ଅତିକ-ଅଶ୍ରଫଙ୍କ ହତ୍ୟା ପରେ ଆଲର୍ଟରେ ୟୁପି ପୋଲିସ, ଗୁଜବ ଉପରେ ଧ୍ୟାନ ନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ହତ୍ୟା କରାଯାଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲର୍ଟ ମୋଡରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର…
ଆଇପିଏଲ୍ ଖେଳିଲେ ଯାଆଁଳା ଭାଇ
ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି ଯାଆଁଳା ଭାଇ। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଡୁଆନ ଜାନସେନ।…
୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅତିକ-ଅଶ୍ରଫଙ୍କ ୩ ହତ୍ୟାକାରୀ
ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଶନିବାର ଅତିକ-ଅଶ୍ରଫଙ୍କୁ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଡାକ୍ତରୀ ପରୀକ୍ଷା କରାଇବାକୁ ନେବା ବେଳେ ପୋଲିସ…
୧୧ ବର୍ଷ ପରେ ପିବିକେଏସ୍କୁ ଫେରିଲେ ହରପ୍ରୀତ ସିଂ ଭାଟିଆ
ନୂଆଦିଲ୍ଲୀ,୧୬।୪: ଆଇପିଏଲର ୧୬ ତମ ସିଜିନର ୨୧ ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇ ୨ ଉଇକେଟରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି।…
ମୟଙ୍କ ଯାଦବଙ୍କ ସ୍ଥାନରେ ଖେଳିବେ ଅର୍ପିତ ଗୁଲେରିଆ
ନୂଆଦିଲ୍ଲୀ,୧୬।୪: ନିକଟରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଖେଳାଳୀ ମୟଙ୍କ ଯାଦବ ଆହତ ହୋଇଥିଲେ। ତେବେ ଆହତ କାରଣରୁ ମୟଙ୍କ ପୂରା ସିଜିନ ଖେଳିପାରିବେ ନାହିଁ। ଇତି ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୟଙ୍କ ଯାଦବଙ୍କ ରିପ୍ଲେସମେଣ୍ଟକୁ ନେଇ ଏକ ଘୋଷଣା କରିଛି।…
ମ୍ୟାଚ ପରେ ଅନୁଷ୍କାଙ୍କୁ ଇସାରା କରିଥିଲେ କୋହଲି, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୬।୪: ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍ରେ ପରାସ୍ତ କରିଛି। କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ପରେ କୋହଲି ନିଜେ ଗ୍ରାଉଣ୍ଡରୁ ଷ୍ଟାଡିୟମରେ ବସିଥିବା ଅନୁଷ୍କାଙ୍କୁ…
ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ
ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ସୋମବାର ଏବଂ ମଙ୍ଗଳବାର ୨ ଦିନ ବନ୍ଦ…
ଅତିକ-ଅଶରଫ ହତ୍ୟା ମାମଲା: ଅସନ୍ତୁଷ୍ଟ ଭାଜପା ହାଇକମାଣ୍ଡ ଦେଲେ କଡା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୬।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ଗୁଳି କରି ହତ୍ୟା କରାଯିବା ପରଠାରୁ ରାଜନୈତିକ ଜଗତରୁ ଲଗାତାର ପ୍ରତିକ୍ରିୟାମାନ ଆସୁଛି। ଶାସକ ଓ ବିରୋଧି ସମସ୍ତେ ଏହି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି।…
କେଜରିଓ୍ବାଲଙ୍କୁ ସିବିଆଇର ପଚରା ଉଚରା ଜାରି, ଏଏପି ଡାକିଲା ଏମରଜେନ୍ସି ବୈଠକ
ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅବକାରି ନୀତି ଘୋଟାଲା ମାମଲାରେ ପଚରା ଉଚରା ପାଇଁ ରବିବାର ସିବିଆଇ ସାମ୍ନାରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଗାଡିରେ ସିବିଆଇ ଅଫିସ ପହଞ୍ଚିଛନ୍ତି। ତେବେ ଏହି ମାମଲାରେ କାଳେ ସିବିଆଇ କେଜରିଓ୍ବାଲଙ୍କୁ ଆରେଷ୍ଟ…
ଗୋଆରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ପାଣାଜୀ, ୧୬।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଗୋଆରେ ପହଞ୍ଚିଛନ୍ତି। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏବଂ ଅନ୍ୟ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଅମିତ ଶାହା ଦଳ କାର୍ଯ୍ୟକର୍ତ୍ତାଙ୍କ ସହ…
ସଡ଼କ ଦୁର୍ଘଟଣାରେ ପାକିସ୍ତାନ ମନ୍ତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି
ଇସଲାମାବାଦ,୧୬।୪: ପାକିସ୍ତାନର ଧାର୍ମିକ ମାମଲାର ମନ୍ତ୍ରୀ ତଥା ଜମିୟତ ଉଲେମା-ଏ-ଇସଲାମ(ଫଜଲ)ର ନେତା ମୁଫତି ଅବଦୁଲ ଶକୁରଙ୍କର ଇସଲାମାବାଦର ରେଡ ଜୋନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଡନ ରବିବାର ଏହି ସୂଚନା ଦେଇଛି। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ,…
ବୟଫ୍ରେଣ୍ଡଙ୍କ ସହ ଗ୍ରୀଷ୍ମ ଛୁଟି କାଟିବାକୁ ବାହାରିଲେ ଜାହ୍ନବୀ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶେଖର ପହାଡିଆଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବାକୁ ରବିବାର ସକାଳେ ମୁମ୍ବାଇ ଛାଡ଼ିଥିବାର ନଜର ଆସିଥିଲେ। ମୁମ୍ବାଇରେ ପ୍ରବଳ ଗରମ ହେଉଥିବାରୁ ଜାହ୍ନବୀ ଏକ ଓଭରସାଇଜ୍…
Archives


