‘କାୟମ ଚୂର୍ଣ୍ଣ ଆଡ୍ଭାନ୍ସ ଗ୍ରାନୁଲ୍ସ’
ନୂଆଦିଲ୍ଲୀ,୨୮।୪: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ସଂସ୍ଥା ତଥା ଦୀର୍ଘ ୫୦ ବର୍ଷ ହେବ ଶେଠ୍ ବଦ୍ରର୍ସ ଦ୍ୱାରା ନିର୍ମିତ ଅତିପ୍ରିୟ ଆୟୁର୍ବେଦ ଔଷଧ କାୟମ ଚୂର୍ଣ୍ଣର ନୂତନ ଉତ୍ପାଦ ‘କାୟମ ଚୂର୍ଣ୍ଣ ଆଡ୍ଭାନ୍ସ ଗ୍ରାନୁଲ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା…
ବେଦାନ୍ତକୁ ଆଉ ଏକ ଜାତୀୟସ୍ତରୀୟ ସ୍ବୀକୃତି
ଭୁବନେଶ୍ୱର,୨୮।୪: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍(ଝାରସୁଗୁଡ଼ା)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଝାରସୁଗୁଡ଼ାଠାରେ ଥିବା ସ୍ପେଶାଲ ଇକୋନୋମିକ୍ ଜୋନ୍ (ସେଜ୍) ମଧ୍ୟରେ ଥିବା କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ଆଲୁମିନିୟମ ଷ୍ଟିୱାର୍ଡଶିପ୍ ଇନିସିଏଟିଭ୍ (ଏଏସ୍ଆଇ) ପ୍ରଦର୍ଶନ…
ନବରଙ୍ଗପୁରରେ ମାଓବାଦୀ ସକ୍ରିୟ
ନବରଙ୍ଗପୁର,୨୮।୪(ବି.ପ୍ର.): ଛତିଶଗଡ଼ ଦାନ୍ତଓ୍ବୋଡ଼ାଠାରେ ବୁଧବାର ମାଓବାଦୀ ଆକ୍ରମଣରେ ଡିଆର୍ଜିର ୧୦ ଯବାନ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହ ସୀମାନ୍ତ ଜିଲା ନବରଙ୍ଗପୁରରେ ଏସ୍ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ…
ମାଓବାଦୀ ଭୟରେ ଜନ୍ମମାଟିକୁ ଯାଇପାରିିଲାନି ପାର୍ଥତ୍ବ ଶରୀର
ମାଲକାନଗିରି,୨୮ା୪(ଡି.ଏନ୍.ଏ.): ଛତିଶଗଡ଼ର ଅରଣପୁର ଥାନା ଅଞ୍ଚଳରେ ବୁଧବାର ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୧୦ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ। ଗୁରୁବାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ସଲାମି ଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ…
ଶିଶୁଯତ୍ନ କେନ୍ଦ୍ରରେ ବିବାହ ବନ୍ଧନରେ ପୂଜା-ପ୍ରମୋଦ
ସମ୍ବଲପୁର,୨୮ା୪(ବ୍ୟୁରୋ): ସମ୍ବଲପୁର ସହରର ଧନକଉଡାସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ଗୁରୁବାର ଏକ ଭିନ୍ନ ବାତାବରଣ ଦେଖିବାକୁ ମିଳିଥିଲା। ଏଠାକାର ଅନ୍ତେବାସୀ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀ ଯେତିକି ଖୁସି ଥିଲେ, ସେତିକି ଭାବପ୍ରବଣ ହୋଇପଡ଼ୁଥିବା ବାରିହୋଇ ପଡୁଥିଲା। କାରଣ ପ୍ରାୟ ୨୦ବର୍ଷରୁ…
ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଜରୁରୀ
ନୂଆଦିଲ୍ଲୀ,୨୮ା୪: ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗ୍ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଆଲୋଚନାରେ ସାମିଲ ହୋଇଛନ୍ତି। ଭାରତ-ଚାଇନା ସମ୍ପର୍କ ବୃଦ୍ଧି ପାଇଁ ସୀମାରେ…
୧୨ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ହତ୍ୟା
ବ୍ୟାଙ୍କକ୍,୨୮ା୪: ଥାଇଲାଣ୍ଡର ଜଣେ ଗର୍ଭବତୀ ମହିଳା ତାଙ୍କର ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୩ରୁ ୪୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନଙ୍କୁ ୨୦୨୦ ଡିସେମ୍ବରରୁ ୨୦୨୩ ଏପ୍ରିଲ ମଧ୍ୟରେ ହତ୍ୟା କରାଯାଇଛି।…
କ୍ଷମତା ପାଇଁ ଆଇନକୁ ବଳି
ପାଟନା/ନୂଆଦିଲ୍ଲୀ,୨୮ା୪: ଗ୍ୟାଙ୍ଗ୍ଷ୍ଟରରୁ ରାଜନେତା ସାଜିଥିବା ଆନନ୍ଦ ମୋହନ ସିଂଙ୍କୁ ବିହାରର ସହର୍ଷ ଜେଲରୁ ଗୁରୁବାର ଭୋର ୩ଟାରେ ମୁକ୍ତ କରାଯାଇଛି। ୨୯ ବର୍ଷ ପୂର୍ବେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ…
ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲେ ଯୁବକ, ସୁରଟରୁ ହେଲେ ଗିରଫ
ହିଞ୍ଜିଳିକାଟୁ,୨୭ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ସଚିନା ଗାଁର ନରେଶ ପ୍ରଧାନଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ…
ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଫେରିଲେ ୨୪୬ ଭାରତୀୟ
ମୁମ୍ବାଇ,୨୭ା୪ : ସୁଦାନରେ ସେନା ସଂଘର୍ଷ ଲାଗିରହିଥିବା ବେଳେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଅପରେଶନ କାବେରୀ ସୋମବାର ଆରମ୍ଭ ହୋଇଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୩୬୭ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚି ଥିବା ବେଳେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ୨୪୬…
କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ହେବ ୨୨ ରାଲି
ବେଙ୍ଗାଲୁରୁ,୨୭ା୪: କର୍ନାଟକ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବା। ଏନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋର୍ଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ତାରିଖରୁ କର୍ନାଟକ ପ୍ରଚାରର ମଙ୍ଗ ଧରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଦିନରେ…
ଲାଞ୍ଚ ମାମଲା: ପୂର୍ବତନ ମହିଳା ସରପଞ୍ଚଙ୍କୁ ୨ ବର୍ଷ ଜେଲ
ସୁନ୍ଦରଗଡ଼,୨୭।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ ଗୁରୁବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କୁ ୨ବର୍ଷ ଜେଲ ସହ ୨ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ଅଧିକ…
Archives


