Home Left

ପୁନଶ୍ଚ ଏକତ୍ରିତ ହେବା: ପ୍ରମାଣରୁ ବାସ୍ତବ ପାଇଁ

ବିଶ୍ୱରେ ସବୁଠାରୁ ଉଚ୍ଚରେ ରହିଛି ମା’ ସ୍ଥାନ। ଏପରି କି କବି କହିଛନ୍ତି-ମୁଁ ତ କେବେ ଭଗବାନଙ୍କୁ ଦେଖିନାହିଁ, ମାତ୍ର ମୁଁ ନିଶ୍ଚିତ ଯେ ଭଗବାନଙ୍କ ରୂପ ମୋ ମା’ଙ୍କ ରୂପଠାରୁ କଦାପି ଅଲଗା ନୁହେଁ। ଗୋଟିଏ ସନ୍ତାନ ଗର୍ଭ ସଞ୍ଚାର…

ବରଗଡ଼ ଅରୁନ୍ଧତୀ ଜୁଏଲର୍ସର ୪ର୍ଥ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ବରଗଡ଼ସ୍ଥିତ ବରଗଡ଼ ଅରୁନ୍ଧତୀ ଜୁଏଲର୍ସର ୪ର୍ଥ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ଏହି ସଫଳ ଯାତ୍ରାରେ ସାଥ୍‌ ଦେଇଥିବା…

ଡା. ଅର୍ଥୋକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ ସମ୍ମାନ

ନୂଆଦିଲ୍ଲୀ,୫।୫ ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ଡା. ଅର୍ଥୋକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଡା. ଅର୍ଥୋକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ-୨୦୨୩ ସମ୍ମାନ ପ୍ରଦାନ…

ସର୍ବିଆରେ ଗୁଳିକାଣ୍ଡ: ୮ ମୃତ

ବେଲଗ୍ରେଡ,୫।୫: ସର୍ବିଆର ମ୍ଲାଡେନୋଭାକ ସହରର ଡୁବୋନା ଅଞ୍ଚଳରେ ବିଳମ୍ବିତ ରାତିରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।…

୯ରେ ଖୋଲିବ ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଆଇପିଓ

ନୂଆଦିଲ୍ଲୀ,୫।୫:ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ମେ ୯ ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହା ଜରିଆରେ କମ୍ପାନୀ ପ୍ରାୟ ୩୨୦୦ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି…

ଚାଇନା ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ବେନାଉଲିମ, ୫।୫: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସମ୍ପର୍କରେ ଦୁଇ ରାଷ୍ଟ୍ରର ପ୍ରତିନିଧି କଥା ହୋଇଥିବା କୁହାଯାଉଛି। ଗୋଆର…

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ ଦିନ ଏକାଠି କମ୍ପାନୀ ପରିଚାଳନା କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଛି, ଯେଉଁ…

ଜାତି ଜନଗଣନା ଉପରେ ହାଇକୋର୍ଟଙ୍କ ରୋକ

ପାଟନା, ୫ା୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଜାତି ଜନଗଣନା ବିରୋଧରେ ଦାଏର ୩ଟି ଜନସ୍ବାର୍ଥ ମାମଲାର ଶୁଣାଣି…

ନିଶା ପାଇଁ ନେଉଛନ୍ତି ନିଷିଦ୍ଧ ଇଞ୍ଜେକ୍ସନ

ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା, ୫।୫: ନିଦ୍ରାହୀନତା, ବାନ୍ତି, ମୁଣ୍ଡବ୍ୟଥା, ଶରୀରରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଏ ଫୋର୍ଟୱିନ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ। ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହେଉଥିବା ପୀଡ଼ା ଏବଂ ବାନ୍ତିକୁ ରୋକିବାରେ ଏହା ବିଶେଷ…

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ ସଂଖ୍ୟା ହେଉଛି ୪୦%ରୁ କମ୍‌। ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ…

ପାହାଡ ଭୁଶୁଡିବା ଯୋଗୁ ବନ୍ଦ ରହିଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୫।୬: ବଦ୍ରିନାଥ ରାଜପଥରେ ଥିବା ହେଲଙ୍ଗର ପାହାଡ ଭୁଶୁଡିବା ଯୋଗୁ ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବଦ୍ରିନାଥ ଯାତ୍ରା ବନ୍ଦ କରି ଦେଇଥିବା ସୂଚନା ମିଳିଛି। ଗୌଚର, କର୍ଣ୍ଣପ୍ରୟାଗ ଏବଂ ଲଙ୍ଗାସୁରେ ପ୍ରତିବନ୍ଧକ ଲଗାଇ ସତର୍କତା ସ୍ବରୂପ…

ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ

ବାଲିଗୁଡ଼ା,୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri