ମାଗଣା ଫସଲ ବୀମା ପଞ୍ଜୀକରଣ ଫାର୍ସ
ନୟାଗଡ଼,୪।୮(ଲୋକନାଥ ମିଶ୍ର): ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୫ ରହିଥିବାବେଳେ ଅଗଷ୍ଟ ୪ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଅବଗତ ନ ଥିବା ଅଭିଯୋଗ ହୋଇ ଆସୁଛି। ବିଶେଷ କରି ଅଣଋଣୀ ଚାଷୀ ପାଇଁ ବୀମା ଅପହଞ୍ଚ ହୋଇ…
ଭାରତର ପରାଜୟକୁ ନେଇ ଏମିତି କହିଲେ ପାଣ୍ଡ୍ୟା
ତ୍ରିନିଦାଦ,୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତକୁ ୪ ରନ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୪୫ ରନ ସ୍କୋର କରିପାରିଥିଲା।…
ଗଣିଆ-ବଡ଼ମୂଳ ରାସ୍ତାରେ ବନ୍ୟାଜଳ
ଗଣିଆ,୪ା୮(ସନ୍ତୋଷ କୁମାର ପ୍ରଧାନ): ଲଗାଣ ବର୍ଷା ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣିଆ-ବଡ଼ମୂଳ ରାସ୍ତାର କେତେକ ସ୍ଥାନରେ ୨ରୁ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଗତ ମଙ୍ଗଳବାର ରାତିରୁ ଳଘୁଚାପଜନିତ ଲଗାଣ ବର୍ଷା…
ମାତ୍ର ୨ ଦିନ ବିଦେଶରେ ବିତାଇଛନ୍ତି ଜିନପିଙ୍ଗ
ବେଜିଂ,୪।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ନିଜ ଦେଶ ବାହାରେ ମାତ୍ର ଦୁଇ ଦିନ ବିତାଇଛନ୍ତି। କାରଣ ଆର୍ଥିକ ସମସ୍ୟାଠାରୁ ଆରମ୍ଭ କରି ଏକ ବିରଳ ରାଜନୈତିକ ଦୁର୍ନୀତି ପର୍ଯ୍ୟନ୍ତ ବଢୁଥିବା ଘରୋଇ ସମସ୍ୟା ପାଇଁ…
‘ଏ ସମୟ ବି ବିତିଯିବ’
ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଛବି ମିତ୍ତଲ ପୁଣି ଅସୁସ୍ଥ। ପ୍ରଥମେ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ହରାଇବା ପରେ ଏବେ ସେ କୋଷ୍ଟୋକୋଣ୍ଡ୍ରାଇଟିସ୍ରେ ପୀଡ଼ିତ। ଛାତିରେ ଥିବା କାର୍ଟିଲେଜରେ ଆଘାତ ଲାଗିବା ଫଳରେ ଏହି ରୋଗ ହୋଇଥାଏ। ଏନେଇ…
୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି
ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍ ଷ୍ଟାଟ୍ଅପ୍ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ କର୍ମଚାରୀଙ୍କ ପ୍ରାୟ ୫% ଅଂଶ ବୋଲି କୁହାଯାଉଛି। ଆଗାମୀ ଦିନରେ କମ୍ପାନୀ ଏହାର ଷ୍ଟ୍ରକ୍ଚରରେ…
ମଣିପୁରରେ ପୁଣି ହିଂସା: ଜଣେ ପୋଲିସ କର୍ମୀ ମୃତ
ଇମ୍ଫାଲ,୪।୮: ମଣିପୁରରେ ଗତ କିଛି ମାସ ଧରି ଚାଲିଥିବା ହିଂସା ବର୍ତ୍ତମାନ ସୁଦ୍ଧା ମଧ୍ୟ ବନ୍ଦ ହୋଇନାହିଁ। ଖବର ଅନୁଯାୟୀ ଗୁରୁବାର ଦିନ ଇମ୍ଫାଲ ପଶ୍ଚିମରେ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଗୁରୁବାର…
ପିଏନ୍ବିରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଅଗଷ୍ଟ ୩୧ ପରେ ଚାଲିବ ନାହିଁ ଆକାଉଣ୍ଟ
ନୂଆଦିଲ୍ଲୀ,୪।୮: ସରକାରୀ ବ୍ୟାଙ୍କ ପିଏନ୍ବି(ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ନିଜର ଗ୍ରାହକଙ୍କୁ ଆରବିଆଇ ନିୟମାନୁଯାୟୀ ଅଗଷ୍ଟ ୩୧ ପୂର୍ବରୁ ନିଜର କଓ୍ବୋଇସି ଡିଟେଲ ଅପଡେଟ୍ କରିବାକୁ କୁହାଯାଇଛି। ଅଗଷ୍ଟ ୨ରେ ଜାରି ପ୍ରେସ ରିଲିଜରେ ପିଏନ୍ବି କହିଛି ଯେ ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ…
ଦବିଲା କୁଆଁରିଆ ସେତୁ
ଖଣ୍ଡପଡ଼ା,୪ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍ ଅଧୀନ ଖଳିସାହିରୁ କୋସକା, ଆଡକଟା ଦେଇ ଦଶପଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କୁଆଁରିଆ ସେତୁଟି ଗୁରୁବାର ଦବି ଯାଇ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ…
ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ
ଓ୍ବାଶିଂଟନ,୪।୮: ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ କରାଯାଇଛି। ଆମେରିକା ନ୍ୟାୟ ବିଭାଗ ଏହି ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଯୁଦ୍ଧ ଜାହାଜ ପାଇଁ ମାନୁଆଲ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ, ରାଡାର ସିଷ୍ଟମ ପାଇଁ…
ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଶେଷ ହେଉ ଜାଇକା କାମ
କଟକ,୪ା୮ (କାର୍ତ୍ତିକ ସାହୁ): କଟକ ସହରରେ ଚାଲିଥିବା ଜାଇକା କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରାଯିବାକୁ ନେଇ ହାଇକୋର୍ଟରେ ବୁଧବାର ଏକ ପିଟିଶନ ଦାୟର ହୋଇଛି। ଜାଇକା କାର୍ଯ୍ୟ ବିଳମ୍ବିତ ହେଉଥିବା କାରଣରୁ ସହରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି।…
ଜୁଲାଇ ସୁଦ୍ଧା ଖର୍ଚ୍ଚ, ରାଜସ୍ବ ଆଦାୟ ବଢ଼ିଛି
ଭୁବନେଶ୍ୱର,୪ା୮(ଅନିଲ ଦାସ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ସୁଦ୍ଧା ବଜେଟ ଅନୁମୋଦନ ଅର୍ଥର ପ୍ରାୟ ୪ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ…

