Home Left

ମଣିପୁରର କଂଗ୍ରେସ ନେତାଙ୍କୁ ଭେଟିଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ,୭ା୮: ମଣିପୁରରୁ ଆସିଥିବା କଂଗ୍ରେସ ନେତାମାନଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମଣିପୁରର କଂଗ୍ରେସ ନେତାମାନଙ୍କ ମଧ୍ୟରେ ପୂର୍ବତନ…

ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ: ଏସ୍‌ପିଙ୍କୁ ଜଣାଇଲେ ପରିବାର, ଗ୍ରାମବାସୀ

ଜୟପୁର, ୭ା୮ (ପବନ ପାଣିଗ୍ରାହୀ): ଏକ ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ ରହିଥିବା ନେଇ ସୋମବାର କୋରାପୁଟ ଏସ୍‌ପି ଅଭିନବ ସୋନକାରଙ୍କ ନିକଟରେ ଅଭିଯୋଗ ହୋଇଛି। କୋଟପାଡ ଥାନା ଯମୁନାଗୁଡା ଗ୍ରାମବାସୀ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏସ୍‌ପି ଅଭିଯୋଗ ଶୁଣାଣି…

ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିବା ଘଟଣା: ଗିରଫ ହେଲେ ଫାଣ୍ଡି ଅଧିକାରୀ

ଜୟପୁର,୭ା୮(ପବନ ପାଣିଗ୍ରାହୀ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ରବିବାର ଧରାପଡିଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ସୋମବାର ଗିରଫ କରାଯାଇଛି। ସେ ସେଠାରେ ଏସ୍‌ଆଇ ରୂପେ କାର୍ଯ୍ୟ କରୁଥିଲେ। ସେ ଏକ ମାମଲାକୁ ରଫାଦଫା କରିଦେବାକୁ ଛତ୍ରିପୁଟ ଗ୍ରାମର କୃଷ୍ଣ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ୍‌ ଖାନଙ୍କ ଦଳ

ଇସଲାମାବାଦ, ୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁକ୍ତି ପାଇଁ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ସୋମବାର ଏକ ଆଇନଗତ ଲଢେଇ ଆରମ୍ଭ କରିଛି। ତୋଶାଖାନା ମାମଲାର ଦଳ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ପୁନର୍ବିଚାର ପାଇଁ ଦାବି କରିଛି। ଇମ୍ରାନ୍‌…

ଲାଞ୍ଚ ଦେଲେନି ବୋଲି ଆବାସ ମିଳିଲାନି

ଭଦ୍ରକ, ୭।୮ (ସନାତନ ରାଉତ): ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ୍‌ ପଡ଼ିଥିବାରୁ ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତ ମୀରାମହଲା ଗ୍ରାମର ସେକ୍‌ ସାହିର ମହମ୍ମଦ ସୋମବାର ପରିବାର ସହ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ସେ ଅଭିଯୋଗ…

କମ୍ବୋଡିଆର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ହୁନ ମାନେଟ

ଫନୋମ ପେନ (କମ୍ବୋଡିଆ),୭।୮: କମ୍ବୋଡିଆର ରାଜା ନୋରୋଡମ ସିହମୋଣି ଦେଶର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ପୁଅ ହୁନ ମାନେଟଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ହୁନ ସେନଙ୍କ ଦଳ ବିଜୟ…

ଗଛପଡ଼ି ଭାଙ୍ଗିଗଲା ଘର

କୁଚିଣ୍ଡା,୭ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ବାମରା ବ୍ଲକ ଅନ୍ତର୍ଗତ ଜରାବଗା ପଞ୍ଚାୟତ କର୍ଲିଆଡିହି ଗ୍ରାମର ବିଧବା ବେଙ୍ଗ ଖଡିଆ(୬୫)ଙ୍କ ଘର ଉପରେ ଗଛ ପଡି ଭାଙ୍ଗିଯାଇଛି। ସ୍ବର୍ଗତ କାର୍ତ୍ତିକ ଖଡ଼ିଆଙ୍କ ସ୍ତ୍ରୀ ବେଙ୍ଗ ବହୁ କଷ୍ଟରେ ଏକ ଝାଟିମାଟି କୁଡିଆ…

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୭ା୮: ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ସୋମବାର ପ୍ରକାଶ ପାଇଛି। ୪ ଉପସଭାପତି ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା କର୍ତ୍ତାର ସିଂ ରହିଛନ୍ତି। କର୍ତ୍ତାର…

ବାୟୁସେନାର ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୨ ସେନା କର୍ମଚାରୀଙ୍କ ମୃତ୍ୟୁ

କଲମ୍ବୋ,୭।୮: ଶ୍ରୀଲଙ୍କା ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କା ବାୟୁସେନା କମାଣ୍ଡର ଏୟାର ମାର୍ଶଲ ଉର୍ଡନୀ ରାଜପକ୍ଷ କହିଛନ୍ତି ଯେ, ପାଇଲଟମାନଙ୍କୁ…

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସମ୍ଭାବନା ରହିଛି। ଅଗଷ୍ଟ ୮ ରୁ ୧୦ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ତେବେ ଆଲୋଚନାର…

କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ରୂପସା,୭।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକର ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଭଦ୍ରସିଆ ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?