବସ୍ର ଚାଲାଣ କଟିଲା
କେନ୍ଦୁଝର,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଯାତ୍ରୀବାହି ବସ ଯାଞ୍ଚ ଆରମ୍ଭ ହୋଇଛି। ବସ୍ର ରୁଟ୍ ପରମିଟ, ଫିଟନେସ, ଇନ୍ସ୍ୟୁରାନ୍ସ, ଯାତ୍ରୀଙ୍କ ସୁରକ୍ଷା ଆଦି ବିଷୟରେ ଯାଞ୍ଚ କରାଯାଇ ଖିଲାପ କରିଥିବା ସମୁଦାୟ ୫୧ ବସ୍…
ଆୟରଙ୍କ ଅସ୍ତ୍ରୋପଚାର ସଫଳ
ମୁମ୍ବାଇ,୨୧ା୪: ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କ ପିଠି ଅସ୍ତ୍ରୋପଚାର(ସର୍ଜରୀ) ସଫଳ ହୋଇଛି। ମଙ୍ଗଳବାର ଲଣ୍ଡନରେ ଶ୍ରେୟସଙ୍କ ସର୍ଜରୀ ହୋଇଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ଚାଲିବା ଆରମ୍ଭ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଅଭ୍ୟାସ…
ନାବାଳିକା ଅପହରଣ ଅଭିଯୋଗ, ୩ ଅଟକ
ପଦ୍ମପୁର, ୨୧।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ପୋଲିସ ନାବାଳିକା ଅପହରଣ ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଛି। ଲକ୍ଷ୍ମୀଦାସପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ବାପା ଗୁରୁବାର ଥାନାରେ ଅଭିଯୋଗ…
ପାଇଥିବା ସୁନା ଅଳଙ୍କାର, ୩ ଲକ୍ଷ ଟଙ୍କା ଫେରାଇଲେ
ଧାମନଗର, ୨୧।୪ (ସ୍ବ.ପ୍ର.): ବାଟରୁ ପାଇଥିବା ସୁନା ରୁପା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଫେରାଇ ମହାନତା ଦେଖାଇଛନ୍ତି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ପାହାଡ଼ପୁର ଅଞ୍ଚଳର ଯୁବ ଖବରଦାତା ସରୋଜ କୁମାର ଖୁଣ୍ଟିଆ। ସରୋଜ ଗତ ୧୫…
ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା
ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଛାତ୍ରଙ୍କ ଘର ମହାରାଷ୍ଟ୍ର ହୋଇଥିବା ବେଳେ…
Archives


