Home Left

ଅରୁଣାଚଳ ପ୍ରଦେଶ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ଚିନ୍ତାରେ ଚାଇନା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଅମିତ ଶାହା ଅରୁଣାଚଳ ପ୍ରଦେଶ…

କୁଶୁମୁଣ୍ଡି ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

  ଟେନସା,୧୦।୪(ଡି. ଏନ. ଏ.): ସୁନ୍ଦରଗଡ଼ ଜିଲା କୋଇଡା ବନାଞ୍ଚଳର କୁଶୁମୁଣ୍ଡି ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ ପଡିରହିଛି। ମୃତ ହାତୀ ଛୁଆର ବୟସ ତିନିରୁ ଚାରି ବର୍ଷ ବୋଲି ଜଣାପଡିଛି। ଘଟଣାସ୍ଥଳରେ ମା’ ହାତୀ ଜଗି ରହିଥିବା ଦେଖିବାକୁ…

ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଚଣ୍ଡିଗଡ,୧୦।୪: ପଞ୍ଜାବ ପୋଲିସକୁ ଏକ ବଡ ସଫଳତା ମିଳିଛି। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କୁ ସୋମବାର ଗିରଫ କରାଯାଇଛି। ଅନ୍ୟପଟେ, ମାର୍ଚ୍ଚ ୧୮ରୁ ଫେରାର ଥିବା ଅମ୍ରିତପାଲଙ୍କୁ ପୋଲିସ ଖୋଜୁଛି। ସୂଚନା ଅନୁଯାୟୀ, ପଞ୍ଜାବ ପୋଲିସ…

ଆପତ୍ତିଜନକ ଟୁଇଟ୍‌ ମାମଲା: କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ନିର୍ମାତା

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍‌ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅପରାଧିକ ଅବମାନନା ମାମଲାରେ ନିର୍ଦ୍ଦେଷରେ ଖଲାସ କରିଥିବା…

ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ

କାବୁଲ,୧୦।୪: ଆଫଗାନିସ୍ତାନର ଫୌଜାବାଦରେ ସୋମବାର ସକାଳ ପ୍ରାୟ ୮ଟା୨୩ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଫୌଜାବାଦର ୮୬ କିଲୋମିଟର ଦକ୍ଷିଣ-ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ତେବେ ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟି…

ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍‌ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର…

ବିମଳ କୁମାର ପଣ୍ଡା ଗଞ୍ଜାମ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ

ଛତ୍ରପୁର,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ହୋଇଛନ୍ତି ବିମଳ କୁମାର ପଣ୍ଡା । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାର…

ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ଏନେଇ ବିଇଓ ଏବଂ ଡିଇଓ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ପ୍ରତି କ’ଣ…

୧୦୫କେଜି ଗଞ୍ଜେଇ ଜବତ: ବନ୍ଧାହେଲେ ୭ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୦।୪: ଗଜପତି ଜିଲା ମୋହନା ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ୍‌କୁ ଅବକାରୀ ଟିମ୍‌ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୋଇନ୍ଦା ବିଭାଗକୁ ଖବର ମିଳିଥିଲା। ଏନେଇ ଅବକାରୀ ଡେପୁଟି…

କୁକୁର କାମୁଡ଼ାରେ କୁଟୁରାର ମୃତ୍ୟୁ

ରାୟଗଡ଼ା,୪।୧୦(ସ୍ବ.ପ୍ର): କୁକୁର କାମୁଡ଼ାରେ ଗୁରୁତର ଆହତ ହୋଇ ଉଦ୍ଧାର ହୋଇଥିବା କୁଟୁରାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ଜେଏସ୍‌କୋ ଜଙ୍ଗଲ ପରିସରରେ ଏକ କୁଟୁରା ଆହତ ହୋଇ ପଡ଼ିଥିବା ସାମାଜିକ କର୍ମୀ ଆପଲସ୍ବାମୀ କାଡ୍ରାକାଙ୍କୁ ଖବର…

ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…

ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର ଏସମ୍ପର୍କରେ…

ଗର୍ଭସ୍ଥ ଶିଶୁଙ୍କୁ ରହିଥାଏ କରୋନା ଭୟ, ମସ୍ତିଷ୍କ କରିଦେବ ଅକାମୀ: ସର୍ଭେ ରିପୋର୍ଟ

ମିଆମି,୧୦ା୪: ମିଆମି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, କରୋନା ସମ୍ପର୍କୀତ ଦୁଇଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ଭୂତାଣୁ ମା’ଙ୍କ ପ୍ଲେସେଣ୍ଟା ପାର୍‌ ହୋଇ ଶିଶୁର ମସ୍ତିଷ୍କରେ ପହଞ୍ଚି କ୍ଷତି ଘଟାଇଛି। ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିବା ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri