Home Left

ବିଜ୍ଞାନ ପ୍ରଚାର ସମିତି: କୃତି ଓ କୀର୍ତ୍ତି

ଆମ ରାଜ୍ୟରେ ଲୋକପ୍ରିୟ ବିଜ୍ଞାନ ଲେଖକମାନେ ବିଜ୍ଞାନକୁ ଲୋକାଭିମୁଖୀ କରିବାରେ ଉଦ୍ୟମୀ ହେବାର ଯଥେଷ୍ଟ ପୂର୍ବରୁ ପାଠ୍ୟପୁସ୍ତକ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ କରି ଜନସାଧାରଣଙ୍କୁ ବିଜ୍ଞାନ ସହ ପରିଚିତ କରାଇବାରେ ଭିତ୍ତି ସ୍ଥାପିତ ହୋଇସାରିଥିଲା। ପ୍ରଥମାବସ୍ଥାରେ ବିଜ୍ଞାନରେ କୌଣସି ଡିଗ୍ରୀ…

ଗବେଷଣା ଦିଏ ନୂଆ ଧାରଣା

କାଠ, କାଗଜ, ଚିନି, ମାଟି, ପାଣି – ବିଜ୍ଞାନ ଆଖିରେ ଏସବୁ ବସ୍ତୁ। ପ୍ରତ୍ୟେକ ବସ୍ତୁ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ତିଆରି ହୋଇଥାଏ। ସେହି କଣିକାକୁ ‘ଅଣୁ’ (ମୋଲିକ୍ୟୁଲ୍‌) କୁହାଯାଏ। ଅଣୁରେ ସେହି ବସ୍ତୁର ଧର୍ମ ରହିଥାଏ। ଏହାର ଅର୍ଥ,…

ବନ୍ୟାଜଳ କମୁଛି, ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ମହାନଦୀ ଫୁଲୁଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଲକ ଓରବସିଂ ପଞ୍ଚାୟତର ହିରିମୂଳ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମ ପାଣିଘେରରେ ରହିଥିଲା। ଏବେ ଏହି ଗାଁଗୁଡିକରୁ ବନ୍ୟାଜଳ ଧୀାର…

କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କ ପରଲୋକ

ଚେନ୍ନାଇ: କନ୍ନଡ ମୁଭି ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ରାଘବେନ୍ଦ୍ରଙ୍କର ବ୍ୟାଙ୍କକର ଏକ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ସ୍ପନ୍ଦନା ତାଙ୍କ ପରିବାର ସହିତ ଥାଇଲ୍ୟାଣ୍ଡରେ ଥିଲେ। ସ୍ପନ୍ଦନାଙ୍କର ଲୋ…

ମହାନଦୀରେ ବନ୍ୟାଜଳ : ଚାଷୀଙ୍କ ପାଇଁ କାଳ

ବାଙ୍କୀ,୭ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ସାମାନ୍ୟ ବର୍ଷାରେ ବାଙ୍କୀ ବ୍ଲକର ଅବସ୍ଥା ବେହାଲ୍‌ ହୋଇଯାଉଛି। ଏହାର ଉପରମୁଣ୍ଡର ପାଣି ମୁଣ୍ଡଳୀ ବ୍ୟାରେଜ ଦ୍ୱାରା ନିୟନ୍ତ୍ରଣ ହେଉଥିବା ବେଳେ ଅତ୍ୟଧିକ ବର୍ଷା ହେଲେ ବନ୍ୟା ଜଳ ଛଡ଼ା ଯିବା ଯୋଗୁ ଚାଷ ଜମିରେ ବନ୍ୟାଜଳ…

କୁକୁଡ଼ା ଚୋରି ସନ୍ଦେହରେ ନାବାଳକଙ୍କୁ ମିଳିଲା ଏଭଳି ଦଣ୍ଡ: ଭାଇରାଲ ହେଲା ଭିଡିଓ

ଲକ୍ଷ୍ନୌ,୭ା୮: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଫାର୍ମରୁ କୁକୁଡ଼ା ଚୋରି ସନ୍ଦେହରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି…

ପାଣି ଘେରରେ ପାଚଲପୁର

ପିପିଲି,୭।୮(ପ୍ରଭାତ ମହାପାତ୍ର): ଦୟାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗଁା ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଫଳରେ ତାହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଦୁଇ ଦିନ ହେବ ପ୍ରଶାସନ ଏଥିପାଇଁ…

ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଏଲଜି ମନୋଜ ସିହ୍ନା କହିଲେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ

ଶ୍ରୀଗନର,୭।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ହଟାଇବାକୁ କେନ୍ଦ୍ରର ନିଷ୍ପତ୍ତି ହେବାର ୪ ବର୍ଷ ବିତିଛି। ଅଗଷ୍ଟ୫, ୨୦୧୯ରେ ଏହାକୁ ହଟାଯିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦାବି କରିଛି ଯେ ରାଜ୍ୟରେ ଶାନ୍ତି, ବିକାଶ ଏବଂ ସମୃଦ୍ଧତା ବୃଦ୍ଧି ପାଇବ। ଜମ୍ମୁ-କଶ୍ମୀରର…

ରାହୁଲଙ୍କ ଲେଉଟାଣିକୁ ନେଇ କଂଗ୍ରେସ ଖୁସି ହେଲେ ୩ ବଡ ନେତା ଦୁଃଖି: ସୁଶୀଲ ମୋଦି

ନୂଆଦିଲ୍ଲଈ,୭।୮: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରାଇ ଦିଆଯାଇଛି। ‘ମୋଦୀ ସରନେମ’ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ନେଇ ନିଷ୍ପତ୍ତି ଶୁଣାଇବା ପରେ ଲୋକ ସଭା ସଚିବାଳୟ ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ସଦସ୍ୟତା…

ଜଗା ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା କାର୍‌

ପଟାଙ୍ଗି,୭ା୮(ଶରତ ଧଳ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଛି ଏକ ଅଘଟଣ। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା…

ଚାଇନା ବନ୍ୟାରେ ୧୪ ମୃତ

ବେଜିଂ,୭।୮: ଚାଇନାରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଠାରେ ଟାଇଫୁନ ଡୋକସୁରି ଯୋଗୁଁ ହୋଇଥିବା ବନ୍ୟାରେ ଶୁଲାନ ସହରରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଫୁଜିଆନ ପ୍ରଦେଶରେ ଘୁର୍ଣ୍ଣିଝଡ଼…

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକେ ଜାଣନ୍ତିନି ଇତିହାସ-ଭୂଗୋଳ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୭।୮: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ଅଜ୍ଞାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନେ ଜାମ୍ମୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?