ଦିନିକିଆରେ କାହିଁକି ଫ୍ଲପ ହେଉଛନ୍ତି ଟି୨୦ ସୁପରଷ୍ଟାର ସୂର୍ଯ୍ୟକୁମାର? ଅଗରକର କହିଲେ…
ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରେୟସ ଆୟର ଆହତ ହେବା ଯୋଗୁ ଟି୨୦ ଫର୍ମାଟ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା। ହେଲେ ଉଭୟ ମୁମ୍ବାଇ ଏବଂ ବିଶାଖାପାଟଣାରେ ମିଳିଥିବା ସୁଯୋଗର ଫାଇଦା ଉଠାଇବାରେ…
ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ
ଢାକା,୧୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନର ଉଦଘାଟନ ଅବସରରେ ସେ ଏକଥା କହିଛନ୍ତି। ଶେଖ…
୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ
ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଛକ ଓ ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁର…
ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର ମୁଭିରେ କାର୍ତ୍ତିକଙ୍କ ଅଭିନୟକୁ ଦେଖିବାକୁ ମିଳିଛି । ଅଳ୍ପ ଦିନର କ୍ୟାରିୟରରେ ସେ ବେଶ…
ମନ ମୋହୁଛି ଆକର୍ଷଣୀୟ ଓ୍ବାଟର ପାର୍କ
ଗଞ୍ଜାମ,୧୯ା୩(ଡି.ଏନ୍.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରଠାରେ ପ୍ରଥମ ଥର ପାଇଁ ଶନିମନ୍ଦିରଠାରେ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ବଡ଼ ବଜାର ଭାରତୀ ବିଦ୍ୟାପୀଠଠାରେ ରଙ୍ଗୀନ ଓ୍ବାଟର ପାର୍କ ଏବଂ ଜୟଶ୍ରୀ ଛକ ତ୍ରିବେଣୀ ମଠ ଛକଠାରେ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର
ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ…
ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଭକ୍ତ ବୁଡ଼ ପକାଇଛନ୍ତି। ଏହା ସହ ପିତୃପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ…
ଇଶାନ-ଶାର୍ଦ୍ଦୁଳ ବାଦ, ଫେରିଲେ ରୋହିତ-ଅକ୍ଷର
ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବିଶାଖାପାଟଣାର ଡା ଓ୍ବାଇ ଏସ୍ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଦୁଇଟି…
ବାଘଛାଲ ସହ ହରିଣ ଚମଡ଼ା ଜବତ: ଜଣେ ଗିରଫ
ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବାଘ ଚମଡ଼ା ଜବତ କରାଯାଇଛି। ଏତଦ୍ବ୍ୟତୀତ ଶନିବାର ବିଳମ୍ବିତ ରାତିରେ ଗୋଟିଏ ବାଘ ଚମଡ଼ା ଓ ଦୁଇଟି ହରିଣ ଚମଡ଼ା ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର…
‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପରିବାରଲୋକଙ୍କଠାରୁ ମିଳିଥିବା ସୂଚନା…
ଝଡ଼ବର୍ଷାରେ ଭାଙ୍ଗିଲା ଅନେକ ଘର, ଉଡ଼ିଲା ଛପର
ପଟାଙ୍ଗି,୧୯ା୩(ଡି.ଏନ୍.ଏ.): ପଶ୍ଚିମା ଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଗତ ୪ ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର ଅନେକ…
ଅଜବ ଜୋତା
ଆଜିର ଯୁବପିଢ଼ିଙ୍କ ପସନ୍ଦ ସତରେ ଅଜବ। ଆଉ ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ନାମୀଦାମୀ କମ୍ପାନିଗୁଡ଼ିକ ମଧ୍ୟ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଜାଣିବା କେତୋଟି ଅଜବ ଜୋତା ସମ୍ପର୍କରେ… ଦି ରାଟ୍ ଶୁ: ଏହି ଜୋତା ଦେଖିବା…
Archives


