Home Left

ଗୁଡ୍ଡୁ ମୁସଲିମ୍‌ଙ୍କ ବରଗଡ଼ ଲିଙ୍କ୍‌

ଭୁବନେଶ୍ୱର,(ବ୍ୟୁରୋ)/ ବରଗଡ଼ ଅଫିସ୍‌, ୨୨।୪: ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଗିରଫଦାରି କିମ୍ବା ଏନ୍‌କାଉଣ୍ଟର ଭୟରେ ଗୁଡ୍ଡୁ ପୁରୀକୁ ଆସି ଆତ୍ମଗୋପନ…

ସପ୍ତଗିରିଙ୍କୁ ରିପିଟ୍‌ କରିପାରେ କଂଗ୍ରେସ

ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ ୧୯୫୭ରୁ…

ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ୩ ଗିରଫ

ଆନନ୍ଦପୁର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଘଷିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ଏବଂ ବଳରାମ…

ଆର୍‌ଟିଆଇରେ ତଥ୍ୟ ଦେଉନାହାନ୍ତି ସୂଚନା ଅଧିକାରୀ

ସୁନାବେଡ଼ା/ସେମେଳିଗୁଡ଼ା,୨୨।୪: (ସ୍ବ.ପ୍ର.) ଆର୍‌ଟିଆଇ ମାଧ୍ୟମରେ ଯେକୌଣସି ବ୍ୟକ୍ତି ତଥ୍ୟ ମାଗିପାରିବେ। ସେ ଚାହୁଁଥିବା ବିଭାଗର ତଥ୍ୟ ସୂଚନା ଅଧିକାର ଆଇନ ଅନୁସାରେ ସୂଚନା ଦେବାକୁ ସୂଚନା ଅଧିକାରୀ ବାଧ୍ୟ। ଏପରି ନିୟମ ସୂଚନା ଅଧିକାର ଆଇନରେ ରହିଥିଲେ ମଧ୍ୟ ଏହି ନିୟମକୁ…

ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି, ୨୨।୪: (ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ଏବେ ୪୩ ଡିଗ୍ରୀ ତାପମାତ୍ରା ରହୁଛି। ଏନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ କଷ୍ଟକୁ ଦ୍ୱିଗୁଣିତ କରିଛି। ଏଥିପାଇଁ…

ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ୍‌, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ବିପକ୍ଷ ୬୦ ଛାତ୍ରୀଛାତ୍ର ଭେଟିବା ପରେ ବିବାଦ ସମାଧାନ…

ଚାଷୀଙ୍କ ଦ୍ୱାରା ଉଦ୍ଭାବିତ ଧାନ ବିହନର ଚାହିଦା ବଢ଼ୁଛି

ରଘୁନାଥପୁର,୨୨।୪: (ଡି.ଏନ୍‌.ଏ.) ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ର ସମ୍ପାଦକ କ୍ଷେତ୍ରମୋହନ ବେହେରାଙ୍କ ସହଯୋଗରେ ଅଞ୍ଚଳର ୭ ଜଣ ଚାଷୀଙ୍କ ଦ୍ୱାରା ୭ ପ୍ରକାର ଧାନବିହନ ଉଦ୍ଭାବନ କରାଯାଇଛି। ଏହାକୁ ସରକାରୀ ମାନ୍ୟତା…

ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ ମିଳିଗଲା

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଶୁକ୍ରବାର ଆଇନ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ…

ସୂଚନା ଫଳକ, ଓ୍ବେବ୍‌ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି

ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି ସୂଚନାଫଳକ…

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

ଜେଜେନାପୁର,୨୨।୪: (ଡି.ଏନ.ଏ.) ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର କୁସୁନୁପୁର ଭାୟା ବଲାଙ୍ଗିଆକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ମରାମତି ଚାଲିଛି। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗା ନ ଯାଇ କାର୍ଯ୍ୟ କରାଯାଉଛି।…

୯ ମାସରେ ୫ ବର୍ଷର ଉତ୍ତୋଳନ

ଯାଜପୁର ଅଫିସ,୨୨।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ବହୁ ମୂଲ୍ୟବାନ କଳାପଥର(ଗ୍ରାନାଇଟ୍‌) ଲୁଟ୍‌ ପାଇଁ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଜୋର ଧରିଛି। ଲିଜ୍‌ର ୧ ବର୍ଷ ନ ପୂରୁଣୁ ୫ ବର୍ଷ ପାଇଁ ଧାର୍ଯ୍ୟ ପରିମାଣର କଳାପଥର…

ଆହତ ସେନା ଡ୍ରାଇଭର ବୈଶିଙ୍ଗା ଅଞ୍ଚଳର

ବୈଶିଙ୍ଗା,୨୧ା୪(ଡି.ଏନ.ଏ.)- ଜମ୍ମୁ-କଶ୍ମୀର ପୁଞ୍ଚ୍‌ର ମେନ୍ଧାର ଅଞ୍ଚଳରେ ସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଡ୍ରାଇଭର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ହେଲେ ଆମ୍ବଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମନ୍ତ୍ରୀଡ଼ାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri