Home Left

ସବୁଠୁ ଖୁସି ରାଜ୍ୟ ‘ମିଜୋରାମ’

ଆଇଜଲ୍‌: ମିଜୋରାମ ହେଉଛି ଭାରତର ସବୁଠୁ ଖୁସି ରାଜ୍ୟ। ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କି ଇନ୍‌ଷ୍ଟିଚ୍ୟୁଟ୍‌ର ଷ୍ଟ୍ରାଟେଜି ପ୍ରଫେସର ରାକେଶ କେ ପିଲ୍ଲାନିଆ ତାଙ୍କର ଏହି ଅନୁଧ୍ୟାନରୁ ଜଣାଇଛନ୍ତି। ଏଥିସହ ମିଜୋରାମ ମଧ୍ୟ…

‘ଜଓ୍ବାନ’ ପରେ ଫିଲ୍ମ ‘ଡଙ୍କି’ର ଶୁଟିଂ ଚଳାଇଛନ୍ତି ଶାହାରୁଖ: କଶ୍ମୀରରେ ଆସିଲେ ନଜର

  ମୁମ୍ବାଇ: ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଆଜିକାଲି କିଙ୍ଗ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।…

କେକ୍‌ରେ ‘ଗୁଡ୍‌ବାଏ ଫରଏଭର’ ମେସେଜ

ନୂଆଦିଲ୍ଲୀ: ସାଧାରଣତଃ ଆମେ କେକ୍‌ ମାଧ୍ୟମରେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନେକ ଶୁଭେଚ୍ଛା ବାର୍ତ୍ତା ଦେଇଥାଉ। ହେଲେ ଏଠାରେ ଏକ କେକ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଶୁଭେଚ୍ଛା ବାର୍ତ୍ତା ବଦଳରେ ଲେଖାହୋଇଛି, ‘ୟୁ ଆର୍‌ ଡେଡ୍‌…

ଗଛ ପଡ଼ି କାର ଭାଙ୍ଗିଲା

ଜୟପୁର,୨୫ା୪(ନି.ପ୍ର.): କାଳ ବୈଶାଖୀର ଭୟଙ୍କର ରୂପ ଜୟପୁର ହାଟପଦାଠାରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଓ ବର୍ଷାରେ ଏକ ବିରାଟ ଗଛ ଉପୁଡି ଯାଇଥିଲା  । ଗଛଟି ନିକଟରେ ଥିବା ଏକ କାର ଉପରେ ପଡିବାରୁ ତାହା ସମ୍ପୂର୍ଣ୍ଣ ନଷ୍ଟ…

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନନ୍ଦପୁର,୨୫ା୪(ଡି.ଏନ୍‌.ଏ.): ତାମିଲନାଡ଼ୁରେ ଏକ ପଥର ଖାଦାନରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ମାରଡ଼ା ଗ୍ରାମର ନରସିଂହ କଅଁର(୨୮)। ରବିବାର ଅପରାହ୍ନରେ ନରସିଂହ ପଥର ଖାଦାନରେ କାମ…

କାନ୍ଥ ଚିତ୍ରାଙ୍କନରେ ସୀମିତ ୫-ଟି ବିଦ୍ୟାଳୟ

ମାଲକାନଗିରି,୨୫ା୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟ ୫-ଟିରେ ରୂପାନ୍ତର ହୋଇଛନ୍ତି। ଏଥିପାଇଁ ଆସୁଥିବା ଅନୁଦାନରେ ବିଦ୍ୟାଳୟରେ ଭିତ୍ତିଭୂମି, ପାଠାଗାର, କମ୍ପ୍ୟୁଟର,ଶିକ୍ଷା, ସ୍ମାର୍ଟ କ୍ଲାସ୍‌, ଚିତବିନୋଦନ, କ୍ରୀଡା, ପାନୀୟ ଜଳ, ପରିମଳ, ସୁନ୍ଦର ବଗିଚା, ଶିଶୁ ଉଦ୍ୟାନ, ବିଦ୍ୟାଳୟ…

ଚଢ଼ାଉ ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ କାରବାର

ରାୟଗଡ଼ା(ସ୍ବ.ପ୍ର)/ରାୟଗଡା ଅଫିସ୨୫ା୪: ରାୟଗଡା ସହରଦେଇ ବ୍ୟବସାୟୀମାନେ ଗଞ୍ଜେଇ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କର ଅବକାରୀ ତଥା ସ୍ଥାନୀୟ ପୋଲିସକୁ ତିଳେମାତ୍ର ଭୟ ନ ଥିବା ଭଳି ଜଣାପଡୁଛି। ଜିଲାରେ ନିୟମିତ ଯାଞ୍ଚ…

ମାନବିକତା ଦେଖାଇଲେ ଅର୍ଥମନ୍ତ୍ରୀ

ସୋନପୁର,୨୫।୪(ନି.ପ୍ର.): ବାଇକ୍‌ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ପଠାଇ ମାନବିକତା ଦେଖାଇଛନ୍ତି ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ…

କାଳବୈଶାଖୀ ପ୍ରଭାବ: ଗଛ ପଡ଼ି ଘର ଭାଙ୍ଗିଲା

କୁଆଁରମୁଣ୍ଡା,୨୫।୪(ଡି.ଏନ.ଏ.): ସୋମବାର ଭୋର ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କାଲସୋହରିଆ ପଞ୍ଚାୟତର ୪ ନମ୍ବର ୱାର୍ଡରେ ୨ ଜଣଙ୍କ ଘର ଉପରେ ଗଛ ଡାଳ ପଡି ଭାଙ୍ଗିଯାଇଛି। ଟିଫିଲ କିଣ୍ଡୋଙ୍କ ଖପର ଘର ଉପରେ ଶାଳଗଛ…

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ସେକେଣ୍ଡ ଇନ୍‌ କମାଣ୍ଡର

ରାୟଗଡ଼ା,୨୫।୪(ସ୍ବ.ପ୍ର.)- ରାୟଗଡ଼ା ସହର ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍‌ କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ…

ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା

ନୀଳଗିରି, ୨୫।୪(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ମେଡିକାଲରୁ ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି। ହେଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ ଏବଂ ଆମ୍ବୁଲାନ୍ସ କର୍ମଚାରୀ। ମିଳିଥିବା…

ସୀମାପାର ଆତଙ୍କବାଦର ଅଭ୍ୟାସ କରୁଥିବା ପଡୋଶୀଙ୍କ ସହ ସମ୍ପର୍କ ରଖିବା କଷ୍ଟକର, ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ପନାମା ସିଟି,୨୫।୪: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକା ଗସ୍ତରେ ଅଛନ୍ତି। ଜୟଶଙ୍କର ସୋମବାର(ସ୍ଥାନୀୟ ସମୟ) ପରୋକ୍ଷ ଭାବେ ପାକିସ୍ତାନକୁ କଟାକ୍ଷ କରିଛନ୍ତି ଓ କହିଛନ୍ତି ଏମିତି ଏକ ପଡୋଶୀ ଦେଶ ସହ ଯୋଡି ହେବା କଷ୍ଟକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri