ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ ୨।୫(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ…
‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ,୪।୫: ନିଜର ଜବରଦସ୍ତ ଅଭିନୟରେ ଚର୍ଚ୍ଚାରେ ରହୁଥିବା ଅନୁପମ ଖେର ପୁଣି ଥରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ ପ୍ରସ୍ତୁତ ହେଲେଣି। ଖୁବ ଶୀଘ୍ର ତାଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟ ୬୯’ ରିଲିଜ ହେବାକୁ ଯାଉଛି। ଅନୁପମଙ୍କ ଏହି ଫିଲ୍ମର ଫାଷ୍ଟ୍…
କଲ୍ କରିବା ଆଳରେ ଲୁଟିନେଲେ ଫୋନ୍
ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜଧାନୀରେ ଡକାୟତି କମିବାର ନାଁ ନେଉ ନାହିଁ। ଗୁରୁବାର ଜଣେ ଛାତ୍ରଙ୍କ ଠାରୁ କଲ୍ କରିବା ବାହାନାରେ ମୋବାଇଲ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ। ଛାତ୍ର ଜଣକ ମୋ ବସ୍କୁ…
ସମୂହ ଇସ୍ତଫା ଦେଲେ ପ୍ରାଣୀ ଚିକିତ୍ସକ
କେନ୍ଦୁଝର,୪ା୫(ସ୍ବ.ପ୍ର.): ପ୍ରାଣୀ ଚିକିତ୍ସକଙ୍କ ୧୦ ଦଫା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଗୁରୁବାର ଚରମ ସୀମାରେ ପହଞ୍ଚିଛି। ସେମାନେ ଆଜି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦ୍ୱାରା ମତ୍ସ୍ୟ ଓ ପଶୁପାଳନ ବିଭାଗର ପ୍ରମୁଖ ଶାସନ…
ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍ ଅଛନ୍ତି କହିଲେ ଶ୍ରଦ୍ଧା
ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍ କରନ୍ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ…
୧୧ ସ୍ମାର୍ଟ ବିଦ୍ୟାଳୟକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଦାରିଙ୍ଗବାଡି,୪।୫(ଡି.ଏନ.ଏ): କନ୍ଧମାଳ ଜିଲାରେ ଗୁରୁବାର ୭୭ଟି ରୂପାନ୍ତରୀକରଣ କରାଯାଇଥିବା ବିଦ୍ୟାଳୟକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ଘାଟନ କରାଯାଇଛି। ସେଥି ମଧ୍ୟରେ ଦାରିଙ୍ଗବାଡି ବ୍ଲକର ୧୧ଟି ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଗୁରୁବାର ଗୁମାଗଡ଼ ଓ ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା…
ଟ୍ରାକ୍ଟର ଓଲଟି ୪ ମୃତ, ୪ ଗୁରୁତର
ଚିତ୍ରକୋଣ୍ଡା,୪।୫(ଡି.ଏନ୍.ଏ): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫଳରେ ବଡପଦର ଗ୍ରାମ ଶୋକାକୁଳ ହୋଇପଡିଛି । ପାପରମେଟେଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତ…
ଚାପିଦେଲା ହାଇଓ୍ବା, ୩ ଡ୍ରାଇଭର ମୃତ
କେନ୍ଦୁଝର,୪ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ରାଙ୍କି ନିକଟ ୨୦ ନଂ. ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ହାଇଓ୍ବା ଗାଡ଼ି ଚାପି ଦେବାରୁ ୩ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଗାଁ ଆଡୁ ଯୋଡ଼ା ଖଣି ଅଞ୍ଚଳ ଅଭିମୁଖେ ଯାଉଥିବା ଏକ ୧୬…
ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ଖରାପ ହୋଇଯାଇଥିଲା ଚେହେରା: ପ୍ରିୟଙ୍କା
ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଇଣ୍ଟରନାଶନାଲ ଷ୍ଟାର। କେବଳ ନିଜ ଦେଶ ବା ବଲିଉଡରେ ନୁହେଁ ଏବେ ହଲିଉଡରେ ବି ପ୍ରିୟଙ୍କା ଜଣେ ଆଗଧାଡିର କଳାକାର। ଏବେ ସେ ତାଙ୍କ ଓ୍ବେବ ସିରିଜ ‘ସିଡାଟେଲ’ର ଖୁବ ପ୍ରମୋଶନ କରିବା ପରେ…
‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ
ମୁମ୍ବାଇ: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ ପ୍ୟାନ…
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ
ବେଗୁନିଆପଡ଼ା, ୪।୫(ଡି ଏନ ଏ) : ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ବିଶ୍ବମ୍ବର ବେହେରା। ଡା. ବେହେରା ଗୁରୁବାର କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ୫ଟି ଅଧିନରେ ଚାଲିଥିବା ବିଭିନ୍ନ…
ଗଞ୍ଜାମ ଜିଲା ମଙ୍ଗଳ ଅଧିକାରୀ ହେଲେ ମଧୁସ୍ମିତା ମହାପାତ୍ର
ଛତ୍ରପୁର,୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ମଙ୍ଗଳ ଅଧିକାରୀ ଭାବେ ମଧୁସ୍ମିତା ମହାପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହା ପୂର୍ବରୁ ସେ କଟକ ଜିଲାରେ କାର୍ଯ୍ୟ କରୁଥିଲେ। ଏସି,…
Archives


