ଭଲ ପୋଷାକ, ଚଷମା ପିନ୍ଧିବାରୁ ଦଳିତ ଯୁବକଙ୍କୁ ମାଡ଼
ପାଲାନପୁର,୨ା୬: ଗୁଜରାଟର ବନସ୍କଣ୍ଠା ଜିଲାର ମୋଟା ଗ୍ରାମରେ ଜଣେ ଦଳିତ ଯୁବକ ଭଲ ପୋଷାକ ଓ ଚଷମା (ସନ୍ଗ୍ଲାସ୍) ପିନ୍ଧିବାରୁ ଉଚ୍ଚ ବର୍ଗର ଲୋକେ କ୍ରୋଧାନ୍ବିତ ହୋଇ ତାଙ୍କୁ ମାଡ଼ ମାରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ କହିଛି।…
ଅନ୍ଲାଇନ୍ ଜୋତାକିଣାରେ ଠକେଇ ମାମଲା: କମ୍ପାନୀକୁ ୬୦ ହଜାର ଜରିମାନା ନିର୍ଦ୍ଦେଶ
କଟକ ଅଫିସ,୨ା୬: ଅନ୍ଲାଇନ୍ ମାଧ୍ୟମରେ କିଣା ଯାଇଥିବା ୧୩୧୯ ଟଙ୍କାର ଏକ ଜୋତା ପାଇଁ କମ୍ପାନୀକୁ ୬୦ ହଜାର ଟଙ୍କା ଜରିମାନା ଦେବାକୁ କଟକ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୋତାର କିଣାମୂଲ୍ୟ ୧୩୧୯ ଟଙ୍କା ମିଶି ମୋଟ ୬୧,୩୧୯…
ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ
ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ…
୨ ଡଙ୍ଗା ବୁଡ଼ି, ୨ ନିଖୋଜ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି। ପ୍ରକାଶ…
ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍ ପାଚେରି, ୨ ଶ୍ରମିକ ମୃତ
ମାଲକାନଗିରି,୨ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍…
ଲୋକ ସଭା ସଦସ୍ୟତା ରଦ୍ଦ ବିପୁଳ ସୁଯୋଗ ଦେଇଛି: ରାହୁଲ
ଷ୍ଟାନ୍ଫୋର୍ଡ, ୨ା୬: ରାଜନୀତିରେ ଯେତେବେଳେ ଯୋଗଦେଲି, ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରାଯିବା ସମ୍ଭବ, ଏହା କେବେ କଳ୍ପନା କରି ନ ଥିଲି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତେବେ ତାଙ୍କ ଲୋକ ସଭା ସଭ୍ୟ ପଦ ଯିବା…
ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେବା ଲାଗି ପ୍ରୟାସ କରିବୁ: ମୋଦି
ନୂଆଦିଲ୍ଲୀ, ୨ା୬: ଭାରତ ଓ ନେପାଳ ମଧ୍ୟରେ ରହିଥିବା ସୀମା ପ୍ରସଙ୍ଗ ସମେତ ସବୁ ବିଷୟର ସମାଧାନ କରି ଦ୍ୱିପାକ୍ଷିକ ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେଇଯିବା ଲାଗି ଉଭୟ ଦେଶ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି।…
ସଙ୍କଟର ସମାଧାନ ପାଇଁ ଗଠନ ହେବ ଶାନ୍ତି କମିଟି: ଶାହା
ଇମ୍ଫାଲ, ୨ା୬: ମଣିପୁର ହିଂସା ଘଟଣାର ବିଚାରବିଭାଗୀୟ ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଏନେଇ ଖୁବ୍ଶୀଘ୍ର ଘୋଷଣା କରାଯିବ। ହିଂସାର ସମାଧାନ ପାଇଁ ମଣିପୁର ରାଜ୍ୟପାଳ ଅନସୂୟା…
ପୀଡ଼ିତାଙ୍କ ସଂଘର୍ଷ ସରିନି
ମୁଜାଫରନଗର,୨ା୬: ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗର ଦଙ୍ଗାବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩ ସପ୍ତାହ ତଳେ ୨ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୫ ବର୍ଷୀୟା ପୀଡ଼ିତା ଆଫ୍ରିନ୍ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।…
ଗରମରୁ ରକ୍ଷା ପାଇବା ପାଇଁ ଏମିତି ପନ୍ଥା ଆପଣାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସ ସମ୍ଭାଳି ପାରନ୍ତିନି କି ପ୍ରଶଂସା ନ କରି ବି ରହି ପାରନ୍ତିନି। ଏବେ ଠିକ୍ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ…
ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କୁ ମିଳିଲା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ
ନୂଆଦିଲ୍ଲୀ,୧।୬: ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ କିଛି ଅଦଳବଦଳ କରାଯାଇଛି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀଙ୍କୁ ବର୍ତ୍ତମାନ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଛି। ଏହାକୁ ମିଶାଇ ଅତିଶୀଙ୍କ ପାଖେ ବର୍ତ୍ତମାନ ମୋଟ ୯ଟି ବିଭାଗ ଅଛି। ଏହା ବ୍ୟତୀତ ଅନ୍ୟ ମନ୍ତ୍ରୀଙ୍କ ବିଭାଗରେ…
ବିଦ୍ୟୁତ ଆଘାତରେ ମାଈହାତୀ ମୃତ
ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ସଦର ରେଞ୍ଜ ବୋରାପଦା ଖମାର ନିକଟସ୍ଥ ଏକ ଇଟାଭାଟି ନିକଟରେ ଥିବା କାଜୁ ବଗିଚା ପରିସରରେ ଗୁରୁବାର ଏକ ମାଈହାତୀର ମୃତଦେହ ପଡିଥିବା ଦେଖାଯାଇଛି। ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ…
Archives


