Home Left

ପଛୁଆ ବର୍ଗଙ୍କ ସାମାଜିକ ସ୍ଥିତିର ତଥ୍ୟ ସଂଗ୍ରହ ପାଇଁ ତାଲିମ କର୍ମଶାଳା

ସୋରଡା,୨୪।୪ (ଡିଏନଏ) ପଛୁଆ ବର୍ଗଙ୍କ ସାମାଜିକ , ଶିକ୍ଷାଗତ ସ୍ଥିତିର ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସ୍ଥାନୀୟ ଏନଏସି ପରିସରରେ ସୋମବାର ଗଣନାକାରୀ ଓ ସୁପରଭାଇଜର ମାନକ ତାଲିମ କାର୍ମଶାଳା ଅନଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟନିର୍ବାହୀ…

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ

ସୋରଡା,୨୪।୪: (ଡିଏନଏ) ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ନୂତନଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଜି ଶତବାର୍ଷିକୀ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମାନନୀୟା ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ମୁଖ୍ୟବକ୍ତା…

ଓଏସ୍‌ଏସ୍‌ସି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ

ଭୁବନେଶ୍ବର,୨୪।୪(ବ୍ୟୁରୋ): ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ…

‘୨ରୁ ଅଧିକ ସନ୍ତାନ ଥିବା ଏମ୍‌ପି-ବିଧାୟକଙ୍କୁ ନିର୍ବାଚନ ଲଢିବା ଉପରେ ରୋକ୍‌ ଲଗାଇବା ଉଚିତ୍‌’

ନୂଆଦିଲ୍ଲୀ,୨୪।୪: କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ ପାୱାର ଭାରତର ଜନସଂଖ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୁଣେର ବାରାମତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ରବିବାର କହିଛନ୍ତି , ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ଚାଇନାକୁ ଅତିକ୍ରମ କରିଛି।…

ବାରଣ୍ଡାରେ ଶୋଇଥିବା ବେଳେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନୂଆ ସାହିରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ବାରଣ୍ଡାରେ ଯୁବକ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟିଦେଇ ଚାଲିଯାଇଛନ୍ତି। ଗୁରୁତର ଯୁବକ…

୩ ଦିନିଆ କର୍ନାଟକ ଗସ୍ତରେ ଶାହା: ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି କଲେ ରୋଡ ଶୋ’

ବେଙ୍ଗାଲୁରୁ,୨୪।୪: ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କର୍ନାଟକ ମୈଶୁରର ଶ୍ରୀ ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହା ପରେ ଅମିତ ଶାହା ଚାମରାଜନଗର…

ଛତିଶଗଡ଼ରେ ଲୁଚି ରହିଛି ଗୁଡ୍ଡୁ ମୁସଲିମ୍‌

ରାୟପୁର,୨୪।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ନେଇ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଇତିମଧ୍ୟରେ ଗୁଡ୍ଡୁ ଛତିଶଗଡ଼ରେ ଲୁଚି ରହିଥିବା ଏକ ସୂଚନା ମିଳିଛି। ଅନ୍ୟପକ୍ଷେ ଗିରଫଦାରି କିମ୍ବା ଏନ୍‌କାଉଣ୍ଟର…

୧୦୦ କୋଟି କ୍ଲବ୍‌ରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ଇଦ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ କେବଳ ଦେଶରେ ନୁହେଁ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ବର୍ତ୍ତମାନ ଆଉ ଏକ ରେକର୍ଡ ସୃଷ୍ଟି କରି…

ଭାଜପା ଶୂନରେ ପହଞ୍ଚିବ: ନୀତୀଶ-ତେଜସ୍ବୀଙ୍କୁ ଭେଟିବା ପରେ ମମତାଙ୍କ ମନ୍ତବ୍ୟ

କୋଲକାତା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି, ମୁଁ ନୀତୀଶ ଜୀଙ୍କୁ ଅନୁରୋଧ କରିଛି ଯେ, ଜୟପ୍ରକାଶ ଜୀଙ୍କର…

ଏଫଆଇଆର୍‌ ନ ରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ମାମଲର ଶୀଘ୍ର ଶୁଣାଣି ପାଇଁ…

ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମର ରୀନା ଜେନାଙ୍କ ଅଭିଯୋଗ ମୁତାବକ ୫…

ହନୁମାନ ଜୟନ୍ତୀରେ ଆକ୍ରମଣ, ହତ୍ୟାକାଣ୍ଡକୁ ନିନ୍ଦା

ଛତ୍ରପୁର,୨୪।୪(ଡି.ଏନ୍‌.ଏ.): ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ଶାନ୍ତିପୂର୍ଣ୍ଣ ବାଇକ୍‌ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣକୁ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri