ସରକାରୀ ଜାଗାରୁ ଚାକୁଣ୍ଡା ଗଛ ଦୁର୍ବୃତ୍ତ କାଟିଦେଲେ
ପଟ୍ଟାମୁଣ୍ଡାଇ, ୩୧ା୩ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ସହର ବାଇପାସ୍ ନିକଟରୁ କେତେଜଣ ଦୁର୍ବୃତ୍ତ ଏକ ବଡ଼ ଚାକୁଣ୍ଡା ଗଛକୁ କାଟିଦେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ କାଠଗଣ୍ଡି…
ଭାରତକୁ ୬୦ ବଳକା ଜଳହସ୍ତୀ ପଠାଉଛି କଲମ୍ବିଆ
କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ସରକାର ଏକ ଅଭିଯାନ ଆରମ୍ଭ…
ଘରଚଟିଆଙ୍କୁ ବାସ ମିଳୁନି
ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି।…
୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ
ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ କରାଯାଇଛି। ଶିକାରୀଙ୍କ ବାର୍ହା ଫାଶରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ…
ରାସ୍ତାକଡ଼ରେ ଗଜା ଗଛ ଗୋଦାମ
କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ…
‘କଂଧାର, ତକ୍ଷଶିଳା, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଥିଲୁ ଆମେ, ବହୁତ ବଡ ଥିଲା ଭାରତ’: ରିଜିଜୁ
ନୂଆଦିଲ୍ଲୀ,୩୧ ।୩: କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଭାରତୀୟ ସଂସ୍କୃତିର ପ୍ରଭାବ ଦେଶର ବର୍ତ୍ତମାନ ଭୌଗୋଳିକ ସୀମାଠାରୁ ବହୁତ ବଡ । ଅନେକ ଲୋକ ଜାଣନ୍ତି ନାହିଁ, ଭାରତର ପ୍ରଭାବିତ କ୍ଷେତ୍ର ଆଜି ତୁଳନାରେ ବହୁତ ବଡ ଥିଲା ।…
ଜୟ ଜଗନ୍ନାଥ, ଜୟ ମା’ ସମଲେଇ
ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଶଙ୍ଖ ମୋ ଗର୍ବ ପରେ ବିଜୁ ଜନତା ଦଳ ନେତାମାନେ ଜୟ ଜଗନ୍ନାଥ କହି ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତେବେ ପଶ୍ଚିମ ଓଡ଼ିଶା ବିଜେଡି ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ସହିତ ଜୟ ମା ସମଲେଇ କହୁଥିବା ନେଇ…
‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’
କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀରାମ ନବମୀ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କଟକ ରେଳଷ୍ଟେଶନଠାରେ ଭଦ୍ରକ-ନୟାଗଡ଼ ଟାଉନ୍…
ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ
ବରୀ,୩୧।୩(ଡି.ଏନ.ଏ.): ବରୀ ଶିକ୍ଷା ମଣ୍ଡଳ ଅଧୀନ ଅଲିଆବାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍କେ ଜାଭିରଉଦ୍ଦିନ ପରୀକ୍ଷା ସମୟରେ ନିଜ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପରୀକ୍ଷା ଚାଲିଥିବାରୁ କେତେଜଣ ଛାତ୍ରୀଛାତ୍ର ପରୀକ୍ଷା ନ ଦେଇ ଫେରି ଆସିଥିଲେ।…
ସମର୍ଥ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି
ଭୁବନେଶ୍ବର, ୩୧ା୩(ବ୍ୟୁରୋ):ଝାରସୁଗୁଡ଼ା ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରଓ୍ବାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ ପରେ ହତ୍ୟା କରାଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାକୁ ନେଇ ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା…
ଏପ୍ରିଲ ୩ ପର୍ଯ୍ୟନ୍ତ ଜାରି ରହିବ ବର୍ଷା, ଉତ୍ତର ପ୍ରଦେଶରେ ଅରେଞ୍ଜ ଆଲର୍ଟ
ନୂଆଦିଲ୍ଲୀ,୩୧ ।୩: ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ସମାନ୍ୟ କମ ହୋଇଯାଇଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ ପର୍ଯ୍ୟନ୍ତ ବର୍ଷା ସହ ପବନ…
ଯୁବକଙ୍କୁ ମାରି ପୋଖରୀରେ ଫୋପାଡ଼ିଦେଲେ
ରସୁଲପୁର,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହକୁ ପୋଲିସ ଗୁରୁବାର ଏକ ପରିତ୍ୟକ୍ତ ପୋଖରୀରୁ ଜବତ କରିଛି। ଏ ନେଇ ମୃତ ଯୁବକଙ୍କ ଦାଦା ନୀଳମଣି ଲେଙ୍କା ତାଙ୍କ ପୁତୁରାକୁ ମାରି…
Archives


