ଏମ୍ଭିଏରେ କୌଣସି ଦ୍ୱନ୍ଦ୍ୱ ନାହିଁ: ସ୍ପଷ୍ଟ କଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୧୪।୮: ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାୱାରଙ୍କ ସହ ସାକ୍ଷାତକୁ ନେଇ ମହା ବିକାଶ ଅଗାଡି (ଏମ୍ଭିଏ)ରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି। ପାୱାର…
ୱାଗନର୍ ଗ୍ରୁପ ପାଇଁ ପ୍ରଚାର କରିବା ଅଭିଯୋଗରେ ୨ ରୁଷିଆ ନାଗରିକ ଗିରଫ
ୱାର୍ସୋ,୧୪।୮: ୱାଗନର୍ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ ଏବଂ ପୋଲାଣ୍ଡର ଦ୍ୱିତୀୟ ବୃହତ୍ତମ ସହର କ୍ରାକୋରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି। ସୋମବାର…
ଇତିହାସରେ ପ୍ରଥମ: ଦାଢି-ପଗଡ଼ିି ସହ ଆମେରିକାର ମେରାଇନ କର୍ପସ ତାଲିମ ଶେଷ କଲେ ଶିଖ ଯୁବକ
ଓ୍ବାଶିଂଟନ୍,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ ମେରାଇନ କର୍ପସ ନିଯୁକ୍ତି ତାଲିମ ସମାପ୍ତ କରି ଜସକିରନ ସିଂ ଇତିହାସ ରଚିଛନ୍ତି।…
ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ଶୁକ୍ରବାର ହେବ ଯାଞ୍ଚ
ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ତଥା ଏମ୍ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର ଅଧୀର ରଞ୍ଜନଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରିବ। ଲୋକ ସଭା…
ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୧୪।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର ୫୦ ହଜାର ମୁଚଲିକା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା ବ୍ୟତିତ…
ରାଜ୍ୟପାଳଙ୍କ ଚା’ପାର୍ଟିକୁ ବର୍ଜନ କରିବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ
ଚେନ୍ନାଇ,୧୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟପାଳ ଆର.ଏନ ରବିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଷ୍ଟାଲିନ ସୋମବାର କହିଛନ୍ତି ଯେ, ତାମିଲନାଡୁ ସରକାର ସ୍ବାଧୀନତା ଦିବସରେ ରାଜ୍ୟପାଳ ଆର.ଏନ ରବିଙ୍କ ପ୍ରୋ-ନିଟ୍ ଷ୍ଟାଣ୍ଡକୁ ବିରୋଧ କରି ତାଙ୍କ ଦ୍ୱାରା…
ଆବାସ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା
ଭଦ୍ରକ,୧୪।୮(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଡ଼ିଆ ଗ୍ରାମର ଅକ୍ଷୟ ସେଠୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ନିକଟରେ ପ୍ରକାଶ ପାଇଥିବା ଆବାସ…
ୟୁପି ଉପନିର୍ବାଚନ: ଘୋଷି ଆସନରୁ ଦାରା ସିଂ ଚୌହାନଙ୍କୁ ପ୍ରାର୍ଥୀ କଲା ଭାଜପା
ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାନଚ ପାଇଁ ଭାଜପା ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଦାରା ସିଂ ଚୌହାନଙ୍କୁ ଟିକେଟ୍ ଦେଇଛି। ଦଳ ଦାରା ସିଂ ଚୌହାନ ସମାଜବାଦୀ ପାର୍ଟି ଛାଡି ସୁଭାସପା…
ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ
ପାଟଣା,୧୪।୮(ବିର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଡ଼ାବାରଚୁଆ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟ ଭଞ୍ଜ ସେନା କର୍ମକର୍ତ୍ତା ଧରି ପୋଲିସ ଜିମା ଦେଇଛନ୍ତି।…
ଉପକାରୀ ସଜନା ଶାଗ
ନିଜକୁ ସୁସ୍ଥ ତଥା ଫିଟ୍ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଭିଟାମିନ୍ଯୁକ୍ତ ଖାଦ୍ୟ ଖାଉଥାଉ। ସେଗୁଡ଼ିକ ମଧ୍ୟରୁ ସଜନା ଶାଗ ଅନ୍ୟତମ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ ଖାଦ୍ୟ…
ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ
ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି…
ଏସିଆ କପ ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ନମ୍ବର -୧ ଟିମ୍ ହୋଇପାରେ ପାକିସ୍ତାନ, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୧୪।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ବାବଆଜାମଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ପାକିସ୍ତାନ ଦଳ ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ନମ୍ବର -୧ ସ୍ଥାନ ହାସଲ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି।…

