ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ୧୦୦ରୁ ୧୧୫ ନମ୍ବର ରଖିଲେ ଛାତ୍ରୀଛାତ୍ର
ମୁମ୍ବାଇ, ୧୮ା୩: ମୁମ୍ବାଇ ୟୁନିଭର୍ସିଟି (ଏମ୍ୟୁ)ର ପଞ୍ଚମ ସେମିଷ୍ଟର ଗଣିତ ପରୀକ୍ଷାରେ ୬ ଜଣ ଛାତ୍ରୀଛାତ୍ର ପୂରା ନମ୍ବରଠାରୁ ଅଧିକ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଣିତ ପରୀକ୍ଷାରେ ମୋଟ ନମ୍ବର ୧୦୦ ଥିବାବେଳେ ୪ ଜଣ ପିଲା ୧୧୫ ଏବଂ…
ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭଖୁଣ୍ଟି
ବ୍ରହ୍ମପୁର ଅଫିସ୍,୧୮ା୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନେଇ ଶୁକ୍ରବାର ମଧ୍ୟ ରାତ୍ରରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଏଥିପୂର୍ବରୁ ପୂର୍ବାହ୍ନରେ ଦେଶୀ ବେହେରା ସାହିରୁ ଧାଣ୍ଡରା ମାଧ୍ୟମରେ ଯାତ୍ରାର ଶୁଭ ଖୁଣ୍ଟି…
ମନୀଷ ସିସୋଡିଆଙ୍କ ପିଏ ଦେବେନ୍ଦ୍ର ଶର୍ମାଙ୍କୁ ଇଡିର ସମନ
ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ୫ ଦିନ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ଇଡି…
୧୦ବର୍ଷ ବିତିଗଲାଣି, ସରୁନି କେନାଲ ପୋଲ
ଖଇରା,୧୮ା୩(ଡି.ଏନ.ଏ.): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ଖଇରା ସବଡିଭିଜନ ଅନ୍ତର୍ଗତ ସାରକୋଣା-ଭଞ୍ଜପଦା ମଝିରେ ଅନ୍ୟୁନ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ଏ ପର୍ଯ୍ୟନ୍ତ ସରିପାରିନି। ଫଳରେ ୨୦ଖଣ୍ଡ ଗ୍ରାମର ଲୋକେ ୧୦ବର୍ଷ ଧରି ଡାଇଭର୍ସନରେ ଯାତାୟାତ କରୁଛନ୍ତି । ବର୍ଷାଦିନେ…
ପିଏମ୍ଓ ଅଫିସର ପରିଚୟ ଦେଇଥିବା ଗୁଜରାଟ ଠକ ଗିରଫ
ଶ୍ରୀନଗର, ୧୮ା୩: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ବରିଷ୍ଠ ପଦାଧିକାରୀ ପରିଚୟ ଦେଇ ୩ ଥର କଶ୍ମୀର ଉପତ୍ୟକାକୁ ଗସ୍ତ କରିଥିବା ଗୁଜରାଟର ଠକ କିରନ ପଟେଲଙ୍କୁ ଗତ ୩ ତାରିଖରେ ସୁରକ୍ଷା ବଳ ଗିରଫ କରିଛି। ତାଙ୍କ ଗସ୍ତ ବେଳେ କଡ଼ା…
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ଏମ୍ପି
ବାଲେଶ୍ୱର ଅଫିସ,୧୮।୩: ବାଲେଶ୍ୱର ଜିଲା ରେମୁଣା ଗୋଲେଇ ନିକଟରେ ଦୀର୍ଘଦିନ ଧରି ନୂତନ ଭାବେ ନିର୍ମାଣ ହୋଇଥିବା ଏମସ୍ ସାଟେଲାଇଟ୍ ସେଣ୍ଟରର ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଉଦ୍ଘାଟନ ପାଇଁ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ…
ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ
ନୂଆଦିଲ୍ଲୀ, ୧୮ା୩(ପି.ଟି.): ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ବାଧ୍ୟତାମୂଳକ ମତଦାନ ଲାଗି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)ରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। କାହାକୁ…
ଖଣ୍ଡୋଲାଇଟ୍ ଖନନରେ ଧ୍ୱଂସହେଲା ପାରାଭାଡ଼ି ଐତିହ୍ୟ
ଚଣ୍ଡିଖୋଲ,୧୮ା୩(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲେଇ ପଞ୍ଚାୟତ ଅଧୀନ ପାରାଭାଡ଼ି ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ରହିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଆନୁକୂଲ୍ୟରେ ଏହାର ଖନନ ସମୟରେ ବୌଦ୍ଧ ସ୍ତୂପ ପାରାଭାଡ଼ି ସମେତ ୪ଟି ଭଗ୍ନ ବୁଦ୍ଧ…
ଭିତରକନିକା ଭିତ୍ତିଭୂମିର ବିକାଶ ପାଇଁ ୫୯ କୋଟି ମଞ୍ଜୁର
କେନ୍ଦ୍ରାପଡ଼ା ଅଫିସ/ରାଜନଗର,୧୮ା୩ (ଡି.ଏନ୍.ଏ.): ଭିତରକନିକାକୁ ବିଶ୍ୱଦରବାରରେ ଅଧିକ ପରିଚିତ କରାଇବା ସହ ଏହାର ଭିତ୍ତିଭୂମି ଏବଂ ଇକୋ ଟୁରିଜମ୍ର ବିକାଶ ପାଇଁ ରାଜ୍ୟ ସରକାର ପ୍ରକୃତି ଓ ପରିବେଶ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱାରୋପ କରିବା ସହ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ…
ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ
ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ କାର୍ଯ୍ୟ ଟେଣ୍ଡରକୁ ନେଇ ଅଧ୍ୟକ୍ଷ ଓ ପୌର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। କୌଣସି ଆଲୋଚନା…
ରାସ୍ତାରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି
କୋଲ୍ଲମ, ୧୮ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରଥମ ଥର ପାଇଁ କେରଳ ଗସ୍ତ କରିଥିଲେ। ସେ ପୂର୍ବାହ୍ନରେ କୋଲ୍ଲମ ଜିଲାର ଅମୃତପୁରୀ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ କରୁଣାଗପ୍ପଲ୍ଲୀ ରାସ୍ତାକଡ଼ରେ କେତେଜେଣ ସ୍କୁଲ ପିଲା ତାଙ୍କୁ…
ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ
ଜଗତ୍ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବ୍ଲକର ମଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାରିସାହିର ପ୍ରଫୁଲ ବାରିକଙ୍କ ଗୁହାଳରେ ଗୁରୁବାର…
Archives


