ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁରିଲା ଶହେ ବର୍ଷ
ସୋରଡା, ୨୧।୪: ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ପାଳନ ସମାରୋହ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀରକାନ୍ତ ଅଧିକାରୀଙ୍କ ତତ୍ତ୍ୱବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସମ୍ମାନୀତ ଅତିଥି…
ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର
କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ ଅର୍ଥଶାସ୍ତ୍ରୀ ଏବେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି।…
ବ୍ରିଟିଶ ଖବରଦାତାଙ୍କୁ ସମୋସା ଖାଇବା ଶିଖାଇଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଗ୍ଲାମରକୁ ନେଇ ଆଜିବି ନୂଆ ଅଭିନେତ୍ରୀଙ୍କୁ ମାତ ଦେଉଛନ୍ତି। ୪୯ ବର୍ଷିୟା ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟର ମଡଲିଂରୁ ଆରମ୍ଭ କରିଥିଲେ। ଅଭିନେତ୍ରୀ ୧୯୯୪ରେ ମିସ ଓ୍ବାର୍ଲଡ ମୁକୁଟ ପିନ୍ଧି ମଡେଲ ଭାବେ…
ପ୍ରକାଶ ସିଂ ବାଦଲ ଗୁରୁତର
ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଜେନରାଲ ଓ୍ବାର୍ଡରୁ ଆଇସିୟୁକୁ ସିପ୍ଟ କରାଯାଇଛି। ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ…
କରନ ଜୋହରଙ୍କ ମୁଭିରେ ନଜର ଆସିବେ ସଲମାନ!
ମୁମ୍ବାଇ: ବଲିଉଡ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାଁ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲେଣି। ଏମିତି ଏକ ଖବର ଶୁଣି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇପାରନ୍ତି।…
ଟୁଇଟର ଭାଇ, ଟଙ୍କା ଦେଇ ସାରିଛି ଏବେ ବ୍ଲୁ ଟିକ୍ ଫେରାଇ ଦିଅନ୍ତୁ: ଅମିତାଭ ବଚ୍ଚନଙ୍କ ମଜାଦାର ପୋଷ୍ଟ
ମୁମ୍ବାଇ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ଶୁକ୍ରବାର ଅନାଦାୟ ଆକାଉଣ୍ଟଗୁଡିକର ବ୍ଲୁ ଟିକ୍ କାଟି ଦେଇଛି। ସେହି ଆକାଉଣ୍ଟଗୁଡିକ ମଧ୍ୟରେ ବହୁତ ସେଲିବ୍ରେଟିଙ୍କ ଟୁଇଟର ଆକାଉଣ୍ଟ ରହିଛି। ଏ ନେଇ ଟୁଇଟର ନିଜ ପ୍ରତିକ୍ରିୟାରେ କହିଛି, ଭେରିଫାଇଡ୍ ଆକାଉଣ୍ଟ ସେମାନଙ୍କ ବ୍ଲୁ ଟିକ୍…
ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ଭବାନୀପାଟଣା,୨୧।୪(ସ୍ବପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା କୁହୁରିଗୁମା ଗାଁରେ ୨୦୧୯ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହି ଗାଁର ଅଗସ୍ତି ମାଝି ତାଙ୍କ ସ୍ତ୍ରୀ ବେଲଙ୍କ ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ମାମଲାର ଶୁଣାଣି ଶୁକ୍ରବାର…
‘କିସି କା ଭାଇ କିସି କି ଜାନ୍’ ରିଲିଜ ପରେ ତର୍କ ବିତର୍କ ଆରମ୍ଭ
ମୁମ୍ବାଇ: ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ ରିଲିଜ ହୋଇଛି। ଏହି ଫିଲ୍ମରେ ଭାଇଜାନ ସଲମାନ ଦୀର୍ଘ ୪ ବର୍ଷ ପରେ ରୁପେଲି ପରଦାକୁ ଫେରିଛନ୍ତି। ରିଲିଜ ହେଉ ହେଉ ଫିଲ୍ମକୁ ନେଇ ନାନା ତର୍କ ବିତର୍କ ଆରମ୍ଭ…
ବାଛୁରୀକୁ ମାରିଦେଲା କଲରାପତରିଆ ବାଘ
ନୂଆପଡା, ୨୧।୪: ନୂଆପଡା ସଦର ରେଞ୍ଜ ଅଧୀନସ୍ଥ କେନ୍ଦୁବାହାରା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଏକ ବାଛୁରୀକୁ ମାରି ଖାଇଛି କଲରାପତରିଆ ବାଘ । ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସକାଳେ ଗାଁର ଗୋରୁ ବ୍ରାହ୍ମଣୀ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ସା ପର୍ଯ୍ୟନ୍ତ…
ବର୍ଷରେ ୫ ମାସ ଖୋଲା ରହେ ଏହି ବ୍ୟାଙ୍କ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଚାଇନା ସୀମାକୁ ଲାଗି ଗୁଞ୍ଜିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଶାଖା ରହିଛି। ପାଣିପାଗ କାରଣରୁ ବର୍ଷରେ ଏହି ଶାଖା କେବଳ ୪ରୁ ୫ମାସ ପର୍ଯ୍ୟନ୍ତ ଖୋଲିଥାଏ। ବର୍ତ୍ତମାନ ସମୟ ସହିତ ଗୁଞ୍ଜିରେ ମଧ୍ୟ ଅନେକ ପରିବର୍ତ୍ତନ…
ପାଳିବନ୍ଧ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଅଭିଯୋଗ
ଗଞ୍ଜାମ, ୨୧।୪(ଡିଏନଏ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ମାସରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣଙ୍କୁ ଟଙ୍କିକିଆ ଏବଂ ମାଗଣା ଚାଉଳରେ…
କାମ କରୁନି ପଲିଥିନ କଟକଣା ନିୟମ
ଖୋର୍ଦ୍ଧା ଅଫିସ,୨୧ା୪: ପଲିଥିନ ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି। ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଘାତକ ସାଜିବାକୁ ଯାଉଥିବା ଜାଣି ମଧ୍ୟ କେହି ସଚେତନ ହେବାକୁ ରାଜି ନୁହନ୍ତି। ଯେପରି ପ୍ଲାଷ୍ଟିକ ଏବଂ ପଲିଥିନ ଲୋକଙ୍କ ଜୀବନରେ ଏକ…
Archives


