Home Left

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବ୍ୟବସାୟୀ, ଯାତ୍ରୀ ଅସନ୍ତୁଷ୍ଟ

କୋରାପୁଟ,୨୮।୪(ସ୍ବ.ପ୍ର.): କୋରାପୁଟ ଜିଲା ସଦର ମହକୁମାସ୍ଥିତ ବସ୍‌ଷ୍ଟାଣ୍ଡରେ ଦୈନଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ସେମାନେ ବସ୍‌ ପାଇଁ ଏଠାରେ ଅପେକ୍ଷା କରନ୍ତି। କିନ୍ତୁ କୋରାପୁଟ ସହରର ମଧ୍ୟସ୍ଥଳରେ ଥିବା ବସ୍‌ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ…

ମହିଳା ଏସ୍‌ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ: ଦୋଷ ମୁକ୍ତ ପୋଇଁ ଅଭିଯୋଗକାରୀଙ୍କୁ ଅପହରଣ

ପାରଳାଖେମୁଣ୍ଡି,୨୮।୪(ବ୍ୟୁରୋ): ରକ୍ଷକ ସାଜିଲା ବକ୍ଷକ। ମହିଳା ଏସ୍‌ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା ପରେ ତାକୁ ଫେରାଇ ଦେଇଥିଲେ । ସ୍ଥାନୀୟ ଖବରଦାତାଙ୍କଙ୍କ ହସ୍ତକ୍ଷେପ ପରେ ଟଙ୍କା…

ଏପରି ପୁରୁଷଙ୍କୁ ବହୁତ ପସନ୍ଦ କରନ୍ତି ମହିଳା, ସବୁକିଛି ଛାଡ଼ିବାକୁ ରହିଥାନ୍ତି ପ୍ରସ୍ତୁତ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ନିଜ…

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟ ସଭା ଏମ୍‌ପି ବ୍ରଜଲାଲ, ଝାଡଖଣ୍ଡ ରାଜ୍ୟ ସଭା ଏମ୍‌ପି…

ବହୁ ପ୍ରତୀକ୍ଷିତ ଫିଲ୍ମ ପୋନ୍ନିୟିନ ସେଲଭାନ-୨ ରିଲିଜ

ମୁମ୍ବାଇ: ମଣି ରତ୍ନମଙ୍କ ଫିଲ୍ମ ପୋନ୍ନିୟିନ ସେଲଭାନର ପ୍ରଥମ ଭାଗ ଖୁବ୍‌ ଚର୍ଚ୍ଚାରେ ଥିଲା। ଇତି ମଧ୍ୟରେ ଶୁକ୍ରବାର ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଏହି ଫିଲ୍ମକୁ…

ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ: ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ହେଉଛି। ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ ଓ ବୈଧ ତାରିଖ ରହୁନି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଣପଞ୍ଜିକୃତ ସଂସ୍ଥା ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…

ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୨୮ା୪ (ଡି.ଏନ୍‌.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି। ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଭା କମିଟି ସଚିବ ସାଇନାଥ କହିଛନ୍ତି, କେନ୍ଦ୍ର…

ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା

ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ ଲାଗିରହିଛି ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ରାସ୍ତାଘାଟ ସମସ୍ୟା। ବର୍ଷାଦିନେ ଗ୍ରାମଗୁଡିକ ବାହ୍ୟଜଗତରୁ…

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୨୮।୪: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପହଞ୍ଚିଥିବା ସୂଚନା ମିଳିଛି। ସିବିଆଇ ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ସାକ୍ଷୀ ଭାବେ…

ରାମ ମନ୍ଦିର ଗର୍ଭ ଗୃହରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଆସିଲା ସାମ୍ନାକୁ

ଅଯୋଧ୍ୟା,୨୮।୪: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦିନ ରାତି ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ମନ୍ଦିରର ପ୍ରଥମ ଭାଗ ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଉଛି। ଏବେ ମନ୍ଦିରର ଗର୍ଭ ଗୃହରେ ଭଗବାନ ରାମଙ୍କ…

ନୀତୀଶଙ୍କୁ ଝଟକା: ଜେଡିୟୁ ନେତା ଅଜୟ ଆଲୋକ ଭାଜପାରେ ସାମିଲ

ପାଟନା,୨୮।୪: ଜେଡିୟୁର ପୂର୍ବତନ ମୁଖପାତ୍ର ଅଜୟ ଆଲୋକ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ ଭାଜପାର ସଦସ୍ୟତା ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ…

ହାତୀ ନ ଥାଇ ବାଜୁଛି ସାଇରନ୍‌

ଢେଙ୍କାନାଳ ଅଫିସ,୨୮।୪: ହାତୀଙ୍କ ଉପସ୍ଥିତି ନାହିଁ। ତଥାପି ମନକୁ ମନ ବାଜୁଛି ସାଇରନ୍‌। ହାତୀ ଥିବା ଭୟରେ ଯାନବାହନ, ଯାତ୍ରୀ ଅଯଥାରେ ଅଟକି ରହୁଛନ୍ତି, ଯାହାକୁ ନେଇ ଢେଙ୍କାନାଳ ଜିଲା ୫୫ନଂ. ଜାତୀୟ ରାଜପଥରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri