Home Left

ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୫: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍‌ଫର୍ମ ନେକ୍ସଟ୍‌ୱେଭ୍‌ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଗତ ଦୁଇ ବର୍ଷରେ ନେକ୍ସଟ୍‌ୱେଭ୍‌ର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କମ୍ପାନୀରେ ନିଯୁକ୍ତି ମିଳିଥିବା ପ୍ଲାଟଫର୍ମ ପକ୍ଷରୁ ଘୋଷଣା…

କୋଲ୍‌ଗେଟ୍‌ ଷ୍ଟ୍ରଙ୍ଗ୍‌ ଟିଥ୍‌ ଟୁଥ୍‌ପେଷ୍ଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଓରାଲ କେୟାର ବ୍ରାଣ୍ଡ୍‌ କୋଲ୍‌ଗେଟ୍‌ ପକ୍ଷରୁ କୋଲ୍‌ଗେଟ୍‌ ଷ୍ଟ୍ରଙ୍ଗ ଟିଥ୍‌ ଟୁଥ୍‌ପେଷ୍ଟ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ଏକ ନୂଆ ସତେଜ ଫର୍ମୁଲା ସହ ପୁଣି କୋଲ୍‌ଗେଟ୍‌ ବଜାରରେ ଗ୍ରାହକଙ୍କ ନିକଟତର ହେବ। ବିଶେଷ କରି କ୍ୟାଲ୍‌ସିୟମ ପରିମାଣ…

ମାଲାବାର ଗ୍ରୁପର ‘ହଙ୍ଗର ଫ୍ରି ଓ୍ବାର୍ଲଡ’

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ରବିବାର ସର୍ବଭାରତୀୟ ସ୍ତରରେ ‘ଓ୍ବାର୍ଲଡ ହଙ୍ଗର ଡେ’ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଷ୍ଟୋର ପକ୍ଷରୁ ‘ହଙ୍ଗର…

ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ

ପ୍ରତିବର୍ଷ ମେ ୨୯ ରେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୧୯୫୩ ମସିହାରେ ଏଭରେଷ୍ଟ ଆରୋହଣ କରିଥିବା ଦୁଇ ଜଣଙ୍କ ସ୍ମୃତିରେ ପାଳିତ ହୋଇଥାଏ। ଏହି ବ୍ୟକ୍ତିମାନେ ହେଉଛନ୍ତି ନେପାଳର ତେନସିଂ ନରଗେ ଏବଂ ନ୍ୟୁଜିଲାଣ୍ଡର ଏଡମୁଣ୍ଡ…

 ଆଇପିଏଲ୍‌ରୁ ଅବସର ନେଲେ ଅମ୍ବାତି ରାୟୁଡୁ

ଅହମଦାବାଦ, ୨୮ା୫: ଚେନ୍ନାଇ ସୁପର କିଙ୍ଗ୍ସର(ସିଏସ୍‌କେ) ନିୟମିତ ସଦସ୍ୟ ଅମ୍ବାତି ରାୟୁଡୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରିଛନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ଫାଇନାଲ ତାଙ୍କ ଶେଷ ମ୍ୟାଚ ହେବ। ଇଂଲଣ୍ଡରେ ୨୦୧୯ ବିଶ୍ୱକପ୍‌ ପାଇଁ ଭାରତୀୟ…

ମଣିପୁରରେ ସଂଘର୍ଷ: ଚାଲିଗଲା ୨ ଜୀବନ

ଇମ୍ଫାଲ, ୨୮ା୫: ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଏବଂ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଛନ୍ତି। କୁକି ଉଗ୍ରପନ୍ଥୀଙ୍କ ଗୁଳିରେ ଇମ୍ଫାଲ ଓ୍ବେଷ୍ଟ ଜିଲାର ଫୟେଙ୍ଗ୍‌ରେ…

ବଜ୍ରପାତରେ ୨୩ ଗାଈ, ୩ ଛେଳି ମୃତ

ପଟ୍ଟାଙ୍ଗି,୨୮।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ଅମ୍ପାବାଲି ପଞ୍ଚାୟତ ରାଙ୍ଗିନିଗୁଡା ଗ୍ରାମରେ ବଜ୍ରପାତ ଘଟି ଜଣେ ବୃଦ୍ଧା ଆହତ ହେବା ସହ ୨୩ ଗାଇ ଓ ୩ ଚେଳିଙ୍କ ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଉକ୍ତ ଗାଁର ଖରା…

ଘର ଉପରକୁ ମାଡ଼ିଗଲା ଟ୍ରକ

ମାଥିଲି/ମାଲକାନଗିରି,୨୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲିରେ ରବିବାର ରାସ୍ତା ପାଶର୍‌ବରେ ଥିବା ସହଦେବ ନାୟକଙ୍କ ଘର ଉପରକୁ ଏକ ଟ୍ରକ ମାଡି ଯାଇଥିଲା। ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଥିଲି ଥାନା ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା। ସକାଳୁ ମାଲକାନଗିରିରୁ…

ଜେସିବି ପୋଡ଼ି, ଭଙ୍ଗାରୁଜା

କୋରାପୁଟ/ନାରାୟଣପାଟଣା,୨୮।୫(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରେ ଦୀର୍ଘଦିନ ପରେ ପୁଣି ପୋଡାଜଳା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡା ନିକଟରେ ଥିବା କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ରହିଛି। ଏନେଇ ପାହାଡ଼ ଉପରକୁ ରାସ୍ତା…

ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ ଡୋକରୀଦର ଜଳପ୍ରପାତରେ ୪ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ। ସେତିକିବେଳେ…

ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ

ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍‌ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ ପୂର୍ବତନ କ୍ରିକେଟର ମନୋଜ ତିଓ୍ବାରୀ। ମହିଳା ମହାପଞ୍ଚାୟତ ସହିତ ଖେଳାଳିମାନେ ନୂତନ ସଂସଦ…

ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri