Home Left

ଅନୈତିକ ସମ୍ପର୍କ: ଯୁବକଙ୍କୁ ପିଟିପିଟି ମାରିଦେଲେ ବାପ-ପୁଅ

ମୋରଡା,୨୫।୪(ଡି.ଏନ୍‌.ଏ.): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ । ମିଳିଥିବା…

ମ୍ୟାଲେରିଆରୁ ମୁକ୍ତି ପାଇଁ ଆହ୍ବାନ

ଦିନ ଥିଲା ସମଗ୍ର ବିଶ୍ୱରେ ମ୍ୟାଲେରିଆ ଜ୍ୱର ତାହାର କାୟା ବିସ୍ତାର କରିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ବାସ୍ଥ୍ୟ ସମସ୍ୟା କେତେ ନିୟନ୍ତ୍ରଣାଧୀନ ତାହା କହିବା ଅନାବଶ୍ୟକ। ଏଭଳି ଜ୍ୱର ନେଇ ପ୍ରାୟ ଅନେକେ ସଚେତନ। ପ୍ରାରମ୍ଭିକ ଅବସ୍ଥାରୁ ଔଷଧ ଖାଇବା…

ଦୁବଇ ପଳାଇଲେ ଅଶରଫଙ୍କ ଶଳା, ଅତିକଙ୍କ ଓକିଲକୁ ରିମାଣ୍ଡରେ ନେବ ୟୁପି ପୋଲିସ

ଲକ୍ଷ୍ନୌ,୨୫।୪: ଉମେଶ ପାଲ ହତ୍ୟା ଘଟଣାରେ ଅତିକ ଅହମଦଙ୍କ ଓକିଲ ସୌତଲ ହନିଫଙ୍କ ଅଡୁଆ ବଢିବାରେ ଲାଗିଛି। ସୌତଲଙ୍କୁ ପୋଲିସ କଷ୍ଟଡିରେ ନେବାକୁ ଯୋଜନା କରୁଛି। କାରଣ ମାମଲାର ଯାଞ୍ଚ କରିବା ସମୟରେ ପୋଲିସ ଜାଣିବାକୁ ପାଇଛି କି ତାଙ୍କ ଫୋନରୁ…

ପିଏଫ୍‌ଆଇ ଉପରେ ଏନ୍‌ଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି,ବିହାର ସମେତ ୧୭ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୫।୪: ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଏନଆଇଏ ପକ୍ଷରୁ ମଙ୍ଗଳବାର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ଏକକାଳୀନ ଚଢାଉ…

ସେଲ୍ଫି ନେବାବେଳେ ମାଡ଼ି ଆସିଲା ଢେଉ

ପାଣାଜୀ,୨୫।୪: ଗୋଆ ବେଳାଭୂମିରେ ସେଲ୍ଫି ନେଉଥିବା ବେଳେ ଗଭୀର ସମୁଦ୍ରକୁ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳକ ଥିବା ଜଣାପଡିଛି। ମୃତକ ହେଲେ ମହମ୍ମଦ ଅଲି, ଭକିଲ ଅଲି, ସକିନା…

ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୨୫।୪: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ଟୁଇଟରରେ କହିଛନ୍ତି, ରତନ ଟାଟାଙ୍କୁ ‘ଅର୍ଡର ଅଫ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତ ସହିତ ଅଷ୍ଟ୍ରେଲିଆରେ ମଧ୍ୟ…

ଭାରତ ଆସିବେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ: ଏସ୍‌ସିଓ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫।୪: ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗଫୁ ସାମିଲ ହେବେ। ଏନେଇ ଚାଇନା ନିଶ୍ଚିତ କରିଛି। ଏହି ବୈଠକ ୨୭-୨୮ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ…

ଖୋଲୁଛି ପୁରୁଣା ପେଡ଼ି

ଢେଙ୍କାନାଳ,୨୫।୪: ବର୍ଷ ବର୍ଷ ଧରି ଥାନାରେ ଗଡୁଛି ମାମଲା। ଅଧିକାରୀ ବଦଳିଲେ ଥଣ୍ଡା ପଡ଼ିଯାଉଛି ତଦନ୍ତ। ନା ଅଭିଯୁକ୍ତ ଧରାପଡୁଛନ୍ତି ନା ପ୍ରସ୍ତୁତ ହୋଇପାରୁଛି ଫାଇନାଲ ରିପୋର୍ଟ। ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ସେମାନେ ନୂଆ ଅପରାଧ ଘଟାଉଛନ୍ତି।…

ଅବ୍ୟବସ୍ଥା ଘେରରେ ବ୍ୟାଙ୍କ ଶାଖା

କଣିହଁା,୨୫।୪: (ଡି.ଏନ.ଏ) ଅନୁଗୋଳ ଜିଲା କଣିହଁା ବ୍ଲକ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ରେଙ୍ଗାଳି ଶାଖାର ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଅଭିଯୋଗ ହେଉଛି। ପୂର୍ବରୁ ଏହି ଶାଖା କାର୍ଯ୍ୟାଳୟ ରେଙ୍ଗାଳି ବନ୍ଧ ଯୋଜନାର ପ୍ରାଶାସନିକ ଭବନରେ ଦୀର୍ଘ ୪୫ ବର୍ଷ…

ପୂର୍ବାପେକ୍ଷା ଚାଷୀଙ୍କ ଆୟ କମିଛି: କଂଗ୍ରେସ

ଭୁବନେଶ୍ବର, ୨୫ା୪(ବ୍ୟୁରୋ) : ଓଡ଼ିଶା ସରକାର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ୨୦୧୨-୧୩ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି କୃଷକଙ୍କ ଆୟକୁ…

ବାଣୀପଦାରେ ପାଉଁଶ ନ ପକାଇବାକୁ ଦାବି

ମଙ୍ଗୁଳି-ଜଗତପୁର, ୨୫।୪(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ବାଣୀପଦା ପଞ୍ଚାୟତର ସୀମାନ୍ତରେ ଦୀର୍ଘ ମାସ ହେବ ଚୌଦ୍ୱାରସ୍ଥିତ ଏକ ଘରୋଇ କମ୍ପାନୀରୁ ବାହାରୁଥିବା କୋଇଲା ପାଉଁଶ ପକାକୁ ବିରୋଧ କରି ଏଠାରେ ନ ପକାଇବାକୁ ଦାବି ହୋଇଛି। ଏ ନେଇ ସ୍ଥାନୀୟ ସମିତି…

ଟଙ୍କା, ପ୍ରେମ ପ୍ରମୁଖ କାରଣ

ଅନୁଗୋଳ ଅଫିସ,୨୫।୪: ଚୋରା ମଦ ବ୍ୟବସାୟରୁ ମିଳିଥିବା ଲାଭ ଟଙ୍କା ନ ଦେବା ଓ ସହଯୋଗୀଙ୍କ ବାନ୍ଧବୀଙ୍କୁ ପ୍ରେମ ହିଁ ଅନୁଗୋଳ ଥାନା ହୁଲୁରୁସିଂହାର ପ୍ରକାଶ ବେହେରା (୩୮)ଙ୍କ ହତ୍ୟାର ପ୍ରମୁଖ କାରଣ। ଅନୁଗୋଳ ଥାନା ପୋଲିସ ସୋମବାର ଏକ ଖବରଦାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri