Home Left

ଫଡନଭିସଙ୍କୁ ଚେତାବନୀ ଦେଲେ ଆନ୍ଦୋଳନକାରୀ

ପୁଣେ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନରେ ବସିଥିବା ଲୋକଙ୍କ ଉପରେ ଲାଠିଚାର୍ଜ ମାମଲାକୁ ନେଇ ବିରୋଧାଭାଷ ଉଠିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ମରାଠା ମୋର୍ଚ୍ଚା ଏବଂ ସଂଗଠନ ସହ ଜଡିତ ଲୋକଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଛି।…

ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ

ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା ବେଳେ ହଠାତ୍‌ ଏକ ବିରାଟ ବଡ଼ ଡାଳ ତାଙ୍କ ବାମପଟ ଗୋଡ଼ରେ ଘଷି ହୋଇଯିବାରୁ…

କ୍ରିକେଟରେ ଫ୍ଲପ୍‌, ହକିରେ ହିଟ୍‌ ଟିମ୍‌ ଇଣ୍ଡିଆ: ପାକିସ୍ତାନକୁ ହରାଇଲା…

ନୂଆଦିଲ୍ଲୀ,୩ା୯: ଭାରତୀୟ ପୁରୁଷ ହକି ଦଳ ଏସିଆ କପ ଫାଇଭସ୍‌ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ପେନାଲ୍ଟି ଶୁଟଆଉଟରେ ଭାରତ ୨-୧ରେ ଜିତିଥିଲା। ଫୁଲ ଟାଇମ ଶେଷରେ ମ୍ୟାଚ ୪-୪ ଡ୍ରରେ ଶେଷ ହୋଇଥିଲା, ଯେଉଁ କାରଣରୁ ଫଳାଫଳ…

ଟିଏମସିକୁ ଝଟକା, ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ

କୋଲକାତା,୩।୯: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରୟ ଭାଜପାରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମିତାଲି ରୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ…

ଏକ ଦେଶ ଏକ ନିର୍ବାଚନ କମିଟିକୁ ଜୟରାମ ରମେଶ କହିଲେ ‘କର୍ମକାଣ୍ଡିୟ’

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଓକିଲାତି କରିଥିଲେ।…

ପ୍ରସିଦ୍ଧ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକଙ୍କ ପରଲୋକ

ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ସଠିକ। କାରଣ ମୃତ୍ୟୁ ଖବର ତାଙ୍କ ପରିବାର ପରିବାର ଦ୍ୱାରା ନିଶ୍ଚିତ ହୋଇଛି।…

ବ୍ୟାଗ୍‌ରୁ ଏମିତି ପର୍ସ ଚୋରି କରୁଛି ବିଲେଇ, ଭିଡିଓ ଦେଖିଲେ…

ମଣିଷ ଚୋରି କରିବା ଶୁଣିଥିବେ। କିନ୍ତୁ ଏକ ବିଲେଇ ଯେ, ଚୋରି କରେ ତାହା ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ବିଶ୍ୱାସ କରିବେ। ଗୋଟିଏ ବିଲେଇ ବ୍ୟାଗ୍‌ରୁ କିପରି ଢଙ୍ଗରେ ପର୍ସ ଚୋରି କରୁଛି ତାହା…

କୋହଲି-ରୋହିତଙ୍କୁ ଅପମାନିତ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୯: ଏସିଆ କପ୍‌ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି। ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନ ଥିଲା, କିନ୍ତୁ ପାକିସ୍ତାନର ଶାହିନ ଆଫ୍ରିଦି, ନସିମ ଶାହା ଏବଂ ହରିସ ରୌଫ ଚମତ୍କାର ପ୍ରଦର୍ଶନ କରିଥିଲେ।…

ତିରିଶ ବର୍ଷର ମନୋମାଳିନ୍ୟ ଭୁଲି ଏକାଠି ହେଲେ ସନ୍ନି-ଶାହାରୁଖ

ବମ୍ବେ: ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ତିରିଶ ବର୍ଷର ମନୋମାଳିନ୍ୟ ଭୁଲିଛନ୍ତି ଶାହାରୁଖ ଖାନ୍‌ ଏବଂ ସନ୍ନି ଦେଓଲ। ଉଭୟ ଅଭିନେତା ଏକାଠି ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଝଲକ ‘ଗଦର ୨’ର ସଫଳତାକୁ ନେଇ…

ଦେବାଶିଷଙ୍କୁ ଡବଲ୍ସ ଟାଇଟଲ୍‌

ଭୁବନେଶ୍ୱର,୩।୯(ସରୋଜ ଜେନା): ରାଜ୍ୟର ପ୍ରତିଭାବାନ ଯୁବ ଟେନିସ୍‌ ତାରକା ଦେବାଶିଷ ସାହୁ ତେଲଙ୍ଗାନାରେ ଅନୁଷ୍ଠିତ ଆଇଟିଏଫ୍‌ ଜୁନିୟର ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ରନର ଅପ୍‌ ହୋଇଥିବା ବେଳେ ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ହାଇଦ୍ରାବାଦର ଅଜିଜ ନଗର ସ୍ଥିତ…

ଏହି ଗାଁରେ ସ୍ମାର୍ଟଫୋନକୁ ନେଇ ରହିଛି କଡ଼ା ନିୟମ, ରିଲ୍‌ କଲେ ବି କାର୍ଯ୍ୟାନୁଷ୍ଠାନ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ମାତାପିତାଙ୍କୁ ବିବ୍ରତ କରୁଥିବା ଦେଖିଥିବେ ଯେ, ପିଲାମାନେ ଫୋନ୍‌ ସ୍କ୍ରିନ୍‌କୁ ନ ଦେଖିଲେ ଖାଦ୍ୟ ଖାଆନ୍ତି ନାହିଁ, ଘର ବାହାରେ ଖେଳିବା ପରିବର୍ତ୍ତେ ସେମାନେ ଫୋନ୍‌ରେ ଖେଳ ଖେଳନ୍ତି। ଏଥି ସହିତ କିଛି ପିଲା…

‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’

ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ବିଶ୍ୱ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?