ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା
ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଛାତ୍ରଙ୍କ ଘର ମହାରାଷ୍ଟ୍ର ହୋଇଥିବା ବେଳେ…
ବିଦ୍ୟୁତ୍ ତାର ଲାଗି ଚାଲିଗଲା ୨ ଛାତ୍ରଙ୍କ ଜୀବନ
ମାଲକାନଗିରି,୨୧ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ କାଲିମେଳା ଥାନା ଅଧୀନ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ରୋଡ଼ଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଚଢ଼େଇ ଛୁଆ ଧରିବାକୁ ଯାଇ ବିଦ୍ୟୁତ୍ ତାର ଲାଗି ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ…
ବୃହସ୍ପତି ଚଳନ: ଏସବୁ ରାଶିବ ବଦଳିବ ଭାଗ୍ୟ, ଜୀବନରେ ହେବ ବଡ଼ ପରିବର୍ତ୍ତନ
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗମନାଗମନକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯାହାକି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି। ଏପ୍ରିଲ ୨୩ ପୂର୍ବାହ୍ନ ୩ଟା ୩୩ରେ ବୃହସ୍ପତି ଚଳନ କରିବେ। ତେବେ ବୃହସ୍ପତି ମୀନ ରାଶି ଛାଡ଼ି ମେଷ ରାଶିରେ ପ୍ରବେଶ…
ଟସ୍ ଜିତିଲା ଚେନ୍ନାଇ
ଚେନ୍ନାଇ,୨୧।୪: ଚେନ୍ନାଇ ସ୍ଥିତ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍ର ୨୯ତମ ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ…
ଏମ୍କେସିଜି ମେଡିକାଲରେ ପୁଣି ଅଗ୍ନିକାଣ୍ଡ
ବ୍ରହ୍ମପୁର ଅଫିସ,୨୧।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲରେ ଶୁକ୍ରବାର ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ ପରିସରରେ ଥିବା ସୁପରସ୍ପେସାଲିଟି ବ୍ଲକରେ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ସିଟି ସ୍କାନ୍ ବିଭାଗ ପଛପଟେ ଥିବା ଏସି ମେଶିିନ୍ ଜଳି ଯାଇଥିଲା। ଖବର…
ଫ୍ରିଜରେ ରହିଥିବା ତରଭୁଜ ରୋଗର ଗନ୍ତାଘର
ଗ୍ରୀଷ୍ମ ଆସିଗଲେ ଆମେ ଭାବିଥାଉ ସବୁ ଫଳ ପନିପରିବା ଫ୍ରିଜରେ ରଖିଦେଲେ ଏହା ବହୁ ସମୟ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ତାଜା ରହିଥାଏ। ହେଲେ ସବୁ କ୍ଷେତ୍ରରେ ଏହା ଠିକ ନୁହେଁ। ବିଶେଷ କରି ଫଳକୁ ଫ୍ରିଜରେ ରଖି ଖାଇବା…
ଟୁଇନ୍ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ
ଭୁବନେଶ୍ବର ୨୧।୪(ବ୍ୟୁରୋ): ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା ଜାରିହୋଇଛି। ଟୁଇନ୍ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ ଜାରି କରାଯାଇଛି। ଏ ସବୁ ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର,…
ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁରିଲା ଶହେ ବର୍ଷ
ସୋରଡା, ୨୧।୪: ବରଜ ଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ପାଳନ ସମାରୋହ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀରକାନ୍ତ ଅଧିକାରୀଙ୍କ ତତ୍ତ୍ୱବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସମ୍ମାନୀତ ଅତିଥି…
ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର
କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ ଅର୍ଥଶାସ୍ତ୍ରୀ ଏବେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି।…
ବ୍ରିଟିଶ ଖବରଦାତାଙ୍କୁ ସମୋସା ଖାଇବା ଶିଖାଇଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଗ୍ଲାମରକୁ ନେଇ ଆଜିବି ନୂଆ ଅଭିନେତ୍ରୀଙ୍କୁ ମାତ ଦେଉଛନ୍ତି। ୪୯ ବର୍ଷିୟା ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟର ମଡଲିଂରୁ ଆରମ୍ଭ କରିଥିଲେ। ଅଭିନେତ୍ରୀ ୧୯୯୪ରେ ମିସ ଓ୍ବାର୍ଲଡ ମୁକୁଟ ପିନ୍ଧି ମଡେଲ ଭାବେ…
ପ୍ରକାଶ ସିଂ ବାଦଲ ଗୁରୁତର
ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଜେନରାଲ ଓ୍ବାର୍ଡରୁ ଆଇସିୟୁକୁ ସିପ୍ଟ କରାଯାଇଛି। ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ…
କରନ ଜୋହରଙ୍କ ମୁଭିରେ ନଜର ଆସିବେ ସଲମାନ!
ମୁମ୍ବାଇ: ବଲିଉଡ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାଁ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲେଣି। ଏମିତି ଏକ ଖବର ଶୁଣି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇପାରନ୍ତି।…
Archives


