ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ
ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…
ବେରୋଜଗାରୀକୁ ନେଇ ଭାଜପା ଉପରେ ବର୍ଷିଲେ ଖାର୍ଗେ, କହିଲେ ୫ ବର୍ଷରେ ସୃଷ୍ଟି ହୋଇଛି ମାତ୍ର ୧୨.୨ ଲକ୍ଷ ନୂଆ ନିଯୁକ୍ତି
ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ଶୁକ୍ରବାର ଦାବି କରିଛନ୍ତି। ଏଥି ସହ ଗରିବ ଏବଂ…
ଆଜି ବିଶେଷ ଢଙ୍ଗରେ ଗୁଗ୍ଲ-ଡୁଡ୍ଲ, ଜାଣନ୍ତୁ ଏହା ପଛର କାରଣ…
ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ୪ରେ ‘ଗୁଗ୍ଲ ଡୁଡ୍ଲ’କୁ ଏକ ବିଶେଷ ଢଙ୍ଗରେ ଦେଖିବାକୁ ମିଳିଛି। କାରଣ ଆଜି ହେଉଛି ଗୁଗ୍ଲ ଆଇକନିକ୍ ଆମେରିକୀୟ ଡିଜାଇନର୍ ଆଲ୍ଟିନା ଟିନା ସିନାସିଙ୍କ ୧୧୬ତମ ଜନ୍ମଦିନ। ଆଲ୍ଟିନା ଟ୍ରେଣ୍ଡିଂ ‘କ୍ୟାଟ୍-ଆଇ’ ଚଷମା ଫ୍ରେମ୍ ଡିଜାଇନ ପାଇଁ…
ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଅମୃତ ଉଦ୍ୟାନ
ନୂଆଦିଲ୍ଲୀ,୪।୮: ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ଅମୃତ ଉଦ୍ୟାନ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅମୃତ ଉଦ୍ୟାନ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…
ଗଞ୍ଜେଇ ଭର୍ତ୍ତି କାର୍ ଜବତ, ଧରାପଡ଼ିଲେ ୩ ଅଭିଯୁକ୍ତ
ବ୍ରହ୍ମପୁର, ୪।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶୟ କ୍ରମେ ଏକ ଟିମ୍ ଶୁକ୍ରବାର ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ଏକ କାର୍କୁ ଜବତ କରିଛି। କାରରୁ ୨୧୦ କେଜି ଗଞ୍ଜେଇ ଜବତ ହୋଇଥିବା ବିଭାଗ…
ମୁଁ ରାଜନୈତିକ ନିର୍ଯାତନାର ଶିକାର: ଟ୍ରମ୍ପ
ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ହାରିବା ସତ୍ତ୍ୱେ କ୍ଷମତାରେ ରହିବାକୁ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୱାଶିଂଟନ ଡିସି କୋର୍ଟରେ ଏକ ଶୁଣାଣି ହୋଇଥିଛି। ଏହି ସମୟରେ ଟ୍ରମ୍ପ ନିଜକୁ ଭାରତୀୟ-ଆମେରିକୀୟ ବିଚାରପତିଙ୍କ ଆଗରେ ନିର୍ଦ୍ଦୋଷ…
କେଶ ରଙ୍ଗ କରୁଥିଲେ ହୁଅନ୍ତୁ ସତର୍କ, ନଚେତ୍ ଭୋଗିବେ ଏପରି ସମସ୍ୟା
ଆଜିର ସମୟରେ ଲୋକମାନେ ଅତ୍ୟାଧୁନିକ ଫ୍ୟାଶନ ପୋଷାକ ପିନ୍ଧିବା, ଟ୍ରେଣ୍ଡି କେଶ କାଟିବା ଇତ୍ୟାଦି କରିଥାନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି କେଶ ରଙ୍ଗ କରିବା। ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ପ୍ରାକୃତିକ କେଶ ରଙ୍ଗରେ ଖୁସି ନୁହନ୍ତି। ଏଭଳି…
ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି: ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର କଲିକତା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏଥିରେ କୁହାଯାଇଥିଲା ଯେ. ପଶ୍ଚିମବଙ୍ଗ ପୋଲିସ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିପାରିବ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ପୀଠ କହିଛନ୍ତି, ଜୁଲାଇ ୨୦ଆଦେଶରେ…
ରାଜ୍ୟ ସଭାରେ ଗୁରୁଦକ୍ଷିଣା ମାଗିଲେ ଅଧ୍ୟକ୍ଷ ଜଗଦୀପ ଧନଖର
ନୂଆଦିଲ୍ଲୀ,୪।୮: ଏଥର ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସା, ଦିଲ୍ଲୀ ନିୟମ ଏବଂ ନହୁ ହିଂସା ସମେତ ଦଳ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଛି, କିନ୍ତୁ ଶୁକ୍ରବାର ରାଜ୍ୟ ସଭାରେ ହସ-ଖୁସିର ମାହୋଲ ଥିଲା। ରାଜ୍ୟ…
ଡ୍ୟାମ୍ ପାଣିରେ ବୁଡ଼ିଲା ୮ ବିସ୍ଥାପିତ ଗାଁ
ଲୋଇସିଂହା,୪।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷା ତାଣ୍ଡବ ରଚିଛି। ଲୋଇସିଂହା ବ୍ଲକରେ ଗତ ତିନିଦିନରେ ୧୬୩ ମିମି ବର୍ଷା ହୋଇଛି। ଗୁରୁବାର ପୂର୍ବାହ୍ନରୁ ବର୍ଷା ଥମିଛି। ହେଲେ ଉପରମୁଣ୍ଡାରେ ଅତ୍ୟଧିକ ବର୍ଷା ଯୋଗୁ ଲୋୟର…
୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ
ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ ଭବାନୀପାଟଣା…
ସୀମା ହେଦରଙ୍କୁ ଟିକେଟ୍ ଦେବା ନେଇ ସଫେଇ ଦେଲେ ଅଠାଓ୍ବାଲେ
ନୂଆଦିଲ୍ଲୀ,୪।୮: ଆଜିକାଲି ପାକିସ୍ତାନୀ ମହିଳା ସୀମା ହେଦର ଏବଂ ତାଙ୍କ ପ୍ରେମିକ ଗ୍ରେଟର ନୋଏଡାର ସଚିନ ମୀନା ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କୁ ଫିଲ୍ମ ଅଫର ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଟିକେଟ୍ ଅଫର୍ ଦିଆଯାଉଛି। ସୀମା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

