ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲରେ
ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବାଡ଼ି ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍ ଜାତୀୟ ରୋଲ ବଲ୍ ଚାମ୍ପିୟନଶିପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଓଡ଼ିଶା ଦଳ ଇତିହାସ ରଚିଛି। ଓଡ଼ିଶା ରୋଲ୍ ବଲ୍ ଇତିହାସରେ ରାଜ୍ୟ ବାଳକ ଦଳ…
ଛାଡ଼ପତ୍ରକୁ ଗୁଜବ କହିଲେ ଶୋଏବ
କରାଚୀ,୨୬ା୪(ପି.ଟି): ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସହିତ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍। ବିଗତ ୬ ମାସ ହେବ ଉଭୟ ଅଲଗା ହେବା ନେଇ ଚର୍ଚ୍ଚା ହୋଇ ଆସୁଛି। ଏପରିକି ଉଭୟ ଏକତ୍ର…
ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ
କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏପ୍ରିଲ ମାସ ଶେଷ ହେବାକୁ ବସିଥିବାବେଳେ ପ୍ରଥମ ପର୍ଯ୍ୟାୟ ପଙ୍କୋଦ୍ଧାର…
ରେନୋର ନେଶନ ଓ୍ବାଇଡ୍ ସମର କ୍ୟାମ୍ପ
ନୂଆଦିଲ୍ଲୀ,୨୬।୪: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ୭ ଦିନିଆ ନେଶନ ଓ୍ବାଇଡ୍ ରେନୋ ସମର କ୍ୟାମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗାଡ଼ି ବିକ୍ରି ପରବର୍ତ୍ତୀ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି କ୍ୟାମ୍ପର…
ସିକ୍ୟୋର ମିଟର୍ସ ସହ ଏୟାରଟେଲ୍ର ସହଭାଗିତା
ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ସିକ୍ୟୋର୍ ମିଟର୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ଘୋଷଣା କରାଯାଇଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍ ବିଜ୍ନେସ୍ ନିର୍ଦ୍ଦେଶକ ତଥା ସିଇଓ ଅଜୟ ଚିତ୍କାରା କହିଛନ୍ତି, ଆଇଓଟି, ଏୟାରଟେଲ୍ ପାଇଁ…
ଡେଣ୍ଟା ମିତ୍ର ପକ୍ଷରୁ ଡୋର ଷ୍ଟେପ୍ ସର୍ଭିସ
ଭୁବନେଶ୍ୱର,୨୬।୪: ଦେଶର ପ୍ରମୁଖ ଘରୋଇ ଦନ୍ତ ଚିକିତ୍ସାଳୟ ଡେଣ୍ଟା ମିତ୍ର ପକ୍ଷରୁ ନିକଟରେ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଅଭିନବ ସେବା ‘ଡୋର ଷ୍ଟେପ୍ ସର୍ଭିସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଚ୍ଚମାନର ଦନ୍ତ ଚିକିତ୍ସା ଯୋଗାଇବା ତଥା ଦେଶର ଏକମାତ୍ର ଦନ୍ତ…
ଜଳ ପାଲଟିଛି ଜହର
ରାସୋଳ,୨୬।୪(ଡି.ଏନ୍.ଏ.): ନଳକୂପ ପାଣି ଦେହକୁ ହିତ ବୋଲି କହୁଛନ୍ତି। ହେଲେ ଆମ ଗାଁର ନଳକୂପରୁ ବାହାରୁ ଥିବା ପାଣି ବିଷ ପାଲଟିଛି। ଏହାକୁ ପିଇ ଲୋକେ ପୋକମାଛି ଭଳି ମରୁଛନ୍ତି। ଗଲା ୫ ବର୍ଷରେ କିଡ୍ନୀ ରୋଗରେ ୮ଜଣଙ୍କ ଜୀବନ ଗଲାଣି।…
ଆହତଙ୍କୁ ଭେଟିଲେ ଜାତୀୟ ଏସ୍ଟି କମିଶନ ସଦସ୍ୟ
ସମ୍ବଲପୁର,୨୬।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଦଙ୍ଗା ଘଟଣାରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା ଓରଫ କାଳିଆଙ୍କୁ ମଙ୍ଗଳବାର ଜାତୀୟ ଏସ୍ଟି କମିଶନ ସଦସ୍ୟ ଅନନ୍ତ ନାଏକ ଓ ବିଭାଗର ୨ ବରିଷ୍ଠ ଅଧିକାରୀ…
ରିଲାକ୍ସୋ ଫୁଟ୍ୱେର୍ସର ନୂତନ ଟିଭିସି
ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଫୁଟ୍ଓ୍ବେର କମ୍ପାନୀ ରିଲାକ୍ସୋ ଫୁଟୱେର୍ସ ଲିମିଟେଡ୍ର ଲୋକପ୍ରିୟ ବ୍ରାଣ୍ଡ୍ ଫ୍ଲାଇଟ୍ର ନୂତନ ଟିଭିସି ‘ସର ଉଠା କଦମ ବଢ଼ା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଯେତେବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସେମାନଙ୍କ ଜୀବନ ପରାଜିତ ପଥକୁ ନେଇଥାନ୍ତି।…
ଏରିଅଲର ‘ଶେୟାର ଦି ଲୋଡ୍’
ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍ ଏରିଏଲ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଶେୟାର ଦି ଲୋଡ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୧୫ ପରଠାରୁ ଭାରତର ଅଗ୍ରଣୀ ଡିଟରଜେଣ୍ଟ ବ୍ରାଣ୍ଡ୍ ଏରିଏଲ ଘରୋଇ କାର୍ଯ୍ୟରେ ବେଶ୍ ସମାନତା ଆଣିବା…
ଅବହେଳାରୁ ଅଟକିଛି କେନ୍ଦ୍ରୀୟ ବିଦ୍ୟାଳୟ
ଯୋଡ଼ା,୨୬।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ସରକାରଙ୍କ ଅବହେଳା ପଦାରେ ପଡ଼ିଛି। ଏନେଇ ଚମ୍ପୁଆରେ ଆନ୍ଦୋଳନ, ବନ୍ଦ ଡାକରା ପ୍ରଭୃତି ଅଞ୍ଚଳବାସୀ କରିଥିଲେ ହେଁ ଏଯାବତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ବିଦ୍ୟାଳୟ…
ମାରୁତି ସୁଜୁକିର ନ୍ୟୁ ସୁପର କ୍ୟାରି
ନୂଆଦିଲ୍ଲୀ,୨୬।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍(ଏମ୍ଏସ୍ଆଇଏଲ୍)ର ଅପ୍ଗ୍ରେଡେଡ୍ ହାଲୁକା କମର୍ସିଆଲ ଭେଇକିଲ ନ୍ୟୁ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏଥିରେ ମାରୁତି ସୁଜୁକିର ଆଧୁନିକ ୧.୨ ଏଲ୍, କେ-ସିରିଜ ଡୁଆଲ ଜେଟ୍,…
Archives


