Home Left

୨୭ ଦୋକାନୀଙ୍କୁ ଜରିମାନା

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଦୋକାନ ଓ ଚାନ୍ଦବାଲି ବାଇପାସ୍‌ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନରେ କୋଟପା ଚଢ଼ାଉ କରାଯାଇଛି। ମୋଟ ୨୭ ଦୋକାନୀଙ୍କଠାରୁ ୫,୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମେଡିକାଲ ଛକରେ ୧୬…

କର୍ନାଟକ ବିଧାନସଭା ନିର୍ବାଚନ ଏଏପି ଜାରି କଲା ପ୍ରଥମ ତାଲିକା

ବେଙ୍ଗାଲୁରୁ,୨୦।୩: ଚଳିତ ବର୍ଷ ମେ’ରେ କର୍ନାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବିଭିନ୍ନ ଦଳ ଅଣ୍ଟା ଭିଡ଼ିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଇତିମଧ୍ୟରେ ଆମ…

ତୁର୍କୀରେ ଟ୍ରେନିଂ ନେବେ ନୀରଜ

ନୂଆଦିଲ୍ଲୀ,୨୦ା୩: ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ତୁର୍କୀର ଗ୍ଲୋରିଆ ସ୍ପୋଟର୍‌ସ ଆରେନାଠାରେ ୬୧ ଦିନ ଟ୍ରେନିଂ ନେବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସମ୍ପର୍କରେ ସୂଚନା ଦିଆଯାଇଛି। ୨୫ ବର୍ଷୀୟ ଜାଭେଲନ୍‌ ଥ୍ରୋୟର ଟାର୍ଗେଟ ଅଲିମ୍ପିକ…

ଆଉ ଫିଲ୍ମ କରିବେନି ଏନ୍‌ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ ଲାଇମଲାଇଟ୍‌ରେ ଅଛି। ନିକଟରେ ଅଭିନେତା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଯେଉଁଠାରେ…

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ,୨୦ା୩: ଓ୍ବେଲିଂଟନରେ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଇନିଂସ ସହ ୫୮ ରନ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୪୧୬ ରନ୍‌ ପଛରେ ରହିଥିବା ଶ୍ରୀଲଙ୍କା ଫଲୋଅନ୍‌ ପରେ ୩୫୮ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ପ୍ରଥମ ଟେଷ୍ଟ ଜିତିଥିବା…

ସୁସ୍ଥ ହେବା ପରେ ଏହି କାମ କରିବାକୁ ଚାହୁଁଛନ୍ତି ବିଗ୍‌ ବି’, ଶେୟାର କଲେ ନିଜର ଇଚ୍ଛା

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ବିଗ୍‌ ବି’ ଅଭିନୟଠାରୁ ଆରମ୍ଭ କରି ହୋଷ୍ଟିଂ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ଅଭିନେତା ପୁଣିଥରେ ରାମ୍ପ କରିବାକୁ ଚାହୁଁଛନ୍ତି। ଆଜ୍ଞା ହଁ,…

ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ରବା ଗ୍ରାମରୁ। ଗ୍ରାମଟି କୋରୁକୋଣ୍ଡା ବ୍ଲକ ସଦରଠାରୁ…

ଦେଶରେ ସାମିଲ ହେବ ୧୩୨ ନୂଆ ବିମାନ

ନୂଆଦିଲ୍ଲୀ,୨୦।୩: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ଏୟାରଲାଇନ୍ସ ୨୦୨୪ରେ ଅଧିକ ୧୩୨ ନୂଆ ବିମାନ ସାମିଲ କରିବ। ଏହା ଦ୍ୱାରା ଘରୋଇ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍‌ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏୟାରଇଣ୍ଡିଆ ୫୩ଟି…

ବୁଦ୍ଧ ପାର୍କରେ ମୋଦିଙ୍କ ସହ ବୁଲିଲେ ଫୁମିଓ

ନୂଆଦିଲ୍ଲୀ,୨୦।୨: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ବୁଲୁଥିବାର ନଜର ଆସିଥିଲେ। ସୂଚନାଯୋଗ୍ୟ, ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଏବଂ ଜାପାନର ଅଧ୍ୟକ୍ଷତାରେ…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ବୁଦ୍ଧ ପ୍ରତିମା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କର୍ନାଟକର ଚନ୍ଦନ କାଠରେ ନିର୍ମିତ ଏକ ବୁଦ୍ଧ ପ୍ରତିମୂର୍ତ୍ତିକୁ ‘କଦମଉଡ୍‌ ଜିଲି ବକ୍ସରେ’ ଭିତରେ ଉପହାର ଦେଇଛନ୍ତି। ଏହି ବୁଦ୍ଧ ପ୍ରତିମୂର୍ତ୍ତି ଅତ୍ୟନ୍ତ ସ୍ବତନ୍ତ୍ର କାରଣ ଚନ୍ଦନ ଖୋଦନ କରିବାର…

ପଓ୍ବନ ଖେରାଙ୍କ ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ରାୟ…

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର

ଛତ୍ରପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri