‘ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି’
ଭୁବନେଶ୍ୱର, ୨୨ା୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି। ଏଥିସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ କାର୍ଯ୍ୟକାରୀ ହେଉଛି। ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ ହେବା ସମ୍ଭାବନା ରହିଛି। ଦେଶରେ…
ଓଡ଼ିଶାର ସୌନ୍ଦର୍ଯ୍ୟ ତୃତୀୟ
ଭୁବନେଶ୍ୱର,୨୨ା୩(କ୍ରୀଡ଼ା ପ୍ରତିନିଧି): ଅଲ୍ ଇଣ୍ଡିଆ ଚେସ୍ ଫେଡେରେଶନ ଫର୍ ଦି ବ୍ଲାଇଣ୍ଡ (ଏଆଇସିଏଫବି) ଆନୁକୂଲ୍ୟରେ ୧୬ତମ ଜାତୀୟ ଦୃଷ୍ଟିହୀନ ଚେସ୍ ପ୍ରତିୟୋଗିତା ଚଳିତମାସ ୧୩ରୁ ୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଷ୍ଠିତ ଚେସ୍ ତାରକା ତଥା ଗତଥରର…
ରାଣୀ ରାମପାଲ୍ଙ୍କ ନାମରେ ଷ୍ଟାଡିୟମ
ନୂଆଦିଲ୍ଳୀ,୨୨ା୩(ପି.ଟି.): ଭାରତୀୟ ମହିଳା ହକି ଦଳର ଷ୍ଟାର ଖେଳାଳି ରାଣୀ ରାମ୍ପାଲଙ୍କ ନାମରେ ଏକ ହକି ଷ୍ଟାଡିୟମକୁ ନାମିତ କରାଯାଇଛି। ପ୍ରଥମ ମହିଳା ହକି ଖେଳାଳି ଭାବରେ ରାଣୀ ଏଭଳି କୃତିତ୍ୱ ହାସଲ କରିଛନ୍ତି। ଏମ୍ସିଏଫ୍ ରାଏବରେଲିକୁ ପୁନଃନାମିତ କରାଯିବା ସହିତ…
ଆର୍ସିବିକୁ ହରାଇଲା ମୁମ୍ବାଇ
ମୁମ୍ବାଇ,୨୨ା୩(ପି.ଟି.): ଆମେଲିଆ କେର୍ଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଗ୍ରୁପ୍ ପର୍ଯ୍ୟାୟ ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଜିତି ୮ମ୍ୟାଚରୁ ୬ ବିଜୟ ସହିତ ୧୨…
ଦିନିକିଆ କ୍ରିକେଟ ବିଶ୍ୱକପ୍ ଅକ୍ଟୋବର ୫ରୁ
ନୂଆଦିଲ୍ଲୀ, ୨୨ା୩: ଭାରତରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ। ଏକ ରିପୋର୍ଟରେ ଏ ବିଷୟ ପ୍ରକାଶ ପାଇଛି। ଫାଇନାଲ ମ୍ୟାଚ୍ ଅହମଦାବାଦ୍ରେ ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମରେ ଖେଳାଯିବ। ଖବର ଅନୁସାରେ, ଇତିମଧ୍ୟରେ…
ଗଜକେଶରୀ ଯୋଗରେ ହିନ୍ଦୁ ନୂଆବର୍ଷ: ଭାରତ ପାଇଁ ପ୍ରଗତିର ରାସ୍ତା ଖୋଲିବ…
ହିନ୍ଦୁ ନୂଆବର୍ଷ ଚଳିତ ୨୦୨୩ ବର୍ଷ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ରାଜା ବିକ୍ରମାଦିତ୍ୟ ବିକ୍ରମ ସମ୍ବତ ଆରମ୍ଭ କରିଥିଲେ। ଚଳିତବର୍ଷ ହିନ୍ଦୁ ନୂଆ ବର୍ଷରେ ବିକ୍ରମ ସମ୍ବତ ୨୦୮୦ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି। ଏହା ଗଜକେଶରୀ ଯୋଗରେ ଆରମ୍ଭ…
ମିଚେଲ୍ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ
ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ବୁଧବାର ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍ ଜିତିବା ସହିତ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବ। ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍…
ଯନ୍ତ୍ରୀଙ୍କ ଅଗୋଚରରେ ଚାଲିଛି ପୂର୍ତ୍ତ ବିଭାଗ କାର୍ଯ୍ୟ
ନାଉଗାଁ,୨୨।୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଦେଇ ବାଲି ଭଉଁରୀ-ଶିଖରଘାଟ, କୋକିଢ଼ିହ-ତେଲସରା ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଜଗତ୍ସିଂହପୁର ଡିଭିଜନ ଅଧୀନରେ ରହିଛି। କୋକିଡିହ-ତେଲସରା ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯିବା ସହ ନିର୍ମାଣ ଓ ପୁନଃ…
ଭାଜପାରୁ ୩ ନେତା ନିଲମ୍ବିତ
କେନ୍ଦୁଝର,୨୨ା୩ (ଡି.ଏନ୍.ଏ./ସ୍ବ.ପ୍ର.): ଦଳ ବିରୋଧୀ କାଯର୍ର୍ୟ ଅଭିଯୋଗରେ କେନ୍ଦୁଝର ଜିଲାର ୩ ନେତାଙ୍କୁ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ତ୍ରିପାଠୀ,…
ଜଙ୍ଗଲ ଅବକ୍ଷୟମୁଖୀ, ବନ୍ୟପ୍ରାଣୀ ଅସୁରକ୍ଷିତ
ଜଗତ୍ସିଂହପୁର ଅଫିସ,୨୨।୩: ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଶ୍ୱ ବନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ବନ ସଂରକ୍ଷଣ ସାଙ୍ଗକୁ ବନ୍ୟଜନ୍ତୁ, ସରୀସୃପ ଆଦିଙ୍କ ସୁରକ୍ଷା ପାଇଁ ଅଧିକ ଦାୟିତ୍ୱବାନ ହେବା। ସବୁଜ ବଳୟ ସୃଷ୍ଟି…
ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ
ବନ୍ତ,୨୨ା୩(ଡି.ଏନ୍.ଏ.): ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା। ଦଳରୁ ବିଦା ହେଲେ ବିଜେଡିର ୩ ବରିଷ୍ଠ ନେତା। ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ…
ପଛୁଆବର୍ଗଙ୍କୁ ଠକିବା ପାଇଁ ପ୍ରୟାସ କରାଯାଉଛି: ଶ୍ରୀକାନ୍ତ
ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ ଠକିବା ପରେ ପୁଣି ଠକିବା ପାଇଁ ପ୍ରୟାସ କରାଯାଉଛି ବୋଲି ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ…
Archives


