Home Left

‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ ସହଏକ ନୂଆ ପ୍ରମୋ ସହ ‘କୌନ ବନେଗା କରୋଡ ପତି ସିଜନ ୧୫’ର ଲେଉଟାଣିକୁ…

ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍‌ ରଖିଥିଲେ କାଜୋଲ

ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ ପିଲାମାନଙ୍କ ବିଷୟରେ ଅନେକ ରୋଚକ କଥା ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କାଜଲ…

ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭରିଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରାଯାଇଛି। କେନ୍ଦୁଝର ରିଜିଓନାଲ ଟ୍ରାନ୍ସପୋର୍ଟ ଅଥୋରିଟୀ…

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା

ତ୍ରିନିଦାଦ,୧।୮: ଦିନିକିଆ ସିରିଜ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ୩ ଅଗଷ୍ଟରୁ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ସିରିଜ ପାଇଁ ଦଳ…

‘ଡବଲ ଇଞ୍ଜିନ ଫେଲ ହୋଇଗଲା’, ନୁହ ହିଂସାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୧।୮: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଏଥର ସେ ହରିୟାଣାରେ ହୋଇଥିବା ହିଂସାକୁ ନେଇ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି। ଅଖିଳେଶ ଏହାକୁ ଭାଜପା ସରକାରଙ୍କ…

ଆର୍‌ଡି ରାସ୍ତାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଫଳକ ଲଗାଇ ଲୁଟ୍‌

ଆନନ୍ଦପୁର/କଣ୍ଟିପାଳ, ୧।୮(ସନ୍ତୋଷ ରାଉତ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ମହାଦୁର୍ନୀତି ନଜରକୁ ଆସିଛି। ଆରଡି ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏକ ରାସ୍ତାରେ ଏମଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ର ନାମଫଳକ…

ଶୁବମନ ଗିଲଙ୍କ ସମର୍ଥନରେ ବାହାରିଲେ ଦ୍ରାବିଡ

ତ୍ରିନିଦାଦ,୧।୮: ୱେଷ୍ଟଇଣ୍ଡିଜ ଗସ୍ତରେ ଶୁବମନ ଗିଲ କ୍ରମାଗତ ଭାବରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହ ପ୍ରଥମ ଦୁଇଟି ଦିନିକିଆରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ ଗିଲ। ତେବେ ତାଙ୍କ ଖରାପ ଫର୍ମ…

ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୮: କୃଷକ ଓ କାର ମେକାନିକଙ୍କ ସହ ସାକ୍ଷାତ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ହଠାତ ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍‌ କରିଛନ୍ତି। ରାହୁଲ ଯେତେବେଳେ ପରିବା ମଣ୍ଡିରେ ପହଞ୍ଚିଥିଲେ ସେତେବେଳେ…

ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଲେ କାଉନସିଲର

ହାଇଦ୍ରାବାଦ୍‌,୧।୮: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଜାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ନରସିପାଟନମ ପୌରପାଳିକା (ୱାର୍ଡ ୨୦)ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…

ନାଶନାଲ ଆସେମ୍ଲିରେ ସେନା ଅଧିନିୟମ ସଂଶୋଧନ ବିଲ ପାସ, ସମ୍ବେଦନଶୀଳ ତଥ୍ୟ ଲିକ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ

ଇସଲାମାବାଦ,୧।୮: ପାକିସ୍ତାନୀ ସେନା ଅଧିନିୟମ (ସଂଶୋଧନ) ବିଲ, ସୋମବାର ନାଶନାଲ ଆସେମ୍ଲି ଦ୍ୱାରା ମଞ୍ଜୁରୀ ଦିଆଯାଇଛି। ଏହା ଆଧାରରେ କୌଣସି ସମ୍ବେଦନଶୀଳ ସୂଚନା ପ୍ରକାଶ କରିବାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବାର ରାସ୍ତା ଖୋଲିଯାଇଛି।…

ଚନ୍ଦ୍ରୟାନ-୩ର ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସଲୁନାର ଇଞ୍ଜେକ୍‌ଶନ ସଫଳ

ବେଙ୍ଗାଲୁରୁ,୧ା୮: ଚନ୍ଦ୍ରୟାନ-୩ ପୃଥିବୀ ଚାରିପଟେ ୧୮ ଦିନ ଘୂରିବା ସହ ୫ ଥର କକ୍ଷ ଉତ୍ଥାନ କରାଯିବା ପରେ ଇସ୍ରୋ ଏହାର ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସଲୁନାର ଇଞ୍ଜେକ୍‌ଶନ (ଟିଏଲ୍‌ଆଇ) ସଫଳତାର ସହ କରାଇଛି। ମହାକାଶ ଯାନର ୨,୧୪୫ କିଲୋଗ୍ରାମ ପ୍ରପଲଶନ୍‌ ଇଞ୍ଜିନ ଫାୟାର…

ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡଙ୍କର ୨୫ ବର୍ଷ ବୟସରେ ପରଲୋକ

ଲସ ଆଞ୍ଜେଲସ,୧।୮: ଜଣାଶୁଣା ଏଚବିଓ ଡ୍ରାମା ସିରିଜ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡଙ୍କର ସୋମବାର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। କିଛି ଏମି ପୁରସ୍କାର ବିଜେତା ଏହି ସିରିଜରେ ଲୋକୋନିକ ଡ୍ରଗ ଡିଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?