Home Left

ପ୍ରେମ ନୁହେଁ ବନ୍ଧୁତା

ସୈଫ ତନୟା ସାରାଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ହେଲେ କ’ଣ ପାଇଁ ଜାଣନ୍ତି ? ସେ କୁଆଡେ ଏବେ ପ୍ରେମରେ ପଡିଯାଇଛନ୍ତି। ହେଲେ ଯେତେବେଳେ ଏହି କଥା ତାଙ୍କ କାନରେ ବାଜିଲା ସେ ଆଉ ଚୁପ୍‌ ହୋଇ ବସି ରହିପାରିଲେ…

ହୋମ୍‌ସିକ୍‌ ରଶ୍ମିକା

ରଶ୍ମିକା ମନ୍ଦାନା ଏବେ ହୋମ୍‌ ସିକ୍‌ ହୋଇପଡିଛନ୍ତି। ତେଲୁଗୁ ଫିଲ୍ମ ‘ରେନ୍‌ବୋ’ର ଶୁଟିଂରୁ ବ୍ରେକ୍‌ ମିଳିବା ମାତ୍ରେ ସେ ସିଧା ଘର ମୁହଁା ହୋଇଛନ୍ତି। ଏବେ ପାଖାପାଖି ଦୁଇ ସପ୍ତାହ ଶୁଟିଂ ବନ୍ଦ ରହିବ। ତେଣୁ ଏହି ସମୟକୁ ସେ ପରିବାର…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଞ୍ଚିଲେ ଟିକାୟତ

ନୂଆଦିଲ୍ଲୀ,୨୮।୫: ଜାତୀୟ ରାଜଧାନୀ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଲଢେଇ ଜାରି ରହିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ପହଞ୍ଚି ଏହି ପ୍ରତିବାଦରେ ସମ୍ପୃକ୍ତ କୃଷକ ଏବଂ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଗାଜିପୁର ସୀମାରେ ଚାଷୀଙ୍କୁ ସମ୍ବୋଧିତ କରିବାବେଳେ…

ଲାଲ୍‌ ସଲାମ

ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ କେତେ ଲୋକପ୍ରିୟ ତାହା କହିବା ଅନାବଶ୍ୟକ। ତାଙ୍କ ଅଭିନୀତ ଫିଲ୍ମ ଶୁଟିଂ ଆରମ୍ଭ ହେବା ସମୟରୁ ହିଁ ଆଲୋଚନାର ପରିସରକୁ ଆସିଥାଏ। ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଏହି ବରିଷ୍ଠ ତଥା…

ପଞ୍ଚାନନଙ୍କ ଚିତ୍ର ଦୁନିଆ

କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। କିନ୍ତୁ ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା। ପିଲାଟିଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । କେବେ…

ବିସ୍ମୟ ମଣିଷ

କୁହାଯାଏ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ। ତା’ ମଧ୍ୟରେ ଭରି ରହିଥାଏ ଅସୀମ ଶକ୍ତି। ହେଲେ ଅନେକ ସମୟରେ ସେ ଅଜ୍ଞ ଥାଏ ନିଜ ଭିତରର ସେଇ ଶକ୍ତି ସମ୍ପର୍କରେ। ଯେବେ ସେ ନିଜର ସେଇ ସୁପ୍ତ ଶକ୍ତିକୁ ଅନୁଭବ…

ଆଇସ୍‌କ୍ରିମ

ଖରାଦିନେ ଥଣ୍ଡା ଥଣ୍ଡା ଆଇସ୍‌କ୍ରିମ ଖାଇବାକୁ ଭାରି ଇଛା ହୁଏ। ଛୋଟରୁ ବଡ଼ ସମସ୍ତଙ୍କର ଇଏ ପ୍ରିୟ। ଏହାର ଶୀତଳତା ଓ ସ୍ବାଦ, ଦେହମନକୁ ଖୁସି କରିଦିଏ। ହେଲେ ଜାଣନ୍ତି କି ଏହାକୁ ପ୍ରଥମେ କିଏ ଓ କେବେ ତିଆରି କରିଥିଲେ?…

ଘରେ ଦର୍ପଣକୁ କିପରି ରଖିବେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବାକୁ ନେଇ ଦର୍ପଣର ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଯେହେତୁ ଉତ୍ତର ଦିଗର…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଜାରି

ମୋରଡା,୨୮।୫(ଡି.ଏନ.ଏ): ମୟୁରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମ୍ମୁଖରେ ଏକ ପଡିଆରେ କିଛି ଯୁବକ ମଦ ପିଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଭିଡିଓ ଭାଇରାଲ ହୋଇଛି l…

୨ କୋଟି ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଚିତ୍ରକୋଣ୍ଡା,୨୮।୫(ଡି.ଏନ.ଏ): ଚିତ୍ରକୋଣ୍ଡା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକାଙ୍କ ଠାରୁ ମିଳିଥିବା ସୂଚନାନୁଯାଇ ଜଙ୍ଗଲରେ ଚୋରାଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତିରେ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, କୌଣସି ଏକ ବିଶ୍ବସ୍ତ ସୂଚନା…

ଫେଲ୍‌ ମାରିଛି ଗାଈ ଗୁହାଳ ଯୋଜନା

ଡୁଙ୍ଗୁରିପାଲି,୨୮ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ଫେଲ୍‌ ମାରିଛି ସରକାରଙ୍କ ଗାଈ ଗୁହାଳ ଯୋଜନା। ଖୋଲାଆକାଶ ତଳେ ଗାଈ ରଖୁଛନ୍ତି ଚାଷୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୈଇଦୁପାଲି ଗ୍ରାମ ପଞ୍ଚାୟତ ବଡ଼ ଫଟାମୁଣ୍ଡା ଗ୍ରାମରେ ା ଗ୍ରାମର ହାରାଧନ ଭୁଏ…

ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

ରାଞ୍ଚି,୨୮।୫: ଝାଡଖଣ୍ଡରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଧନବାଡ ଜିଲାର ବାରଓ୍ବାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ଝିଅଙ୍କ ମୃତ୍ୟୁ ଘଟିଛି। ସେହିପରି ଜାମସେଦପୁର ବେହେରାଗୋଡା ଏବଂ ଗୁମଲା ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri