କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ
ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି ଯାଇଛି।…
ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
ରାଇଘର, ୨୪।୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି ଯୋଜନାରେ ମେଶିନ୍ ଦ୍ବାରା କାର୍ଯ୍ୟ କରାଯାଇ ଶ୍ରମିକଙ୍କୁ କାମ ଦିଆଯାଇଥିବା ଦର୍ଶାଇ କୋଟି କୋଟି…
ବାଲିଚୁଆ ପାଣି ଭରସାରେ ଗ୍ରାମବାସୀ
ନୂଆପଡା ଅଫିସ,୨୪।୪: ବିଶୁଦ୍ଧ ପାନୀୟ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜାନା ଉପରେ ଯୋଜନା କରୁଛନ୍ତି। ସ୍ଥାନୀୟ ଅଧିକାରୀ ବା କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ଲୋକେ ପାଣି…
ବୁଡ଼ିବାକୁ ବସିଲାଣି ବାଉଁଶ ଶିଳ୍ପ
ବାଲିମେଳା,୨୪ା୪(ଡ଼ି.ଏନ୍.ଏ.): ଦିନକୁ ଦିନ ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ। ଜଙ୍ଗଲକ୍ଷୟ ଓ ବାଉଁଶରେ ପ୍ରସ୍ତୁତ ସମଗ୍ରୀର ଚାହିଦା କମୁଥିବାରୁ ଏହି ଶିଳ୍ପକୁ ବୃତ୍ତି କରି ପରିବାର ଚଳାଉଥିବା ଲୋକେ ହତାଶ ହୋଇ ଦାଦନ ଖଟିବାକୁ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଉଛନ୍ତି।…
ଖେଳ ପଡ଼ିଆରୁ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଲେ ବିରାଟ, ଭିଡ଼ିଓ ଭାଇରାଲ…
ବେଙ୍ଗାଲୁରୁ,୨୪।୪ : ବିରାଟ କୋହଲି ଲାଇଭ୍ ମ୍ୟାଚରେ ଅନୁଷ୍କା ଶର୍ମାଙ୍କୁ ଖେଳ ପଡ଼ିଆରୁ ଫ୍ଲାଇଙ୍ଗ୍ କିସ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ୨୦୨୩ରେ,୨୩ ଏପ୍ରିଲ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ…
ବୃହସ୍ପତି ଅଭିମୁଖେ ଜୁଇସ୍ ଅଭିଯାନ
ୟୁରୋପୀୟ ମହାକାଶ ସଂସ୍ଥା ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବୃହସ୍ପତି ଓ ଏହାର ତିନୋଟି ବଡ଼ ବରଫ ଆଚ୍ଛାଦିତ ଉପଗ୍ରହର ବିଶଦ ଅଧ୍ୟୟନ ପାଇଁ ‘ଜୁଇସ୍’ ନାମକ ଗୋଟିଏ ମହାକାଶ ଯାନ ପଠାଇଛି। ଏହାକୁ ‘ଜୁଇସ ଅଭିଯାନ’ ନାମରେ ନାମିତ…
କଲରାପତରିଆ ବାଘ ଛାଲ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ
ଫୁଲବାଣୀ ଅଫିସ, ୨୪।୪: କନ୍ଧମାଳ ଜିଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଛକରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଜୁରୀପଡ଼ା ଥାନା ଆରାପାଜୁ ଅଞ୍ଚଳର…
ଦକ୍ଷିଣାଞ୍ଚଳ ଅବକାରୀ ରେଞ୍ଜରେ ବଢୁଛି ନିଶା କାରବାର
ବ୍ରହ୍ମପୁର ଅଫିସ,୨୪ା୪: ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ରେଞ୍ଜରେ ଦିନକୁ ଦିନ ନିଶା କାରବାର ବଡୁଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନ୍ଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍-୨ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଅପେକ୍ଷା ଗତବର୍ଷ ଦୁଇ ଗୁଣା ଅଧିକ…
ପୋଲିସ ହାତରେ ଅଭିଯୁକ୍ତ
ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟର ମାଇଣ୍ଡ୍ ବୋଲି କୁହାଯାଉଛି।…
ଜିଲା ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଆତଙ୍କ
ଅନୁଗୋଳ ଅଫିସ, ୨୪।୪: କ୍ରମିକ ସଂଖ୍ୟା ଅନୁଯାୟୀ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଅଣଦେଖା କଲେ। ପଛରେ ଆସିଥିବା ଲୋକଙ୍କୁ ଆଗୁଆ ଡାକ୍ତରଙ୍କ ପରାମର୍ଶ ପାଇଁ ଛାଡ଼ିଲେ। ଏହାର ପ୍ରତିବାଦ କରିବାରୁ ଅସୁସ୍ଥ ଶିଶୁଙ୍କୁ ନେଇ ଚିକିତ୍ସା ପାଇଁ…
ବାର୍ହା ଆକ୍ରମଣରେ ୫ ଗୁରୁତର
ସମ୍ବଲପୁର,୨୪।୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଜୁମରା ଥାନା ଅଞ୍ଚଳରେ ସୋମବାର ବାର୍ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କାୟାକୁଦା ପଞ୍ଚାୟତ ଆମିଲିପାଣି ଗ୍ରାମର ମା’ଶଖା ଧୁରିଆ(୩୫) ଏବଂ ତାଙ୍କର ଝିଅ ଲକ୍ଷ୍ମୀପ୍ରିୟା ଧୁରିଆ(୯) ଓ ମା’ ଶାନ୍ତି ମୁଣ୍ଡା(୩୬)…
ପଚାପାଣିରେ ସାଲୁବାଲୁ ପୋକ
ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍। ଜଳ ନିଷ୍କାସନ ପଥକୁ ଜାମ୍ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି ପଚିଗଲାଣି। ଲାଙ୍ଗୁଡ଼ିଆ ପୋକ ସାଲୁବାଲୁ ହେଉଛନ୍ତି। ବର୍ଷା ହେଲେ ପାଣି ଉଛୁଳିଲେ ପୋକସବୁ ରାସ୍ତାଘାଟ,…
Archives


