Home Left

ଅବୈଧ ବିବାହରୁ ଜନ୍ମିତ ପିଲା ପୈତୃକ ସମ୍ପତ୍ତିରୁ ଭାଗ ପାଇବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୯: ଅବୈଧ ବିବାହରୁ ଜନ୍ମିତ ପିଲା ତାଙ୍କ ମାଆବାପାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏଭଳି ବିବାହରୁ ଜନ୍ମିତ ପିଲା ବୈଧ ଓ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ସେମାନେ ପୈତୃକ ସମ୍ପତ୍ତିରେ ଅଧିକାର ଦାବି…

ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହ ଜବତ

ମଙ୍ଗୁଳି-ଜଗତପୁର,୧।୯(ମାନସ ସାମଲ)- ଜଗତପୁର ଥାନା ଅଧୀନ ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହକୁ ଜଗତପୁର ପୋଲିସ ଶୁକ୍ରବାର ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ପଠାଟିରେ ସାଧାରଣ ଲୋକଙ୍କ ଚଳାଚଳ ନ ଥିବାରୁ…

ବ୍ରିଜ୍‌ରେ ଝୁଲି ରହିଲା ହାଇୱା

ବାରଙ୍ଗ,୧।୯(ଲିଙ୍ଗରାଜ ରାଉତ): ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡକୁ ଧକ୍କାଦେଇ ଝୁଲି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ। ପ୍ରକାଶ…

ଦିନକରେ ୨ ମୃତଦେହ ଜବତ

କଟକ ସଦର,୧।୯(ସୁଶାନ୍ତ ଜେନା) କିଶନ ନଗର ଥାନା ଅଞ୍ଚଳରେ ଶୁକ୍ରବାର ପୋଲିସ ୨ଟି ମୃତଦେହକୁ ଜବତ କରିଛି। ଏ ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସିଙ୍ଘାଳ ଗ୍ରାମର…

ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା ପୂର୍ବରୁ…

ପିଜି ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୧।୯(ଅସମାପିକା ସାହୁ) : ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଚତୁର୍ଥ ପର୍ଯ୍ୟାୟ ପିଜି ନାମଲେଖା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ମନୋନୀତ ଛାତ୍ରୀଛାତ୍ର ଆସନ୍ତା ୪ ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ତେବେ ରବିବାର ଦିନ…

ଘୋଡ଼ାରେ ଯାଆନ୍ତି ସ୍କୁଲ

ଗାନ୍ଧୀନଗର: ସାଧାରଣତଃ ପିଲାମାନେ ଚାଲିକରି, ସାଇକେଲରେ କିମ୍ବା ସ୍କୁଲ ଭ୍ୟାନରେ ସ୍କୁଲ ଯାଇଥାନ୍ତି। ହେଲେ ଜଣେ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ପ୍ରତିଦିନ ଘୋଡ଼ାରେ ବସି ସ୍କୁଲ ଯାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ସୁରଟ ଜିଲାର ବାରଡୋଲି…

ନିୟମଗିରି ପାଦଦେଶରେ ଆଦିବାସୀଙ୍କ ମେଳି

ମୁନିଗୁଡା,୧।୯(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ପୋଲିସ ନିରୀହ ଆଦିବାସୀଙ୍କୁ ଉଠାଇନେଇ ନିର୍ଯାତନା ଦେବା ସହ ମିଥ୍ୟା ମାମଲାରେ ଛନ୍ଦି ଜେଲ ପଠାଉଥିବା ଘଟଣାକୁ ନେଇ ନିୟମଗିରି ପାଦଦେଶରେ ଥିବା ଡଙ୍ଗରିଆଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ରାୟଗଡ଼ା ଜିଲା…

ଏହି କାରଣ ପାଇଁ ଜାନୁୟାରୀ ୨୬ରେ ରିଲିଜ୍‌ ହେବ ‘ୱାର୍‌ ୨’

ମୁମ୍ବାଇ: ଫିଲ୍ମ ‘ୱାର୍‌ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ ଜୁନିୟର ଏନ୍‌ଟିଆର୍‌ ନଜର ଆସିବେ ବୋଲି ଜାଣିବାକୁ ମିଳିଥିଲା। ଏବେ ନିର୍ମାତା ଆଉ ଏକ…

କେନ୍ଦୁପତ୍ର ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ରେଢାଖୋଲ,୧ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ବନଖଣ୍ଡ ମୋବାଇଲ ଟିମ୍‌ ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ହେଲେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଳିଥିବା ସୂଚନା ମୁତାବକ, ଓଆର୍‌୧୫ଆର-୫୦୮୬ନଂ.…

ମଦ ପିଇବାକୁ ଟଙ୍କା ନଦେବାରୁ ସାବତ ମା’ଙ୍କୁ ଆକ୍ରମଣ କଲେ ପୁଅ

ଭୁବନେଶ୍ୱର,୧।୯(ସୂର୍ଯ୍ୟକାନ୍ତ ବେହେରା): ମଦ ପିଇବାକୁ ଟଙ୍କା ନ ଦେବାରୁ ସାବତ ମା’ଙ୍କୁ ମାଡ ମାରିବା ସହ ଇଟାରେ ଆକ୍ରମଣ କଲେ ପୁଅ । ଏଭଳି ଘଟଣା ଏୟାରପୋର୍ଟ ଥାନା ଅନ୍ତର୍ଗତ କେଳାସାହିରେ ଘଟିଛି। ଅଭିଯୋଗ ପରେ ସମ୍ପୃକ୍ତ ପୁଅଙ୍କୁ ଗିରଫ କରି…

ଟେନିସରୁ ଇଜନରଙ୍କ ଅବସର

ନ୍ୟୁୟର୍କ,୧ା୯: ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚରେ ପରାଜୟ ପରେ ଆମେରିକାର ଟେନିସ ଖେଳାଳି ଜନ୍‌ ଇଜନର ଟେନିସରୁ ଅବସର ନେଇଛନ୍ତି। ବର୍ତ୍ତମାନ ତାଙ୍କୁ ୩୮ବର୍ଷ ବୟସ ହୋଇଛି। ଖେଳକୁ ଗୁଡ୍‌ ବାଏ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?